Welcome to 10 Lines On Jawaharlal Nehru In Odia – 10 ବାକ୍ୟ ର ଜବାହରଲାଲ ନେହେରୁ ଙ୍କ ଉପରେ ଓଡିଆ ରଚନା । This is a Short 10 Lines essay useful for everybody for general knowledge. It will be of much use for students to write short essay as well as to give short speech on Jawaharlal Nehru.

10 Lines On Jawaharlal Nehru is written to honor Pandit Jawaharlal Nehru on his birth anniversary celebrated on 14th November every year. His birth anniversary is known as Children’s Day / Shishu Dibas in India.

There are 2 Sets of 10 Lines On Jawaharlal Nehru to cover more information about Pandit Jawaharlal Nehru.

ଜବାହରଲାଲ ନେହେରୁ ଭାରତ କୁ ସ୍ଵତନ୍ତ୍ର କରେଇ ବାରେ ଏକ ଅନ୍ୟତମ ସ୍ଵତନ୍ତ୍ରତା ସେନାନୀ ଥିଲେ । 1947 ରେ ଭାରତ ସ୍ଵାଧୀନ ହେଲା । ଜବାହରଲାଲ ନେହେରୁ ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ହେଲେ ।

ଜବାହରଲାଲ ନେହେରୁ ଛୋଟ ଛୋଟ ଛୁଆ ବା ଶିଶୁ ଙ୍କ ସହିତ ମଧୁର ସମ୍ପର୍କ ଗଢି ଥିଲେ । ସେ ଶିଶୁ ଙ୍କୁ ବହୁତ ଭଲ ପାଉ ଥିଲେ । ତେଣୂ ଶିଶୁ ମାନେ ତାଙ୍କୁ ଚାଚା ନେହେରୁ ଡାକୁ ଥିଲେ ଓ ତାଙ୍କ ଜନ୍ମ ଦିନ ( 14thNovember ) କୁ ଶିଶୁ ଦିବସ ରୂପେ ପାଳନ କରା ଯାଏ ।

ଚାଲନ୍ତୁ…. ଜବାହରଲାଲ ନେହେରୁ ଙ୍କ ଉପରେ 10 ବାକ୍ୟ ର ରଚନା ପଢିବା / 10 Lines OnJawaharlal Nehru….

SET – 1

  1. ଜବାହରଲାଲ ନେହେରୁ ଙ୍କ ପୁରା ନାମ ପଣ୍ଡିତ ଜବାହରଲାଲ ନେହେରୁ ଥିଲା ।
  2. ଜବାହରଲାଲ ନେହେରୁ ଙ୍କ ଜନ୍ମ 14 ନଭେମ୍ବର 1889 ରେ ପ୍ରୟାଗ ରାଜ ( ପୁରୁଣା ନାମ ଆଲ୍ଲାହାବାଦ ), ଉତ୍ତର ପ୍ରଦେଶ ।
  3. ଜବାହରଲାଲ ନେହେରୁ ଙ୍କ ମାତା ଙ୍କ ନାମ ସ୍ୱରୂପ ରାଣୀ ଏବଂ ପିତା ଙ୍କ ନାମ ପଣ୍ଡିତ ମୋତିଲାଲ ନେହୁରୁ ଥିଲା ।
  4. ଜବାହରଲାଲ ନେହେରୁ ଙ୍କ ନାମ କମଳା ନେହୁରୁ ଥିଲା ।
  5. ପଣ୍ଡିତ ନେହୁରୁ ତାଙ୍କ ବାରିଷ୍ଟର ଶିକ୍ଷ୍ଯା ଲଣ୍ଡନ ରେ ସମ୍ପୂର୍ଣ କରି ଥିଲେ ।
  6. ପଣ୍ଡିତ ନେହୁରୁ ଙ୍କୁ ଚାଚା ନେହୁରୁ ନାମ ରେ ମଧ୍ୟ ସମସ୍ତେ ଜାଣନ୍ତି ।
  7. ଜବାହରଲାଲ ନେହେରୁ ସ୍ଵତନ୍ତ୍ର ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ଥିଲେ ।
  8. ଜବାହରଲାଲ ନେହେରୁ ଙ୍କ ଜନ୍ମ ଦିବସ 14 ନଭେମ୍ବର କୁ ପ୍ରତ୍ଯେକ ବର୍ଷ ଶିଶୁ ଦିବସ ରୂପେ ମଧ୍ୟ ପାଳନ କରା ଯାଏ ।
  9. ଜବାହରଲାଲ ନେହେରୁ ଙ୍କ ନିଧନ 27th May1964 ରେ heart attack ଦ୍ଵାରା ହୋଇ ଥିଲା ।
  10. ଜବାହରଲାଲ ନେହେରୁ ଙ୍କ ସୁପୁତ୍ରୀ ଶ୍ରୀ ମତୀ ଇନ୍ଦିରା ଗାନ୍ଧୀ ମଧ୍ୟ ଭାରତ ର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ହୋଇ ଥିଲେ ।

********########********

SET – 2

  • ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ 1889 ମସିହା ର ନଭେମ୍ବର 14 ତାରିଖ ଦିନ ଜନ୍ମ ଗ୍ରହଣ କରି ଥିଲେ ।
  • ଜବାହରଲାଲ ନେହେରୁ ଙ୍କ ପିତା ପଣ୍ଡିତ ମୋତିଲାଲ ନେହେରୁ ଆଲ୍ଲାହାବାଦ ହାଇକୋର୍ଟ ରେ ଜଣେ ନାମୀ ଓକିଲ ଥିଲେ ।
  • ଜବାହରଲାଲ ନେହେରୁ ଏକ ସମ୍ଭ୍ରାନ୍ତ ପରିବାର ରେ ଜନ୍ମ ଗ୍ରହଣ କରି ଥିଲେ ।
  • ଜବାହରଲାଲ ନେହେରୁ ଙ୍କର ପ୍ରାଥମିକ ଶିକ୍ଷା ଇଂଲଣ୍ଡର ହାରୋ ପବ୍ଲିକ ସ୍କୁଲ ରେ ହୋଇ ଥିଲା ଓ ସେ ଉଚ୍ଚ ଶିକ୍ଷା କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟ ରୁ ଗ୍ରହଣ କରି ଥିଲେ ।
  • ସେ ଭରତ କୁ 1912 ରେ ଫେରି ଥିଲେ ଓ ଆଲ୍ଲାହାବାଦ ହାଇକୋର୍ଟ ରେ ବାରିଷ୍ଟର ଭାବେ କାମ ଆରମ୍ଭ କରି ଥିଲେ ।
  • ସେଇ ସମୟ ରେ ଆମ ଦେଶ ବ୍ରିଟିଶ ଙ୍କ କବଳରେ ଥିଲା, ସେମାନେ ଭାରତୀୟ ଙ୍କୁ ନିର୍ଯାତନା ଦେଉ ଥିଲେ; ଏହା ଦେଖି ଜବାହରଲାଲ ନେହେରୁ ଙ୍କ ମନ ବ୍ୟଥିତ ହୋଇ ଗଲା ।
  • ସେ ଦେଶ ପାଇଁ କିଛି କରିବାକୁ ଚାହୁଁ ଥିଲେ ତେଣୁ ଜାତୀୟ ଚେତନା ରେ ଉଦ୍ବୁଦ୍ଧ ହୋଇ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗଦାନ କରି ଥିଲେ ।
  • ଜବାହରଲାଲ ନେହେରୁ ମହାତ୍ମା ଗାନ୍ଧୀ ଙ୍କ ସଂସ୍ପର୍ଶ ରେ ଆସିଲେ ଓ ସ୍ଵାଧୀନତା ସଂଗ୍ରାମ ରେ ସକ୍ରିୟ ରୂପେ ଭାଗ ନେଇ ଅନେକ ବାର କାରା ବରଣ କରି ଥିଲେ ।
  • 15 ଅଗଷ୍ଟ 1947 ରେ ଭାରତ ସ୍ଵାଧୀନ ହେଲା ଏବଂ ଜବାହରଲାଲ ନେହେରୁ ସ୍ଵାଧୀନ ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ହେଲେ ।
  • ସେ ଏକ ସଫଳ ପ୍ରଧାନ ମନ୍ତ୍ରୀ ରୂପେ ଦେଶ କୁ ପ୍ରଗତି ର ପଥେ ଆଗେଇ ନେଲେ କିନ୍ତୁ 27 May 1967 ରେ ହାର୍ଟ ଆଟାକ ଦ୍ଵାରା ମୃତ୍ୟୁ ହୋଇ ଯାଇ ଥିଲା ।

********<><><><>********

CONCLUSION:

Hope, you have liked this post. Please feel free to give your valuable suggestions. Also please share the post.

ALSO PLEASE READ….

********<><><><>********