Welcome to 10 Lines On Human Rights Day In Odia – “ ଓଡିଆ ରେ 10 ବାକ୍ୟ / ଲାଇନ ମାନବ ଅଧିକାର ଦିବସ ବିଷୟ ରେ” । Human Rights Day is observed on 10 December every year throughout the world. This shot essay or 10 Lines On Human Rights Day In Odia is written to help the students to write short essay or give short speech on this vital topic.

There are two sets to cover more information. Please read the essay….

1O ଲାଇନ ମାନବ ଅଧିକାର ଦିବସ ବିଷୟ ରେ

SET – 1

  1. ବିଶ୍ଵ ମାନବ ଅଧିକାର ଦିବସ ପ୍ରତ୍ଯେକ ବର୍ଷ ସମଗ୍ର ବିଶ୍ଵ ରେ 10 ଡିସେମ୍ବର ରେ ପାଳନ କରା ହୁଏ ।
  2. ସଂଯୁକ୍ତ ରାଷ୍ଟ୍ର ମହାସଭା 1948 ରେ ପ୍ରତ୍ଯେକ ବର୍ଷ 10 December ରେ ବିଶ୍ଵ ମାନବ ଅଧିକାର ଦିବସ ପାଳନ କରିବା ପାଇଁ ସ୍ବୀକୃତି ଦେଇ ଥିଲେ ।
  3. ଏଇ ଅଧିକାର ଦ୍ଵାରା ପ୍ରତ୍ଯେକ ବ୍ୟକ୍ତି କୁ ବିନା କିଛି ଭେଦ ଭାବ ରେ ସବୁ ପ୍ରକାର ଅଧିକାର ଆଉ ସ୍ଵତନ୍ତ୍ରତା ଦିଆ ହୋଇଛି ।
  4. ପ୍ରତ୍ଯେକ ବ୍ୟକ୍ତି କୁ ନିଜର ନିର୍ଣୟ ପୂର୍ଣ ରୂପେ ନେବାର ଅଧିକାର ଅଛି ।
  5. ଏଇ ଦିବସ କୁ ପାଳନ କରିବାର ଉଦ୍ଦେଶ୍ୟ ହେଲା ଭେଦ ଭାବ ଦୂର କରିବା , ସମାନତା ଆଣିବା , ଶିକ୍ଷା ଦ୍ଵାରା ସମସ୍ତଙ୍କୁ ସମାନ ଭାବେ ଗଢି ତୋଳିବା ଓ ସମ୍ମାନ ର ଅଧିକାର ଦେବା ।
  6. ଏଇ ମାନବ ଅଧିକାର ଦ୍ଵାରା ପ୍ରତ୍ଯେକ ନାଗରିକ କୁ ସ୍ଵତନ୍ତ୍ର ରୂପେ ବଞ୍ଚିବାର ଅଧିକାର ଅଛି । ବାକ ସ୍ଵାଧୀନତା / କଥା କହିବାର ସ୍ଵତନ୍ତ୍ରତା ର ଅଧିକାର ସବୁ ବ୍ୟକ୍ତି ଙ୍କୁ ସ୍ଵତନ୍ତ୍ର ରୂପେ କଥା କହିବାର ଅଧିକାର ଦିଏ ।
  7. ମାନବ ଅଧିକାର ଯେ କୌଣଶୀ ବ୍ୟକ୍ତି ର ଜୀବନ , ସ୍ଵାଧୀନତା , ସମାନତା ଆଉ ସମ୍ମାନର ଅଧିକାର ଦେଇ ଉଅଛି ।
  8. ଏଇ ସବୁ ଅଧିକାର କୁ ନେଇ ପ୍ରତ୍ଯେକ ବ୍ୟକ୍ତି ସୁରକ୍ଷାର ସହିତ ଜୀବନ ଯାପନ କରି ପାରିବାର ଦରକାର।
  9. ଶିକ୍ଷା ଅନୁଷ୍ଠାନ , ଅନ୍ୟ ସବୁ ସଂସ୍ଥା , ସରକାରୀ ତଥା ବେସରକାରୀ ସଂସ୍ଥା ଗୁଡିକରେ ବିଭିନ୍ନ ପ୍ରକାର ର କାର୍ଯ୍ୟ କ୍ରମ ର ଆୟୋଜନ କରି ଲୋକ ଙ୍କୁ ମାନବ ଅଧିକାର ବିଷୟ ରେ ଜାଗରୁକ କରାନ୍ତି ।

********^^^^^^^^********

1O ଲାଇନ ମାନବ ଅଧିକାର ଦିବସ ବିଷୟ ରେ

SET – 2

  1. ବିଶ୍ଵ ର ଅନେକ ଦେଶ 10 ଡିସେମ୍ବର କୁ ମାନବ ଅଧିକାର ଦିବସ ରୂପେ ପାଳନ କରନ୍ତି ।
  2. ବିଶ୍ଵ ମାନବ ଦିବସ ର ଘୋଷଣା 1948 ରେ ସଂଯୁକ୍ତ ରାଷ୍ଟ୍ର ଦ୍ଵାରା ହୋଇ ଥିଲା ।
  3. ମାନବ ଅଧିକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ , ବିଶ୍ଵ ର ଲୋକ ମାନଙ୍କୁ ମାନବ ଅଧିକାର ର ମହତ୍ଵ ପ୍ରତି ଜାଗରୁକ କରିବା ।
  4. ମାନବ ଅଧିକାର ର ତାତ୍ପର୍ଜ୍ୟ ହେଲା ସେଇ ସବୁ ଅଧିକାର ବିଷୟ ରେ ଯାହା ବ୍ୟକ୍ତି ର ଜୀବନ , ସ୍ଵତନ୍ତ୍ରତା , ସମାନତା । ଏବଂ ପ୍ରତିଷ୍ଠା ର ସହିତ ଜଡିତ ।
  5. ସତ ରେ ଏଇ ଦିବସ ଲୋକ ଙ୍କ ଅଧିକାର ର ସମ୍ମାନ କରିବା ପାଇଁ ପାଳନ କରା ଯାଏ ।
  6. ବିଶ୍ଵ ର ନାଗରିକ ଙ୍କୁ ମୌଳିକ / ମୂଳଭୁତ ଅଧିକାର ଦେବା ପାଇଁ ପାଳନ କରା ଯାଏ ।
  7. ବର୍ତମାନ ସମୟ ରେ 30 ରୁ ଅଧିକ ମାନବ ଅଧିକାର ଅଛି ।
  8. ଏଇ ସବୁ ଅଧିକାର ରେ ସମ୍ମିଳିତ – ଆର୍ଥିକ , ସାମାଜିକ , ମୌଳିକ ତଥା ସେଇ ସବୁ ଅନ୍ୟ ଅଧିକାର ଯାହା ଯେ କୌଣସି ବ୍ୟକ୍ତି କୁ କେବଳ ଏଥି ପାଇଁ ଦେବା ଉଚିତ କାରଣ ସେ ଏକ ମାନବ ଅଟେ ।
  9. Amnesty International ମାନବ ଅଧିକାର ର ରକ୍ଷା ପାଇଁ, ପୃଥିବୀ ସାରା ସୁନିଶ୍ଚିତ କରେଇବା ପାଇଁ ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥା (ମାନବ ଅଧିକାର ଆୟୋଗ ) ଅଟେ ଓ ଏହାର ମୁଖ୍ୟାଳୟ ଲଣ୍ଡନ ରେ ସ୍ଥିତ ।
  10. ବହୁତ ଦେଶ ରେ ତଥା ଭାରତ ରେ ମଧ୍ୟ ପ୍ରତ୍ଯେକ ଦିନ କିଛି ନା କିଛି ପ୍ରକାରର ଅପରାଧ ଦେଖିବାକୁ ମିଳେ ଯାହା ମାନବ ଅଧିକାର ର ଉଲଂଘନ , ତେଣୁ ଏହା ପ୍ରତି ଜାଗରୁକ ହୋଇ ପୀଡିତ ବ୍ୟକ୍ତି କୁ ସାହାଯ୍ୟ କରିବା ଉଚିତ ।

********########********

CONCLUSION:

Hope, you have found this post very useful for knowledge and information. Students may use this short essay for speech as well as for essay writing. Please feel free to give your valuable feedback.

ALSO PLEASE READ….

********<><><><>********