Welcome to 10 Lines On World Computer Literacy Day In Odia – 10 ବାକ୍ୟ ରେ ବିଶ୍ଵ କମ୍ପୁଟର ସାକ୍ଷରତା ଦିବସ ର ରଚନା । World Computer Literacy Day is celebrated on 2nd December every year.

This is a short 10 Lines Essay On World Computer Literacy Day useful for everybody for general knowledge and general awareness. It will be of much helpful for students to write short essay or give a short speech on World Computer Literacy Day.

Let us read the essay….

10 ବାକ୍ୟ ର ରଚନା – ବିଶ୍ଵ କମ୍ପୁଟର ସାକ୍ଷରତା ଦିବସ

  1. ବିଶ୍ଵ କମ୍ପୁଟର ସାକ୍ଷରତା ଦିବସ 2 December ରେ ପାଳନ କରାଯାଏ ।
  2. ପୁରା ବିଶ୍ଵ ରେ ଏଇ ଦିବସ ପାଳନ କରା ଯାଏ ।
  3. ଏଇ ଦିନ ବିଶେଷ ରୂପେ ଛୋଟ ଛୁଆ ଓ ମହିଳା ମାନଙ୍କୁ ତକନିକ କୌଶଳ / technical skill କୁ ଶିଖିବାରେ encouragement କରା ଯାଏ ।
  4. ବିଶ୍ଵ କମ୍ପୁଟର ସାକ୍ଷରତା ଦିବସ ପ୍ରଥମ ଥର ପାଇଁ 2001 ରେ ପାଳନ କରା ଯାଇ ଥିଲା ।
  5. କେହି ବି ଭାବି ନ ଥିଲେ ବା କାହାରିକୁ ଜଣା ନ ଥିଲା ଯେ କମ୍ପୁଟର ର ଯୁଗ ଏତେ ଜଲଦି ଆସି ଯିବ।
  6. ଆଜି ଦୁନିଆ ରେ ଅନେକ କାମ ଓ ବହୁତ ଅଧିକ କାମ କମ୍ପୁଟର ଦ୍ଵାରା ହିଁ ହେଉଛି ।
  7. ଏଇ ଦିବସ କୁ ପାଳନ କରିବାର ଉଦ୍ଦେଶ୍ୟ ହେଲା କମ୍ପୁଟର ବିଷୟ ରେ ଯାହାଙ୍କ ଜ୍ଞାନ ନାହିଁ ତାଙ୍କୁ ଏ ଜ୍ଞାନ ମିଳୁ ଓ କମ୍ପୁଟର ବିଷୟ ରେ ସେମାନେ ଜାଣନ୍ତୁ ।
  8. ଆଜିକାଲି ପ୍ରତ୍ଯେକ ଦିନ ଲକ୍ଷ୍ୟ ଲକ୍ଷ୍ୟ କମ୍ପୁଟର ବିକ୍ରି ହେଉଛି ।
  9. କମ୍ପୁଟର ଦ୍ଵାରା ହିଁ ଆଜିକାଲି ପାଠ ପଢା ପଢି ତଥା ଚାକିରୀ ମଧ୍ୟ ହେଉଛି ।
  10. କମ୍ପୁଟର ଆଜି ର ଯୁଗ ର ବହୁତ ମହତ୍ଵପୂର୍ଣ ଓ ଜରୁରୀ ମେସିନ ଅଟେ ।

********########********

CONCLUSION:

Hope , this post will be very much helpful and mostly for students. I will appreciate your feedback . Please feel free to give your valuable comment and suggestions.

ALSO PLEASE READ….

********<><><><>********