Welcome to 10 Lines On National Youth Day In Odia. We celebrate the birth anniversary of Swami Vivekananda, on 12 January which is his birth day. This day is recognized and declared as National Youth Day by Government of India.

We will have short essay useful to students, and youth in particular. There will be 2 sets of 10 Lines On National Youth Day In Odia, highlighting the main points.

Let us read the short essays of ten lines for our knowledge and information….

10 ଲାଇନ ର ରାଷ୍ଟ୍ରୀୟ ଯୁବକ ଦିବସ ବିଷୟ ରେ ରଚନା

10 LINES ON NATIONAL YOUTH DAY IN ODIA

( SET – 1 )

  1. ଭାରତ ରେ ପ୍ରତି ବର୍ଷ 12 January ରେ ରାଷ୍ଟ୍ରୀୟ ଯୁବକ ଦିବସ ପାଳନ କରା ଯାଏ ।
  2. ଏଇ ଦିନ ଟା ହେଲା ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଦିନ , ଓ ଏଇ ଦିନ କୁ ହିଁ ଭାରତ ରେ ରାଷ୍ଟ୍ରୀୟ ଯୁବକ ଦିବସ ରୂପେ ପାଳନ କରା ଯାଏ ।
  3. ବର୍ଷ 1984 କୁ ସଂଯୁକ୍ତ ରାଷ୍ଟ୍ର ସଂଘ ଅନ୍ତରରାଷ୍ଟ୍ରୀୟ ଯୁବକ ବର୍ଷ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ ।
  4. ଭାରତ ମଧ୍ୟ ଏଇ ବର୍ଷ ରେ ହିଁ 12 January କୁ ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଦିନ କୁ ରାଷ୍ଟ୍ରୀୟ ଯୁବକ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରି ଥିଲେ ।
  5. ସମସ୍ତେ ଏହା ମାନନ୍ତି ଯେ , ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନ ଦର୍ଶନ ଯୁବକ ଙ୍କ ପାଇଁ ପ୍ରେରଣାଦାୟକ ଅଟେ ।
  6. ସନ 1984 ରୁ ଭାରତ ରେ ରାଷ୍ଟ୍ରୀୟ ଯୁବକ ଦିବସ ଅଧିକାଂଶ ସ୍କୁଲ , କଲେଜ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଳନ କରା ଯାଉଛି ।
  7. ଏଇ ଦିନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଭିନ୍ନ – ଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ର ଆୟୋଜନ କରା ଯାଏ ।
  8. ବେଶୀ ଭାଗ କଲେଜ ଆଉ ବିଶ୍ୱବିଦ୍ୟାଳୟ ରେ ସାହିତ୍ୟ ପ୍ରଦର୍ଶନୀ ଏବଂ ବ୍ୟାଖ୍ୟାନ ର ଆୟୋଜନ କରା ଯାଏ ।
  9. ଏଇ ଦିନ ଛାତ୍ର – ଛାତ୍ରୀ ଙ୍କ ମଧ୍ୟରେ ପ୍ରତିସ୍ପର୍ଧାତ୍ମକ ଖେଳ ଏବଂ ଜ୍ଞାନ ପ୍ରତିୟୋଗୀତାର ଆୟୋଜନ ମଧ୍ୟ କରା ଯାଏ ।
  10. ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନ ଦର୍ଶନ ଆମକୁ ଆମର ପରମ୍ପରା ଏବଂ କର୍ତବ୍ଯ ପ୍ରତି ଏକ ନୂଆ ଉତ୍ସାହ ଦିଏ ।

********########********

10 ଲାଇନ ର ରାଷ୍ଟ୍ରୀୟ ଯୁବକ ଦିବସ ବିଷୟ ରେ ରଚନା

10 LINES ON NATIONAL YOUTH DAY IN ODIA

( SET – 2 )

  • ଭାରତ ରେ ପ୍ରତି ବର୍ଷ 12 January ରେ ରାଷ୍ଟ୍ରୀୟ ଯୁବକ ଦିବସ ପାଳନ କରା ଯାଏ ଓ ଏହାକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶର ଯୁବକ ଙ୍କୁ ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନ ଦର୍ଶନ ଏବଂ ସଂଘର୍ଷ ଦେଖେଇବା ତଥା ଏଇ ସବୁର ଅନୁଶରଣ କରେଇବା ଅଟେ ।
  • ବିବେକାନନ୍ଦ ଙ୍କ ଜୀବନ ନିଶ୍ଚିତ ରୂପେ ଆଧୁନିକ ମନୁଷ୍ୟ ଜାତିଙ୍କ ପାଇଁ ପ୍ରେରଣାଦାୟକ ଅଟେ ।
  • ଏହା କହିବା ଭୁଲ ହେବ ନାହିଁ ଯେ , ଭାରତ ର ଯୁବକ ଙ୍କ ପାଇଁ ବିବେକାନନ୍ଦ ଙ୍କ ଠୁ ବଡ ଆଦର୍ଶ ଆଉ କେହି ନାହାନ୍ତି ।
  • ଏହାଙ୍କ ନାମ ର ସ୍ମରଣ ମାତ୍ରେ ହିଁ ଯୁବକ ବର୍ଗ ଙ୍କୁ ନୂଆ ବଳ ବା ଶକ୍ତି ପ୍ରଦାନ କରେ ।
  • ସତ କହିବାକୁଗଲେ , ବିବେକାନନ୍ଦ ଙ୍କ ଜୀବନ ଭାରତୀୟ ଯୁବକ ଙ୍କୁ ପ୍ରତ୍ୟକ୍ଷ ଏବଂ ଅପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରେ ।
  • ବିବେକାନନ୍ଦ ଙ୍କ ଜ୍ଞାନ ଏବଂ ସାହିତ୍ୟ ର ଲାଭ ଆଜି ବି ଆମର ନୌଜବାନ ମାନେ ଉଠଉଛନ୍ତି ।
  • ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ 12 January 1863 ରେ କଲିକତା ଶହର ରେ ହୋଇ ଥିଲା ।
  • ବିବେକାନନ୍ଦ ଙ୍କ ପିତା ଙ୍କ ନାମ ବିଶ୍ଵନାଥ ଦତ୍ତ ତଥା ମାତା ଙ୍କ ନାମ ଭୁବନେଶ୍ଵରୀ ଦେବୀ ଥିଲା ।
  • ସମ୍ପୂର୍ଣ ବିଶ୍ଵ ରେ ରାମକୃଷ୍ଣ ମିଶନ ର ସ୍ଥାପନା ତଥା ହିନ୍ଦୁ ସନାତନ ଧର୍ମ ର ପ୍ରଚାର ପ୍ରସାର ବିବେକାନନ୍ଦ ଙ୍କ ଦ୍ଵାରା ହୋଇ ଥିଲା ।
  • ସ୍ଵାମୀ ବିବେକାନନ୍ଦ ଙ୍କୁ ମନେ ରଖିବାର ବହୁତ କାରଣ ଅଛି , ଆଉ ସବୁଠୁ ବଡ କାରଣ ହେଲା ତାଙ୍କ ମହତ ବାଣୀ ବା ସୁବିଚାର ।

********&&&&&&&&********

CONCLUSION:

To conclude, we can add the following….

  • National Youth Day celebration certainly inspires our younger generation to be innovative and creative to build a developed nation.
  • India is considered to be a young nation as more than 60% population is youth.
  • Youth fests, yoga, speeches,sports and music competitions etc. are held on this day.
  • Group discussions and debates are also held among youths on various important topics.
  • Arrangement to telecast special program mes, news, interviews of successful people / leaders are held to motivate and encourage the youth of our nation.
  • Everybody tries to make this a memorable and motivational event for the youth of India.

( Please feel free to give your valuable feedback. )

ALSO PLEASE READ…..

********&&&&&&&&********