Welcome to short essay, 10 Lines On World Cancer Day In Odia / “ଓଡିଆରେ 10 ବାକ୍ୟ / ଲାଇନ ବିଶ୍ଵ କେନ୍ସର ଦିବସ ବିଷ୍ୟ ରେ” which is celebrated on 4 April every year. This essay will be very much helpful to students for short essay as well as short speech.

The information and knowledge provided by this 10 Lines On World Cancer Day will surely benefit everybody .

Let us read the essay….

10 ଲାଇନ ବିଶ୍ଵ କେନ୍ସର ଦିବସ ବିଷୟ ରେ

10 LINES ON WORLD CANCER DAY IN ODIA

  1. ବିଶ୍ଵ କେନ୍ସର ଦିବସ 4 February ଦିନ ସାରା ବିଶ୍ଵ ରେ ପାଳନ କରା ଯାଏ ।
  2. ଏଇ ଦିବସ ର ପ୍ରାଥମିକ ଉଦ୍ଦେଶ୍ୟ ହେଲା , କେନ୍ସର ଦ୍ଵାରା ହେଉଥିବା ରୋଗ ଆଉ ମୃତ୍ୟୁ କୁ କମ କରିବା ।
  3. 2019 – 2021 ପାଇଁ ବିଶ୍ଵ କେନ୍ସର ଦିବସର ବିଷୟ ବା theme ଥିଲା – “I Am And I will” ଥିଲା , ଏଇ ପରି ପ୍ରତ୍ଯେକ ବର୍ଷ ନୂଆ ନୂଆ ବିଷୟ ବା theme ର ଘଷୋଣ। କରା ଯାଏ ।
  4. ଏହାର ସ୍ଥାପନା Union For International Cancer Control ( UICC ) ଦ୍ଵାରା କରା ଯାଇ ଥିଲା ।
  5. କେନ୍ସର ରୋଗ ର ବିଷୟ ରେ ଜାଗରୁକତା ବଢେଇବା , ଏଇ ଦିବସ ର ଲକ୍ଷ୍ୟ ଅଟେ ।
  6. ଅନେକ ସରକାର , ସଂସ୍ଥା , ସମୁଦାୟ , ବିଶ୍ଵ କେନ୍ସର ଦିବସ ପାଳନ କରନ୍ତି ।
  7. ଏହା ଏକ ମହତ୍ଵପୂର୍ଣ ଦିନ ଓ କେନ୍ସର ବିଷୟ ରେ ସମସ୍ତେ ଜାଣିବା ଦରକାର ।
  8. ଆଜିକାଲି ଅନେକ ପ୍ରକାର ର କେନ୍ସର ରୋଗ ଦେଖା ଯାଉଛି ଓ ଭାରତ ରେ ସବୁଠୁ ଅଧିକ common କେନ୍ସର ହେଲା – lung cancer, breast, cervical, brain, colon rectal କେନ୍ସର ।
  9. ମଦ , ତମ୍ବାଖୁ , ଗୁଟକା, ତଥା ଅନ୍ୟ ନିଶା ଜାତୀୟ ଦ୍ରବ୍ୟ ର ସେବନ କଲେ କେନ୍ସର ରୋଗ ହୁଏ ।
  10. ବିଶ୍ଵ କେନ୍ସର ଦିବସ ର ପାଳନ ଦ୍ଵାରା ଲୋକ ଙ୍କ କେନ୍ସର ରୋଗ ବିଷୟ ରେ ଜ୍ଞାନ ଓ ସାହସ ବଢେ ।

********########********

CONCLUSION:

Hope, this short article 10 Lines On World Cancer Day In Odia is helpful to you.If possible , we should involve ourselves to increase awareness of this dreaded disease and contribute something to our society.

Cancer is considered to be one of the most dreaded and feared disease. It is a known fact that cancer can affect any part or organ of the human body. We find various types of cancer like – lungs, blood, pancreas, stomach, skin and many others. But, as per biology cancer can be divided into five types specially – carcinoma, sarcoma, melanoma, lymphoma, leukemia.

Please feel free to give your valuable feedback.

ALSO PLEASE READ …..

********########********