Welcome to 10 Lines on Christmas Festival In Odia. We celebrate many festivals, but Christmas is a major festival celebrated throughout the world. Christmas is celebrated as the birth day of Lord Jesus Christ.This festival is celebrated on 25th December every year. 10 Lines on Christmas Festival In Odia, will be of great help to students to know about the importance of this major festival.

There are 3 Sets of 10 Lines to cover more information about this festival. 10 Lines On Christmas Festival In Odia can help the senior people too to revise their knowledge and information about Christmas festival.

Let us read all the three sets and know clearly about this major festival of Christians…..

ଓଡିଆରେ 10 ଲାଇନ କ୍ରିସମସ ପର୍ବ (ବଡ ଦିନ ପର୍ବ) ବିଷୟ ରେ

SET – 1

  1. କ୍ରିସମସ / ବଡ ଦିନ / ଖ୍ରୀଷ୍ଟ ମାସ ପର୍ବ ଖ୍ରୀଷ୍ଟ ଧର୍ମୀ ଲୋକଙ୍କ ଦ୍ଵାରା ପାଳନ କରା ଯାଉ ଥିବା ସବୁଠୁ ବଡ ପର୍ବ ଅଟେ ।
  2. ପ୍ରତି ବର୍ଷ 25 ଡିସେମ୍ବର ରେ ଖ୍ରୀଷ୍ଟ ଧର୍ମ ସମୁଦାଯ ର ଲୋକ ମାନେ ବଡ ଉତ୍ସାହ ର ସହିତ ପାଳନ କରନ୍ତି ।
  3. ଏଇ ପର୍ବ ସବୁ ଦେଶରେ ବହୁତ ଉଚ୍ଚ ସ୍ତର ରେ ପାଳନ କରନ୍ତି ।
  4. ଏଇ ପର୍ବ ଖ୍ରୀଷ୍ଟ ଧର୍ମ ର ଲୋକ ତାଙ୍କ ଭଗବାନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ର ଉପଲକ୍ଷେ ପାଳନ କରନ୍ତି ।
  5. ଏହା ଏକ ଧାର୍ମିକ ଉତ୍ସବ ଅଟେ , ଯାହାର ଆନନ୍ଦ ଦୁନିଆ ର ପ୍ରାୟ ସବୁ ଧର୍ମ ର ଲୋକ ନିଅନ୍ତି।
  6. କ୍ରିସମସ ର ଦିନ ଲୋକେ ସନ୍ଧ୍ୟା ସମୟ ରୁ ହିଁ ଗିରିଜା ଘର ଜାଆନ୍ତି ଓ ମୋମବତୀ ଜଳେଇକି ପ୍ରାର୍ଥନା କରନ୍ତି ।
  7. କ୍ରିସମସ / ବଡ ଦିନ / ଖ୍ରୀଷ୍ଟ ମାସ ର ଏଇ ପର୍ବ ରେ କିଛି ଲୋକ ସାନ୍ତା କ୍ଲାଜ ର ବେଶ ଭୂଷା ରେ ବା ସାନ୍ତା କ୍ଲାଜ ର ରୂପ ନେଇ ଛୋଟ ପିଲାଙ୍କୁ ଚକଲେଟ ତଥା ଉପହାର ବାଟନ୍ତି ।
  8. କ୍ରିସମସ ପର୍ବ ର ଉପଲକ୍ଷେ ବିଶ୍ଵ ର ପ୍ରାୟ ସବୁ ଦେଶ ରେ ସରକାରୀ ଅବକାଶ/ ଛୁଟି ହୁଏ ।
  9. କ୍ରିସମସ / ଖ୍ରୀଷ୍ଟ ମାସ ର ଦିନ ଲୋକମାନେ ଏକ ଖାସ ଗୀତ ଗାଆନ୍ତି , ଯାହାକୁ ‘କ୍ରିସମସ କେରଲ’ – christmas carol କୁହା ଯାଏ ।
  10. କ୍ରିସମସ / ବଡଦିନ / ଖ୍ରୀଷ୍ଟ ମାସ ପର୍ବ ର ଉପଲକ୍ଷେ ଲୋକେ ଏରୋକେରିଆ ( araucaria ) ର ଛୋଟ ଛୋଟ ଗଛ ରେ ଛୋଟ ଛୋଟ ରଙ୍ଗୀନ ବଲ / ପେଣ୍ଡୁ ଓ ଖେଳଣା ଦ୍ଵାରା ସଜାନ୍ତି , ଯାହାକୁ କ୍ରିସମସ ଟ୍ରି (Christmas Tree ) କହନ୍ତି ।

********########********

ଓଡିଆରେ 10 ଲାଇନ କ୍ରିସମସ ପର୍ବ (ବଡ ଦିନ ପର୍ବ) ବିଷୟ ରେ

SET – 2

  • କ୍ରିସମସ / ବଡ ଦିନ / ଖ୍ରୀଷ୍ଟ ମାସ ଏକ ଏମିତି ପର୍ବ ଯେଉଁ ପର୍ବ ରେ ବା କାର୍ଯ୍ୟ କର୍ମ ରେ ସବୁ ଧର୍ମ ଆଉ ସମୁଦାୟ ର ଲୋକ ଆନନ୍ଦ ର ସହିତ ସାମିଲ ହୁଅନ୍ତି ।
  • କ୍ରିସମସ / ବଡ ଦିନ / ଖ୍ରୀଷ୍ଟ ମାସ ପର୍ବ ରେ ବିଶ୍ଵ ସାରା ବଡ ବଡ ମେଳା ଲାଗେ ଆଉ ଏଇ ମେଳା କୁ ସବୁ ଧର୍ମ ର ଲୋକ ମେଳା ର ଆନନ୍ଦ ନେବା କୁ ଆସନ୍ତି ।
  • ଖ୍ରୀଷ୍ଟ ଧର୍ମ ର ଲୋକ ଏଇ ପର୍ବ ର ଦିନ ରେ ଘର କୁ ଆଲୋକ ରେ ସଜାନ୍ତି, ଝାଲର ଲଗାନ୍ତି ଓ ଘର କୁ ଝକମକ କରି ଦିଅନ୍ତି ।
  • ଏଇ ଅବସର ରେ ଯୁବକ ଯୁବତୀ ପାର୍ଟି କରି ଆନନ୍ଦ ନିଅନ୍ତି ।
  • କ୍ରିସମସ / ବଡ ଦିନ / ଖ୍ରୀଷ୍ଟ ମାସ ର ମେଳା ସବୁ ରେ ବଡ ବଡ ଦୋଳି ବା ଝୁଲଣା ଲଗାନ୍ତି ଆଉ ଛୋଟ ପିଲା ମାନେ ଏହାର ବହୁତ ଆନନ୍ଦ ନିଅନ୍ତି ।
  • ଲୋକେ ନିଜ ପରିବାର ତଥା ବନ୍ଧୁ ବାନ୍ଧବ ଙ୍କ ସହିତ ମେଳା ଦେଖିବାକୁ ଜାଆନ୍ତି ଓ କ୍ରିସମସ / ବଡ ଦିନ ପର୍ବ ର ଆନନ୍ଦ ନିଅନ୍ତି ।
  • ସବୁ ଦେଶ ରେ କ୍ରିସମସ / ବଡ ଦିନ ର ସନ୍ଧ୍ୟା ରେ କରା ଜାଉ ଥିବା ଆୟୋଜନ ଆକର୍ଷଣ ର ମୁଖ୍ୟ କେନ୍ଦ୍ର ହୁଏ ।
  • ଖ୍ରୀଷ୍ଟ ଧର୍ମ ର ଲୋକ ମାନନ୍ତି ଯେ ଯୀଶୁ ଖ୍ରୀଷ୍ଟ ଈଶ୍ଵର ଙ୍କ ପୁତ୍ର ଅଟନ୍ତି ଆଉ ସେ ପୃଥିବୀ ରେ ଜନ୍ମ ନେଇଛନ୍ତି ।
  • ଯୀଶୁ ଖ୍ରୀଷ୍ଟ ଲୋକ ଙ୍କ ପାପ କୁ ସମାପ୍ତ କରି ଈଶ୍ଵର ଆଉ ସତ୍ୟ ର ମାର୍ଗ କୁ ଦେଖେଇଲେ ।
  • ଖ୍ରୀଷ୍ଟ ଧର୍ମ ର ଲୋକ ନିଜ ନିଜ ଘରେ ଯୀଶୁ ଙ୍କୁ ପୂଜା କରନ୍ତି ଆଉ ମୋମବତୀ ଜଳେଇକି ସୁଖ – ସମୃଦ୍ଧି ର କାମନା କରନ୍ତି ।

********<><><><>********

ଓଡିଆରେ 10 ଲାଇନ କ୍ରିସମସ ପର୍ବ (ବଡ ଦିନ ପର୍ବ) ବିଷୟ ରେ

SET – 3

  1. କ୍ରିସମସ / ବଡ ଦିନ /ଖ୍ରୀଷ୍ଟ ଧର୍ମୀ ବା ଖ୍ରୀଷ୍ଟିଆନ ଲୋକଙ୍କ ଏକ ମହତ୍ଵପୂର୍ଣ ପର୍ବ ଅଟେ ।
  2. କ୍ରିସମସ / ବଡ ଦିନ / ପର୍ବ ପ୍ରତ୍ଵେକ ବର୍ଷ 25 ଡିସେମ୍ବର ରେ ପାଳନ କରା ଯାଏ ।
  3. ଭାରତ ବର୍ଷ ରେ ସବୁ ଧର୍ମ ର ଲୋକ ମିଳିମିଶି ଏଇ ପର୍ବ କୁ ପାଳନ କରନ୍ତି ।
  4. କ୍ରିସମସ /ଖ୍ରୀଷ୍ଟ ମାସ ପର୍ବ କୁ ବଡ ଦିନ ନାମ ରେ ମଧ୍ୟ ଆମେ ଡାକୁ ।
  5. ଏଇ ପର୍ବ ପାଇଁ ବିଶ୍ଵ ସାରା ଛୁଟି ରହେ ।
  6. ଏଇ ଦିନ ଖ୍ରୀଷ୍ଟିୟାନ ଧର୍ମ ର ପ୍ରବରତକ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ରୂପେ ପାଳନ କରା ଯାଏ ।
  7. କ୍ରିସମସ /ଖ୍ରୀଷ୍ଟ ମାସ ବା ବଡ ଦିନ ରେ ଗିରିଜା ଘର କୁ ବହୁତ ସୁନ୍ଦର ଭାବେ ସଜା ଯାଏ ।
  8. ଏଇ ପର୍ବ ରେ କିଛି ଲୋକ ସାନ୍ତା କ୍ଲାଜ ହୋଇ ଲୋକ ଙ୍କୁ ଉପହାର ଦିଅନ୍ତି ।
  9. କ୍ରିସମସ /ଖ୍ରୀଷ୍ଟ ମାସ ବା ବଡ ଦିନ ରେ କ୍ରିସ ମସ ଟ୍ରି କୁ ବି ସଜାନ୍ତି ।
  10. କ୍ରିସମସ /ଖ୍ରୀଷ୍ଟ ମାସ ବା ବଡ ଦିନ ରୁ ନୂଆ ବର୍ଷ ପର୍ଯ୍ୟନ୍ତ ପୁରା ବଜାର ଗୁଡିକ ରେ ବହୁତ ଚହଳ ପହଳ ଦେଖିବାକୁ ମିଳେ ।

********^^^^^^^^********

CONCLUSION:

To conclude it can be added that…

  • Jesus Christ / ଯୀଶୁ ଖ୍ରୀଷ୍ଟ was the true reflection of forgiveness .
  • On Christmas festival people sing, dance, meet and greet friends and relatives.
  • People also offer gifts to friends and relatives.
  • Children enjoy this festival a lot. They get chocolates and gifts.
  • With a happy and enjoyable mood people welcome the New Year with lot of enthusiasm and positive energy.

********########********

ALSO PLEASE READ…..

^^^^^^^^########^^^^^^^^