Every year we celebrate Indian Constitution Day on 26th November. It is also known as National Law Day. To honor this memorable event I have written a short essay, 10 Lines On Constitution Of India In Odia Language / 10 ଧାଡି ର ରଚନା ଭାରତ ର ସମ୍ବିଧାନ . This post contains 3 Set of short essay.10 Lines On Constitution Of India In Odia Language will certainly help us to know the main points about Constitution of India. It will enhance our general awareness or general knowledge. The students can utilize this post as short essay. They can also utilize this as material for short speech in school or college.

Now, let us read 10 Lines On Constitution Of India In Odia Language / 10 ଧାଡି ର ରଚନା ଭାରତ ର ସମ୍ବିଧାନ . There are 3 Set of 10 lines each to cover more information.

SET -1

  1. ସମ୍ବିଧାନ, ରାଷ୍ଟ୍ର ର ସଂଚାଳନ ଆଉ ନାଗରୀକଙ୍କ ପାଇଁ ତିଆରି କରା କାନୁନ ସମୂହ ଅଟେ ।
  2. ଦେଶ ର ଶାସନ ବ୍ୟବସ୍ଥା , ନ୍ୟାୟୀକ ପ୍ରକ୍ରିୟା ଆଉ ଶକ୍ତି ର ବିବରଣ ଏଇଠି ସଂଗ୍ରହିତ କରା ହୋଇଛି ।
  3. ସରକାର ଓ ନାଗରୀକ ଙ୍କ ଅଧିକାର ତଥା ତାଙ୍କର ଦେଶ ପ୍ରତି କର୍ତବ୍ଯ ସମ୍ବିଧାନ ରେ ଲେଖା ହୋଇଛି ।

4.ଭାରତୀୟ ସମ୍ବିଧାନ ନିର୍ମାଣ ସଭାର 389 ସଦସ୍ୟ ମାନେ ମିଶି ଏହାର ପ୍ରାରୂପ ତିଆରି କରି ଥିଲେ ।

5.ଦେଶର ପ୍ରଥମ କାନୁନ ମନ୍ତ୍ରୀ ଡାଃ ବି .ଆର .ଆମ୍ବେଦକର ସମ୍ବିଧାନ ନିର୍ମାଣ ପ୍ରାରୂପ ସମିତି ( constitution making / drafting committee ) ର ଅଧ୍ୟକ୍ଷ ଥିଲେ ।

6. ଭାରତୀୟ ସମ୍ବିଧାନ ନିର୍ମାଣ ରେ ସର୍ବମୋଟ 2 ବର୍ଷ 11 ମାସ 18 ଦିନ ଲାଗି ଥିଲା ।

7.ମୂଳରୂପେ ସମ୍ବିଧାନ ରେ 395 ଅନୁଚ୍ଛେଦ 12 ଅନୁସୂଚି ଅଛି ଯାହା 22 ଭାଗ ରେ ବିଭାଜିତ ହୋଇଛି ।

8. ଭାରତ ର ସମ୍ବିଧାନ କୁ 26 January1949 ରେ ଭାରତୀୟ ସମ୍ବିଧାନ ଦ୍ଵାରା ସ୍ବୀକୃତି ଦିଆ ଯାଇ ଥିଲା ।

9. ସମ୍ବିଧାନ ନିର୍ମାଣ ର ଉପଲକ୍ଷେ 26 November କୁ “ସମ୍ବିଧାନ ଦିବସ” ରୂପେ ପାଳନ କରା ଯାଏ ।

10. 26 January 1950 ରେ ସମ୍ବିଧାନ ଲାଗୁ ହୁଏ , ଯାହା କୁ ଆମେ ‘ଗଣତନ୍ତ୍ର ଦିବସ’ ରୂପେ ପାଳନ କରୁ ।

********########********

SET -2

  1. ଭାରତୀୟ ସମ୍ବିଧାନ ଶାସନ କରିବା ପାଇଁ ମାର୍ଗଦର୍ଶକ ସିଦ୍ଧାନ୍ତ ଆଉ ନିୟମ ର ଏକ ସମୂହ ଅଟେ ।
  2. ଭାରତର ସମ୍ବିଧାନ ବିଶ୍ଵ ର ସବୁ ଲୋକତାନ୍ତ୍ରିକ ଦେଶ ଙ୍କ ମଧ୍ୟ ରେ ସବୁଠୁ ବିଶାଳ ( ଲାମ୍ବା / ବଡ ) ସମ୍ବିଧାନ ଅଟେ ।
  3. ଭାରତୀୟ ସମ୍ବିଧାନ ରେ ଦୁନିଆର ଅନେକ ଦେଶ ର ସମ୍ବିଧାନ ର ପ୍ରାବଧାନ ନିଆ ହୋଇଛି ।
  4. ଯେବେ ଭାରତୀୟ ସମ୍ବିଧାନ ଲାଗୁ ହୁଏ , ତେବେ ଏଥିରେ 395 ଅନୁଚ୍ଛେଦ , 8 ଅନୁସୂଚି ଓ 22 ଭାଗ ଥିଲା ।
  5. ଅନେକ ସଂଶୋଧନ ପରେ ଏଥିରେ ବର୍ତମାନ 448 ଅନୁଚ୍ଛେଦ , 12 ଅନୁସୂଚି ତଥା 25 ଭାଗ ଅଛି ।
  6. ସନ 1951 ଠୁ 2020 ପର୍ଯ୍ୟନ୍ତ ସମ୍ବିଧାନ ରେ ସର୍ବମୋଟ 104 ଥର ସଂଶୋଧନ କରା ହୋଇଛି ।
  7. ଭାରତୀୟ ସମ୍ବିଧାନ ରେ ପ୍ରଥମ ସଂଶୋଧନ 1951 ରେ ମୌଳିକ ଅଧିକାର ବିଷୟ ରେ କରା ହୋଇଛି ।
  8. ସର୍ବଚ୍ଯ ନ୍ୟାୟଳୟ ର ଅନୁସାରେ ଭାରତୀୟ ସମ୍ବିଧାନ ଏକ ସଙ୍ଘାତ୍ମକ ସମ୍ବିଧାନ ପ୍ରଣାଳୀ ଅଟେ ।
  9. ଭାରତ ର ସମ୍ବିଧାନ ଦେଶ କୁ ସଂପ୍ରଭୁ , ସମାଜବାଦୀ ଓ ପନ୍ଥ / ଧର୍ମ ନିରପେକ୍ଷ ଗଣରାଜ୍ଯ ଘୋଷିତ କରିଛି ।
  10. ଭାରତୀୟ ସମ୍ବିଧାନ ର 3 ଓ 4 କୁ ‘ଆତ୍ମା ଆଉ ଚେତନା’ ର ନାମ ଦିଆ ଯାଇଛି ।

********<><><><>********

SET – 3

  1. ସମ୍ବିଧାନ ଏକ ପ୍ରକାର କାନୁନ ର ସମୂହ ଅଟେ ଯାହା ରାଷ୍ଟ୍ର କୁ ସଂଚାଳନ ଆଉ ନାଗରିକ ଙ୍କ ହିତ ପାଇଁ ତିଆରି କରା ଯାଇଛି ।
  2. ଆମର ଦେଶ ର ସମ୍ବିଧାନ ଡାଃ ବାବା ସାହେବ ଆମ୍ବେଦକର ତିଆରି କରିଛନ୍ତି ।
  3. ଭାରତର ସମ୍ବିଧାନ କୁ ଆମ ଦେଶ ର ସ୍ଵତନ୍ତ୍ରତା ପରେ ତିଆରି କରା ହୋଇଛି ।
  4. ସମ୍ବିଧାନ ବନେଇବାର ଉଦ୍ଦେଶ୍ୟ ରାଷ୍ଟ୍ର ହିତ ଥିଲା ।
  5. ଭାରତ ର ସମ୍ବିଧାନ ନିର୍ମାଣ କରିବା ପାଇଁ 2 ବର୍ଷ 11 ମାସ 18 ଦିନ ଲାଗି ଥିଲା ।
  6. ଭାରତର ସମ୍ବିଧାନ ଆମ ଦେଶ ରେ 26 January 1950 ରେ ଲାଗୁ କରା ଯାଇ ଥିଲା ।
  7. ଭାରତୀୟ ସମ୍ବିଧାନ ରେ ବହୁତ କିଛି ପ୍ରବଧାନ ଆମର ଅଧିକାର ପାଇଁ ଦିଆ ଯାଇଛି ।
  8. ଆମ ଦେଶ ର ସମ୍ବିଧାନ ସବୁଠୁ ବଡ ଆଉ ଲିଖିତ ସମ୍ବିଧାନ ଅଟେ ।
  9. ସମ୍ବିଧାନ ଆମ ଦେଶ କୁ ଭଲ ଭାବେ ଚଳେଇବାରେ ସାହାଯ୍ୟ କରେ ।
  10. ସମ୍ବିଧାନ ରେ ଆଜି ପର୍ଯ୍ୟନ୍ତ ବହୁତ କିଛି ପରିବର୍ତନ କରା ଯାଇଛି ।

********/////////********

CONCLUSION:

ଭାରତୀୟ ସମ୍ବିଧାନ ଦେଶ ର ନ୍ୟାୟ ପାଳିକା ଆଉ କାର୍ଯ୍ୟ ପାଳିକା କୁ ପୃଥକ ରଖିଛି ଆଉ ଏହା ସୁନିଶ୍ଚିତ କରୁଛି ଯେ ଦେଶ ର ସମସ୍ତ ନାଗରୀକ ଙ୍କୁ ସମାନ ଅଧିକାର ପ୍ରାପ୍ତ ହେଉ ।

ଭାରତୀୟ ସମ୍ବିଧାନ ନିଶ୍ଚିତ କରେ ଯେ ଶକ୍ତି କୌ ଣଶୀ ଏକ ବ୍ୟକ୍ତି ବିଶେଷ ର ହାତ ରେ ନ ରହିକି ଲୋକଙ୍କ ଉପରେ ନିହିତ ହେଉ ।

ଆମେ ସମସ୍ତେ ଆମ ସମ୍ବିଧାନ ର ପାଳନ କରିବା ଉଚିତ ଆଉ ରାଷ୍ଟ୍ର ର ସୁରକ୍ଷା ର ସହିତ ପ୍ରଗତି ଆଉ ବିକାଶ ରେ ସହଯୋଗ କରିବା ଦରକାର ।

Hope you have liked this post and gained some knowledge and information. Please feel free to give your valuable suggestions.

ALSO PLEASE READ….

********########********

2 thoughts on “10 LINES ON CONSTITUTION OF INDIA IN ODIA LANGUAGE

  1. Did you write the article yourself or you hired someone to do it?
    I was wondering because I am a site owner too and struggle with
    writing new content all the time. Someone told me to use AI to do create articles
    which I am kinda considering because the output is almost
    written by human. Here is the sample content they sent me – https://sites.google.com/view/best-ai-content-writing-tools/home

    Let me know if you think I should go ahead and use AI.

Comments are closed.