Welcome to 10 Lines On National Farmer’s Day In Odia . More than 60% of population in India live in villages. They depend on farming for their livelihood. Farmers contribute a lot to the Indian economy. Farmers are known as “Annadata” or Food Provider. They feed the people of India. Therefore a day is dedicated to them .

Let us know about them through 10 Lines On National Farmer’s Day In Odia. Hope, this 10 lines short essay will be helpful to students for school essay as well as for short speech. It will also help the grown up people to revise as well as enhance their general awareness.

There are two sets of essays or 10 lines each to cover more relevant information on this topic.

Now,let us read….

ଓଡିଆ ରେ 10 ଲାଇନ ରାଷ୍ଟ୍ରୀୟ କୃଷକ ଦିବସ ବିଷୟ ରେ

10 Lines On National Farmer’s Day In Odia

SET – 1

  1. ରାଷ୍ଟ୍ରୀୟ କୃଷକ ଦିବସ ପ୍ରତ୍ଯେକ ବର୍ଷ 23 December ଦିନ ପାଳନ କରା ଯାଏ ।
  2. କୃଷକ ଦିବସ ସର୍ବ ପ୍ରଥମେ 2001 ମସିହା ରେ ପାଳନ କରା ଯାଇ ଥିଲା ଓ ଏହା ପ୍ରତ୍ଯେକ ବର୍ଷ ପାଳନ କରା ଯାଉ ଅଛି ।
  3. ଭାରତ ର ପୂର୍ବ ପ୍ରଧାନ ମନ୍ତ୍ରୀ / ପଞ୍ଚମ ପ୍ରଧାନ ମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଙ୍କ ସ୍ମୃତି ରେ ତାଙ୍କ ଜନ୍ମ ଦିନ 23 ଡିସେମ୍ବର କୁ କୃଷକ ଦିବସ ରୂପେ ପାଳନ କରା ଯାଏ ।
  4. ଚୌଧୁରୀ ଚରଣ ସିଂହ , ତାଙ୍କ ପ୍ରଧାନ ମନ୍ତ୍ରୀ ର କାର୍ଯ୍ୟକାଳ ରେ କୃଷକଙ୍କ ଜୀବନ କୁ ଉନ୍ନତ କରିବା ପାଇଁ ଅନେକ ପ୍ରକାର ର ପ୍ରୟାସ କରି ଥିଲେ ।
  5. ଭାରତ ର ଅନ୍ୟ ଏକ ପୂର୍ବ ପ୍ରଧାନ ମନ୍ତ୍ରୀ ସ୍ଵର୍ଗୀୟ ଲାଲ ବାହାଦୁର ଶାସ୍ତ୍ରୀ , “ଜୟ ଜବାନ – ଜୟ କିସାନ” ର ସ୍ଲୋଗାନ / ଡାକରା ଦେଇ ଥିଲେ ।
  6. ଭାରତ ରେ କୃଷି କୁ ସୁଧାରିବା ପାଇଁ ହରିତ କ୍ରାନ୍ତି / green revolution ମଧ୍ୟ ଆରମ୍ଭ କରା ହୋଇ ଥିଲା ।
  7. ଆମ ଦେଶ ର ପ୍ରାଯ୍ହ 60 % – 70% ଲୋକ ସଂଖ୍ୟା ଗ୍ରାମ ରେ ବସ ବାସ କରନ୍ତି ଆଉ ତାଙ୍କ ପ୍ରମୁଖ ବ୍ୟବସାୟ ହେଲା କୃଷି ।
  8. କୃଷି ଭାରତ ର ଅର୍ଥ ବ୍ୟବସ୍ଥା କୁ ଅତ୍ୟଧିକ ପ୍ରଭାବିତ କରେ ।
  9. ଜଳ ସିଂଚନ ପାଇଁ monsoon / ମନସୁନ ଉପରେ ନିର୍ଭରତା , କୀଟ – ପତଙ୍ଗ ଦ୍ଵାରା ଫସଲ ନଷ୍ଟ ର ଡର , ପରିବର୍ତନଶୀଳ weather / ମୌସମ ଆଦିର କାରଣେ କୃଷକ କୁ / ଅନ୍ନଦାତା କୁ ଅଧିକ ପରିଶ୍ରମ କରିବାକୁ ପଡେ ।
  10. କୃଷକଙ୍କ ଦ୍ଵାରା ରାଷ୍ଟ୍ର ନିର୍ମାଣ ରେ ଦିଆ ଯାଉ ଥିବା ସହଯୋଗ ଙ୍କୁ ଦର୍ଶେଇବା ତଥା ତାଙ୍କୁ ଆଦର – ସମ୍ମାନ ଦେବା ପାଇଁ କୃଷକ ଦିବସ ପାଳନ କରା ଯାଏ ।

********<><><><>********

ଓଡିଆ ରେ 10 ଲାଇନ ରାଷ୍ଟ୍ରୀୟ କୃଷକ ଦିବସ ବିଷୟ ରେ

10 Lines On National Farmer’s Day In Odia

SET – 2

  • ଆମ ଦେଶ ସାରା କୃଷକଙ୍କ ପ୍ରଗତି ପାଇଁ ପ୍ରତ୍ଯେକ ବର୍ଷ December 23 କୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରା ଯାଏ ।
  • କୃଷକଙ୍କ ଦ୍ଵାରା ରାଷ୍ଟ୍ର ନିର୍ମାଣ ରେ ମିଳୁ ଥିବା ସହଯୋଗ କୁ ଦରଶେଇବା ଓ ଆଦର ସମ୍ମାନ କରିବା ପାଇଁ କୃଷକ ଦିବସ ପାଳନ କରା ଯାଏ ।
  • କୃଷକ ଦିବସ ଭାରତର ପଞ୍ଚମ ପ୍ରଧାନ ମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଙ୍କ ସମ୍ମାନ ରେ ପାଳନ କରା ଯାଏ ।
  • 23 ଡିସେମ୍ବର 1902 ରେ ଚୌଧୁରୀ ଚରଣ ସିଂହ ଙ୍କ ଜନ୍ମ ହୋଇ ଥିଲା ଓ ତାଙ୍କ ଜନ୍ମ ଦିନ କୁ ହିଁ କୃଷକ ଦିବସ ରୂପେ ପାଳନ କରା ଯାଉ ଅଛି ।
  • ଚୌଧୁରୀ ଚରଣ ସିଂହ କୃଷକଙ୍କ ଜୀବନର ଉତଥାନ ତଥା ଉନ୍ନତି କରିବା ପାଇଁ ଯଥେଷ୍ଟ ଚେଷ୍ଟା କରି ଥିଲେ ।
  • ଚୌଧୁରୀ ଚରଣ ସିଂହ ଉତ୍ତର ପ୍ରଦେଶ ର ମେରଠ ଜିଲ୍ଲା ର ନୁରପୁର ଗ୍ରାମ ରେ ଜନ୍ମ ଗ୍ରହଣ କରି ଥିଲେ ।
  • ସେ ପ୍ରଥମେ ଉତ୍ତର ପ୍ରଦେଶ ର ମୁଖ୍ୟ ମନ୍ତ୍ରୀ ହୋଇ ଥିଲେ ଓ ପରେ ଭରତ ର ପ୍ରଧାନ ମନ୍ତ୍ରୀ ହୋଇ ଥିଲେ ।
  • ସେ April 1967 ରୁ February 1968 ପର୍ଯ୍ୟନ୍ତ ଆଉ February 1970 ରୁ October 1970 ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ହୋଇ ଥିଲେ ।
  • 28 July 1979 ରୁ February 1980 ପର୍ଯ୍ୟନ୍ତ ସ୍ଵର୍ଗୀୟ ଚୌଧୁରୀ ଚରଣ ସିଂହ ଭାରତ ର ପ୍ରଧାନ ମନ୍ତ୍ରୀ ରୂପେ ସେବା ପ୍ରଦାନ କରି ଥିଲେ ।
  • ଚୌଧୁରୀ ଚରଣ ସିଂହ ତଥା ସବୁ କୃଷକଙ୍କୁ ସମ୍ମାନ ଦେବା ପାଇଁ ଭାରତ ସରକାର 2001 ରୁ ତାଙ୍କ ଜନ୍ମ ଦିନ କୁ କୃଷକ ଦିବସ ରୂପେ ପାଳନ କରା ଯାଏ ।

********########********

CONCLUSION:

Hope, you have liked the post. This post is written mostly for students to increase their general knowledge. Please feel free to give your feedback.

ALSO PLEASE READ….

********&&&&&&&&********