Welcome to 10 Lines On World Braille Day In Odia. This day is celebrated on 4th January every year on the birth day of Louis Braille.

This short essay of 10 Lines On World Braille Day for knowledge and information. This short essay may help the student community very much.

Let us start the essay in Odia language….

ଓଡିଆରେ 10 ଲାଇନ ବିଶ୍ଵ ବ୍ରେଲ ଦିବସ ବିଷୟରେ

10 LINES ON WORLD BRAILLE DAY IN ODIA

ସାରା ବିଶ୍ଵ ରେ ପ୍ରତି ବର୍ଷ 04, January ରେ ବିଶ୍ଵ ବ୍ରେଲ ଦିବସ ପାଳନ କରା ଯାଏ ।

ବିଶ୍ଵ ବ୍ରେଲ ଦିବସ Louis Braille/ ଲୁଇ / ଲୁଇସ ବ୍ରେଲ ଙ୍କ ଜନ୍ମ ଦିନ ରେ ପାଳନ କରା ଯାଏ ।

ଲୁଇ / ଲୁଇସ ବ୍ରେଲ ଙ୍କ ଜନ୍ମ 4 January 1809 ରେ France ରେ ହୋଇ ଥିଲା ।

ଲୁଇ ବ୍ରେଲ/ ଲୁଇସ ନେତ୍ରହୀନ ଙ୍କ ପାଇଁ ବ୍ରେଲ ଲିପି ର ଆବିଷ୍କାର କରି ଥିଲେ

ସଂଯୁକ୍ତ ରାଷ୍ଟ୍ର ମହାସଭା ବିଶ୍ଵ ବ୍ରେଲ ଦିବସ ର ପ୍ରସ୍ତାବ 06 November 2018 ରେ ପାରିତ କରି ଥିଲା ।

ବ୍ରେଲ ଏକ ଲେଖନ ପଦ୍ଧତି ଅଟେ , ଏହା ନେତ୍ରହୀନ ବ୍ୟକ୍ତି ଙ୍କ ପାଇଁ ତିଆରି କରା ହୋଇଛି ।

ଏଇ ପଦ୍ଧତି ଲୁଇ ବ୍ରେଲ ଙ୍କ ଦ୍ଵାରା ଆବିଷ୍କାର କରା ହୋଇ ଥିଲା , ତେଣୁ ଏଇ ପଦ୍ଧତି ର ନାମ ଲୁଇ / ଲୁଇସ ବ୍ରେଲ ରଖା ଯାଇଛି ।

ଏଇ ଦିନ ଦିବ୍ୟାଙ୍ଗ ଲୋକ ଙ୍କ ଅଧିକାର ଅଧିନିୟମ , ନେତ୍ର ରୋଗ ବିଷୟ ରେ ଜାଣିବା ବା ଚିହ୍ନିବା ତଥା ରୋକିବା ( रोकथाम ) ଆଉ ପୁନର୍ବାସ ବିଷୟ ରେ ଚର୍ଚା ଓ step ନିଆ ଯାଏ ।

ବିଶ୍ଵ ବ୍ରେଲ ଦିବସ ର ମୁଖ୍ୟ ଉଦ୍ଦେଶ୍ୟ ଦ୍ରୁଷ୍ଟି – ବାଧିତ / ଦ୍ରୁଷ୍ଟିହୀନ ଲୋକ ଙ୍କ ଅଧିକାର , ତାଙ୍କୁ ପ୍ରଦାନ କରିବା ଆଉ ବ୍ରେଲ ଲିପି କୁ ଆଗେଇ ନେବା ପାଇଁ ସାହାଜ୍ଯ କରିବା ।

ବିଶ୍ଵ ବ୍ରେଲ ଦିବସ କୁ ସଂଚାର ର ସାଧନ ରୂପେ ବ୍ରେଲ ର ମହତ୍ଵ ବିଷୟ ରେ ଜାଗରୁକତା ବଢେଇବା ହେତୁ ପାଳନ କରା ଯାଏ ।

&&&&&&********&&&&&&

CONCLUSION:

To conclude let us know something more about Louis Braille…..

Louis Braille was a French educator and the inventor of a reading and writing system called Braille. It was named after his own name intended to be used by visually impaired people. This system is used worldwide and remains virtually unchanged to this day. Through this system blind people have been able to read and write.

  • Louis Braille was born on 4 January 1809, Coupvray, France
  • He died on 6 January 1852, Paris, France
  • Books – New Method for Representing by Dots, the Form of Letters: The 1839 Brochure.

Hope, this post is useful to you. Please feel free to give your valuable feedback.

ALSO PLEASE READ….

********&&&&&&&&********