Welcome to 10 Lines On Makar Sankranti In Odia. This is a short essay to highlight the main points of this important Makar Sankranti festival in Odia. This festival is celebrated on 14th January every year.

To cover more points, 10 Lines On Makar Sankranti In Odia is written in 2 Sets. Let us read and understand this important festival which is celebrated in almost all the states of India.

10 ଲାଇନ ର ରଚନା ମକର ସଙ୍କ୍ରାନ୍ତି ବିଷୟ ରେ

10 LINES ON MAKAR SANKRAANTI IN ODIA

(SET – 1 )

  1. ମକର ସଙ୍କ୍ରାନ୍ତି ହିନ୍ଦୁ ଧର୍ମୀ ଲୋକ ଙ୍କର ଏକ ପବିତ୍ର ପର୍ବ ତଥା ମୋକ୍ଷ ପ୍ରଦାନ କରିବାବାଲା ଏକ ପର୍ବ ଅଟେ ।
  2. ଏଇ ପର୍ବ ପ୍ରତ୍ଯେକ ବର୍ଷ 14 January ରେ ପାଳନ କରା ଯାଏ ଓ ହିନ୍ଦୁ ପଞ୍ଚାଙ୍ଗ ର ଅନୁସାରେ ମକର ସଙ୍କ୍ରାନ୍ତି ପୌଷ ମାସ ରେ ପଡେ ।
  3. ଏହା ସୂର୍ଯ୍ୟ ଙ୍କୁ ପୂଜା କରିବାର ପର୍ବ ଓ ଏଇ ଦିନ ସୂର୍ଯ୍ୟ ଦେବ ଧନୁ ରାଶି ରୁ ବାହାରି ମକର ରାଶି ରେ ପ୍ରବେଶ କରନ୍ତି , ତେଣୁ ଏଇ ଉପଲକ୍ଷେ ମକର ସଙ୍କ୍ରାନ୍ତି ର ପର୍ବ ପାଳନ କରା ଯାଏ ।
  4. ଏଇ ପର୍ବ ରେ ଲୋକ ପ୍ରାତସ୍ନାନ ତଥା ଭଗବାନ ଙ୍କୁ ପୂଜା କରି ଦହି , ଚୂଡା , ଗୁଡ , ତିଳ ଖାଆନ୍ତି ।
  5. ଉତ୍ତର ପ୍ରଦେଶ, ବିହାର , ଝାରଖାଣ୍ଡ ରେ ମକର ସଙ୍କ୍ରାନ୍ତି ଦିନ ବିଶେଷ ରୂପେ ଖିଚିଡି ବନେଇ ଖାଆନ୍ତି ।
  6. ଏଇ ପର୍ବ ରେ ଲୋକେ ଦାନ ଧର୍ମ କରନ୍ତି , ତେଣୂ ଏହାକୁ ମୋକ୍ଷ ତଥା ଦାନ ଧର୍ମ ର ପର୍ବ ମଧ୍ୟ କହନ୍ତି ।
  7. ମକର ସଙ୍କ୍ରାନ୍ତି ର ଶୁଭ ଅବସର ରେ ଲୋକେ ଗଙ୍ଗା ସାଗର ସ୍ନାନ କରି ପୂଣ୍ୟ ପ୍ରାପ୍ତି କରନ୍ତି ।
  8. କିଛି କିଛି ରାଜ୍ୟ ରେ ଛୋଟ ପିଲା ଓ ବଡ ଲୋକ ମଧ୍ୟ ଗୁଡି ବା ପତଙ୍ଗ ଉଡେଇ ମକର ସଙ୍କରାନ୍ତି ର ଆନନ୍ଦ ନିଅନ୍ତି ।
  9. ଏଇ ପର୍ବ ଲୋକ ମାନଙ୍କ ମଧ୍ୟ ରେ ମିଳା ମିଶା , ସ୍ନେହ ତଥା ଖୁଶି ବାଣ୍ଟେ ଓ ସଉହାର୍ଦ୍ଧ ବଢାଏ ।
  10. ମକର ସଙ୍କ୍ରାନ୍ତି ର ପର୍ବ ଭାରତ ର ସହିତ ଆମ ପଡୋଶୀ ଦେଶ ନେପାଳ ରେ ମଧ୍ୟ ପାଳନ କରା ଯାଏ ଓ ଏଇ ପର୍ବ କୁ ମାଘେ ସଙ୍କ୍ରାନ୍ତି କହନ୍ତି ।

********########********

10 ଲାଇନ ର ରଚନା ମକର ସଙ୍କ୍ରାନ୍ତି ବିଷୟ ରେ

10 LINES ON MAKAR SANKRAANTI IN ODIA

(SET – 2 )

  • ମକର ସଙ୍କ୍ରାନ୍ତି ର ପର୍ବ ଭାରତ ର ଅଲଗା – ଅଲଗା ରାଜ୍ୟ ରେ ନିଜ ନିଜ ର ପ୍ରଥାନୁସାରେ ପାଳନ କରା ଯାଏ ଓ ଏଇ ପର୍ବ ର ନାମ ମଧ୍ୟ ଅଲଗା … ଯେମିତିକି ….
  • ମକର ସଙ୍କ୍ରାନ୍ତି – ଛତିଶ ଗଡ , ଗୋଆ , ହରିୟାନା , ବିହାର , ଝାଡ଼ଖଣ୍ଡ , ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା , କରନାଟକ , କେରଳ , ମଧ୍ୟ ପ୍ରଦେଶ , ମହାରାଷ୍ଟ୍ର , ମଣିପୁର , ରାଜସ୍ଥାନ , ସିକ୍କିମ , ଉତ୍ତର ପ୍ରଦେଶ , ପଶ୍ଚିମ ବଂଗ ।
  • ତାଇ ପୋଙ୍ଗାଲ, ଉବର ତିରୁନାଲ – ତାମିଲ ନାଡୁ
  • ଉତ୍ତରାୟଣ – ଗୁଜରାଟ , ଉତ୍ତରାଖଣ୍ଡ
  • ମାଘି – ହରିୟାନା , ହିମାଚଳ ପ୍ରଦେଶ , ପଞ୍ଜାବ
  • ଭଗାଲି ବିହୁ – ଆସାମ
  • ଶିଶୁର ସେଙ୍କରାନ୍ତ – କାଶ୍ମୀର ଘାଟି
  • ଖିଚଡ଼ି – ପଶ୍ଚିମ ବିହାର
  • ପୌଷ ସଙ୍କ୍ରାନ୍ତି – ପଶ୍ଚିମ ବଙ୍ଗ
  • ମକର ସଂକ୍ରମଣ – କରନାଟକ
  • ପ୍ରାଚୀନ ମାନ୍ୟତା ର ଅନୁସାରେ ମକର ସଙ୍କ୍ରାନ୍ତି ର ଦିନ ଲୋକ ମାନେ ପବିତ୍ର ନଦୀ ମାନଙ୍କ ରେ ସ୍ନାନ କରନ୍ତି ।
  • ମକର ସଙ୍କ୍ରାନ୍ତି ର ଦିନ ବିଶ୍ଵ ପ୍ରସିଦ୍ଧ କୁମ୍ଭ ମେଳା ର ଆୟୋଜନ ହୁଏ ( 12 ବର୍ଷ ରେ ଥରେ ), ଏଇ ଦିନ ପ୍ରତ୍ଯେକ ପବିତ୍ର ନଦୀ ର ସ୍ଥଳ ରେ ମେଳା ର ଆୟୋଜନ କରା ଯାଏ ।
  • ମକର ସଙ୍କ୍ରାନ୍ତି ର ଦିନ କୁ ପିତା ଓ ପୁତ୍ର ମଧ୍ୟ ରେ ସ୍ନେହ ବା ପ୍ରେମ ର ରୂପେ ଲୋକେ ମାନନ୍ତି ।
  • ହିନ୍ଦୁ ଧର୍ମ ଶାସ୍ତ୍ର ର ଅନୁସାରେ ଭଗବାନ ସୂର୍ଯ୍ୟ ଦେବ ନିଜର ପୁତ୍ର ଶନି ଦେବ ଙ୍କ ସହିତ ଭେଟିବା ପାଇଁ ଏଇ ଦିନ ତାଙ୍କର ଘର କୁ ଜାଆନ୍ତି ।
  • ମକର ସଙ୍କ୍ରାନ୍ତି ର ଦିନ ସୂର୍ଯ୍ୟ ଧନୁ ରାଶି କୁ ଛାଡି ମକର ରାଶିରେ ପ୍ରବେଶ କରେ ଓ ଏଇ ଦିନକୁ ଉତ୍ତରାୟଣ ମଧ୍ୟ କୁହା ଯାଏ ।
  • ମକର ସଙ୍କ୍ରାନ୍ତି ର ମହତ୍ଵ ମହାଭାରତ କାଳର ସହିତ ଜଡିତ , ସର୍ବ ଶ୍ରେଷ୍ଠ ଯୋଦ୍ଧା ଭୀଷ୍ମ ପିତାମହ ନିଜର ଦେହ ତ୍ୟାଗ କରିବା ପାଇଁ ମକର ସଙ୍କ୍ରାନ୍ତି ର ଦିନ କୁ ହିଁ ବାଛି ନେଇ ଥିଲେ ।
  • ମକର ସଙ୍କ୍ରାନ୍ତି ର ଦିନ କିଛି ଲୋକ ବ୍ରତ ରଖନ୍ତି ଓ ରାଜସ୍ଥାନ ରେ ବିବାହିତ ମହିଳା ତିଳ ରେ ତିଆରି ବ୍ୟଞ୍ଜନ ବାଂଟନ୍ତି ଓ ନିଜ ଶାଶୁ ଙ୍କ ଠୁ ଆଶୀର୍ବାଦ ନିଅନ୍ତି ।
  • ଉତ୍ତର ପ୍ରଦେଶ ରେ ଏଇ ଦିନ ଦାନ ର ପର୍ବ ହୁଏ ଓ ପ୍ରୟାଗ ରେ (ଗଙ୍ଗା , ଯମୁନା ଓ ସରସ୍ଵତୀ ନଦୀ ର ସଂଗମ ସ୍ଥଳ ରେ ) ମେଳା ଆରମ୍ଭ ହୁଏ , ଯାହା ଏକ ମାସ ପର୍ଜନ୍ତ ଚାଲେ ।
  • ଏଇ ଦିନ ଲୋକେ ତିଳ ଗୁଡ ଆଉ ଚାଉଳ ଦାନ କରନ୍ତି ଓ ଗଙ୍ଗା ସାଗର ରେ ଏକ ବଡ ମେଳା ହୁଏ ଯେଉଁଠି କୁ ସ୍ନାନ ତଥା ମେଳା ଦେଖିବାକୁ ଶ୍ରଦ୍ଧାଳୁ ଜାଆନ୍ତି ।

********&&&&&&&&********

CONCLUSION:

  • In conclusion, it can be said that Makar Sankranti mark the beginning of the harvest season in India and from this day the winter season begin to fade and days become longer.
  • People also decorate their homes with ‘rangoli’ and flowers, especially in Maharashtra and Southern India.
  • Makar Sankranti festival is also called as festival of bathing and charity.
  • Hope, it is of much use to you all. Please feel free to give your valuable feedback.

ALSO PLEASE READ ….

********########********