Welcome to the post 5 Food To Increase Memory Power In Odia.This article is written with the help of information collected from various sources in internet. This is a very useful topic. Please read the entire article.

The 5 Foods are ….

  • SEEDS OF PUMPKIN
  • FOODS HAVING VITAMIN C – LIKE AONLAA / INDIAN GOOSEBERRY, ORANGE, LEMON, CAPCICUM
  • DRY FRUITS – LIKE BADAM – ALMOND, AKHROT – WALNUT
  • BROCCOLI
  • TURMERIC / HALDI

Now let us read about these foods one by one in Odia….

  • 1. SEEDS OF PUMPKIN – ବାଇତାଳୁ ର ମଞ୍ଜି :

ବାଇତାଳୁ ର ମଞ୍ଜି ରେ ଏମିତି ପୋଷାକ ତତ୍ଵ ଅଛି ଯାହା ମସ୍ତିଷ୍କ ପାଇଁ ଅତି ଉତ୍ତମ ତଥା ମନେ ରଖିବା / memory power ପାଇଁ ଜରୁରୀ ଅଟେ । ଏଥିରେ ଅନେକ ମାତ୍ରା ରେ zinc ମିଳେ । Zinc ମସ୍ତିଷ୍କ ର ନଶ ସବୁ କୁ ମଜବୁତ କରେ । ବାଇତାଳୁ ର ମଞ୍ଜି ରେ Magnesium , ଯାହା ଶିଖିବା ଆଉ ମନେ ରଖିବା ପାଇଁ ଅତି ଜରୁରୀ । ଏଥିରେ Copper ମଧ୍ୟ ଅଛି , ଏହା Nerve Signal କୁ control କରିବାରେ ସାହାଜ୍ଯ କରେ । ଏଇ ସବୁ ପୋଷକ ତତ୍ଵ ବାଇତାଳୁ ମଞ୍ଜିରେ ମିଳେ । ଏହା କୁ ଖାଇଲେ memory power increase ହେବ ।

  • 2.FOODS HAVING VITAMIN C – LIKE INDIAN GOOSE BERRY, ORANGE, LEMON, CAPCICUM:

Memory ପାୱାର ବଢେଇବାକୁ ହେଲେ ଖାଦ୍ୟ ରେ Vitamin C ମିଳୁ ଥିବା ଖାଦ୍ୟ ଖାଇବା ଉଚିତ । Vitamin C ଏକ ବହୁତ ତାକତ ବାଲା ବା powerful ଏନ୍ଟି ଅକ୍ସିଡେଣ୍ଟ ଅଟେ , ଯାହା ବୟସ ବଢି ଚାଲିଲେ ମଧ୍ୟ ଆପଙ୍କ ମସ୍ତିଷ୍କ ର health କୁ ସାହାଜ୍ଯ କରେ । ଆପଣ ଦୁଇଟା ଅଁଳା ପ୍ରତ୍ଯେକ ଦିନ ଖାଇ ପାରନ୍ତି। ଏହା ଛଡା କମଳା / orange, ଲେମ୍ବୁ / lemon , ଶିମଳା ମିର୍ଚ / capcicum ଇତ୍ୟାଦି ଫଳ ଓ ପାରିବା ଖାଇବା ଦରକାର ।

  • 3.DRY FRUITS – LIKE BADAM – ALMOND, AKHROT – WALNUT

Dry Fruits ଖାଇଲେ ମନେ ରଖିବା ଶକ୍ତି ବଢେ । ଏମିତି ହେବାର କାରଣ dry fruit ମସ୍ତିଷ୍କ ର କାମ କୁ / function କୁ ସ୍ଵସ୍ଥ ରଖେ ଆଉ Cell Membrane କୁ free radical damage / କ୍ଷତି ରୁ ବନ୍ଚାଏ । ଏହା Neurodegenerative disease କୁ ରୋକିବାରେ ସାହାଜ୍ଯ କରେ । ଏଇଥି ପାଇଁ ଆପଣ ବାଦାମ ଆଉ ଅଖରୋଟ ଖାଇ ପାରନ୍ତି ଓ ଏହା ଦ୍ଵାରା ସ୍ମରଣ ଶକ୍ତି ବଢେଇ ବାରେ ସାହାଜ୍ଯ ପାଇ ପାରନ୍ତି ।

  • 4.BROCCOLI – ବ୍ରୋକଲି :

ବ୍ରୋକଲି ବହୁତ ଲୋକପ୍ରିୟ ପରିବା / ସବ୍ଜୀ ନୁହେଁ , କିନ୍ତୁ ଏଥିରେ ବହୁତ ଗୁଣ ଅଛି । ଏଥିରେ protein, calcium, carbohydrate, iron,vitamin A, C ତଥା ଅନାନ୍ୟ ପୋଷକ ତତ୍ଵ ଭରପୁର ମାତ୍ରା ରେ ଅଛି । ଏହା ଜଣା ଶୁଣା କଥା ଯେ vitamin ଦ୍ଵାରା ସ୍ମରଣ ଶକ୍ତି କୁ ପ୍ରଖର କରେ ବା ବଢେଇ ଦିଏ । ତେଣୁ ଆପଣ ବ୍ରୋକଲି ଖାଇବା ଦରକାର । ଏଥିରେ vitamin K ର ମାତ୍ରା ବହୁତ ଅଛି ଯାହା anti – inflamatory ଅଟେ । ଆଉ ଏଥିରେ ଥିବା anti – oxidant ଗୁଣ ମସ୍ତିଷ୍କ ର କୋଷିକା କୁ କ୍ଷତି ବା ନୁକସାନ ରୁ ବଞ୍ଚାଏ । ବ୍ରୋକଲି ପ୍ରତ୍ଯେକ ଦିନ ନ ଖାଇଲେବି , ସପ୍ତାହ ରେ ଥରେ ହେଲେ ବି ଖାଇବାଟା ଭଲ ।

  • 5. TURMERIC / ହଳଦୀ :

ହଳଦୀ ଏକ ଭାରତୀୟ ବନସ୍ପତି ଅଟେ । ଏହା ଓଦା / ginger ର ପ୍ରଜାତି ଅଟେ । ହଳଦୀ ର ଗଛ 5 ରୁ 6 ଫୁଟ ପଜ୍ଯନ୍ତ ବଡ ହୁଏ । ଏଇ ଗଛ ର ଚେର ର ଗଣ୍ଠି ରୁ ହଳଦୀ ର ଉତପତି ହୁଏ । ହଳଦୀ କୁ ଆୟୁର୍ବେଦ ରେ ପ୍ରାଚୀନ କାଳ ରୁ ହିଁ ଏକ ଚମତ୍କାରୀ ଦ୍ରବ୍ୟ ରୂପେ ମାନ୍ୟତା ପ୍ରାପ୍ତ । ହଳଦୀ ର ସେବନ ଦ୍ଵାରା ସ୍ମରଣ ଶକ୍ତି କୁ ସୁଧାର / improvement କରା ଯାଇ ପାରେ ଆଉ stress ରୁ ମୁକ୍ତି ମିଳେ। ହଳଦୀ ରେ ଥିବା କର୍କ୍ୟୁମିନ ମସ୍ତିଷ୍କ ର activities / function / କାମ କାଜ କୁ ବଢେଇ ବାରେ ସାହାଜ୍ଯ କରେ ।

CONCLUSION:

Conclusion ରେ ମୁଁ ଏଇଆ କହିବି ….

ଖାଦ୍ୟ ମଧ୍ୟ କରେ ଔଷଧ ର କାର୍ଯ୍ୟ

ଭଲ ଉପଯୋଗୀ ଖାଦ୍ୟ ରୋଗ ମୁକ୍ତ କରିବାରେ ଦିଏ ସାହାଜ୍ଯ

ଉପର ଲିଖିତ ଖାଦ୍ୟ ଖାଇ ସ୍ମରଣ ଶକ୍ତି ବଢାଅ

ବ୍ୟାୟାମ କରି ଶରୀର କୁ ଦୃଢ କର

ଉପରବାଲା ଙ୍କ ନାମ ନେଇ ସୁଖୀ ଜୀବନ ବିତାଅ ।

ଯତ୍ନ ନିଅ ନିଜ ଶରୀର , ମନ ଓ ମସ୍ତିସ୍କ କୁ

ଏହା ନ କଲେ ପସତେଇବେ ଆଜି ନ ହେଲେ କାଲି କୁ

ଔଷଧ ସହିତ ଭଲ ଖାଦ୍ୟ ଖାଇ immune ଶକ୍ତି କୁ ବଢାଅ

ଗୋଟିଏ ଜୀବନ ପାଇଛ – ଏହା କୁ ସାର୍ଥକ ବନାଅ ।

( Please feel free to give your valuable comments and suggestions. )

…. ଧନ୍ୟବାଦ ……

ALSO PLEASE READ …..

ODIA KAHANI: DUI PAKHI RA

ODIA NEW YEAR WISHES AND MESSAGES
ODIA TRANSLATION OF FAMOUS POEM AGNIPATH

********<><><><>********