Welcome to 10 Lines On World Hindi Day In Odia. This day is celebrated on 10th January every year.

This short essay of 10 Lines On World Hindi Day in Odia will certainly help the school students and help others to enhance their knowledge and information.

Let us read the short essay …

10 ଲାଇନ ରେ ବିଶ୍ଵ ହିନ୍ଦୀ ଦିବସ ର ରଚନା

10 LINES ON WORLD HINDI DAY IN ODIA

  1. ଆମେ ବିଶ୍ଵ ହିନ୍ଦୀ ଦିବସ 10 January ରେ ପାଳନ କରୁ ଓ ପ୍ରଥମ ବିଶ୍ଵ ହିନ୍ଦୀ ଦିବସ 10 January 2006 ରେ ପାଳନ କରା ଯାଇ ଥିଲା ।
  2. ଭାରତ ସରକାର ହିଁ ଏଇ ଦିନ କୁ ବିଶ୍ଵ ହିନ୍ଦୀ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରି ଥିଲେ ।
  3. ବିଶ୍ଵ ହିନ୍ଦୀ ଦିବସ କୁ ପାଳନ କରିବାର ଉଦ୍ଦେଶ୍ୟ ହେଲା ହିନ୍ଦୀ ଭାଷା ଓ ହିନ୍ଦୀ ବିଷୟ ର ବିକାସ , ପ୍ରଚାର ଓ ପ୍ରସାର କରେଇବା ।
  4. ବିଶ୍ଵ ହିନ୍ଦୀ ଦିବସ ର ଦିନ ସରକାରୀ କାର୍ଜ୍ଯାଳୟ ଗୁଡିକରେ ଅଲଗା – ଅଲଗା ବିଷୟ ଉପରେ ବ୍ୟାଖ୍ୟାନ ଆୟୋଜିତ କରା ଯାଏ ।
  5. ଭାରତ ରେ ବହୁତ ଭାଷା ଅଛି , କିନ୍ତୁ ହିନ୍ଦୀ କୁ ମୂଳ ଭାଷା ରୂପେ ବା ମୂଳ ଭାଷା ପାଇଁ ଜଣା ଯାଏ ।
  6. ଆମ ଦେଶ ରେ ତଥା ବିଦେଶ ରେ ବହୁତ ଲୋକ ହିନ୍ଦୀ ଭାଷା କୁ ଭଲ ପାଆନ୍ତି ।
  7. ହିନ୍ଦୀ ଭାଷା କୁ ଆମ ଦେଶ ର ପ୍ରମୁଖ ଭାଷା ଭାବେ ସମସ୍ତେ ଜାଣନ୍ତି ଓ ମାନନ୍ତି ।
  8. ହିନ୍ଦୀ ଭାଷା କୁ ଆମ ଦେଶ ରେ ସବୁଠୁ ଅଧିକ ଲୋକ କହନ୍ତି ଓ ପଢନ୍ତି ।
  9. ହିନ୍ଦୀ ଭାଷା ସହିତ ଯେଉଁ ମାନେ ଜଡିତ , ତାଙ୍କ ପାଇଁ ବିଶ୍ଵ ହିନ୍ଦୀ ଦିବସ ଏକ ପର୍ବ ଠୁ କମ ନୁହେଁ ।
  10. ସର୍ବ ପ୍ରଥମେ ବିଶ୍ଵ ହିନ୍ଦୀ ସମ୍ମେଳନ ର ଉଦ୍ଘାଟନ ଆମର ଭୁତପୂର୍ବ ପ୍ରଧାନ ମନ୍ତ୍ରୀ ଶ୍ରୀ ମତୀ ଇନ୍ଦିରା ଗାନ୍ଧୀ କରି ଥିଲେ ଓ ଏହା 1975 ରେ ନାଗପୁର , ମହାରାଷ୍ଟ୍ର ରେ ହୋଇ ଥିଲା ।

********<><><><>********

CONCLUSION:

In conclusion, we can say the following…..

  • On World Hindi Day, people give speeches to understand and highlight the importance of Hindi language.
  • It is a beautiful experience that due to Hindi language, communication can be done easily across India.
  • Today, Hindi is one of the most spoken languages all over the world.
  • Hindi language reflects the culture and tradition of India.
  • Hindi language is helping very much to maintain and improve unity in the diversity of our country/ India.
  • The Indian embassies located in different countries, celebrate this day with great enthusiasm.
  • To promote World Hindi Day, activities like essay competitions, poem recitations etc. are conducted in many schools.
  • The aim of this day is to spread spread awareness as well as to introduce Hindi as an International language.

(Please feel free to give your valuable feedback )

********^^^^^^^^********

ALSO PLEASE READ….

********########********