Welcome to the post related to India, 10 Lines On Martyrs Day In Odia. This post is relevant to every Indians. But very much useful to students for short essay or short speech.

Information provided in 10 Lines On Martyrs Day( India ) In Odia will surely help us to be more patriot and understand the struggle and sacrifice of the freedom fighters.There are 2 Sets of essays for reading.

Let us read the short essays….

10 ଲାଇନ ର ରଚନା ଶହିଦ ଦିବସ ବିଷୟ ରେ

10 LINES ON MARTYRS DAY IN ODIA

( SET – 1 )

  1. ଭାରତ ରେ ଆମେ 23 March ଆଉ 30 January ର ଦିନକୁ ଶହିଦ ଦିବସ ରୂପେ ପାଳନ କରୁ ।
  2. 23 March 1931 ରେ ଭଗତ ସିଂହ, ସୁଖଦେବ ଥାପାର ଆଉ ଶିବରାମ ରାଜଗୁରୁ ଙ୍କୁ ଫାଂସୀ ଦିଆ ଯାଇ ଥିଲା ।
  3. 30 January 1948 ରେ ମହାତ୍ମା ଗାନ୍ଧୀ ଙ୍କୁ ନାଥୁରାମ ଗଡସେ ଙ୍କ ଦ୍ଵାରା ଗୁଳି ମାରି ହତ୍ୟା କରା ଯାଇ ଥିଲା , ତାଙ୍କର ଏଇ ପୂଣ୍ୟ ତିଥି କୁ ଶହିଦ ଦିବସ ରୂପେ ପାଳନ କରାଯାଏ ।
  4. ଏଇ ଦିନ ଗୁଡିକରେ ଦେଶର ଅନ୍ୟ ସମସ୍ତ ଶହିଦଙ୍କୁ ମନେ ପକା ଯାଏ ଓ ଶ୍ରଦ୍ଧାଞ୍ଜଳି ଦିଆ ଯାଏ , ଯେଉଁମାନେ ଭାରତର ସ୍ଵତନ୍ତ୍ରତା ସଂଗ୍ରାମରେ ଲଢେଇ କରି କରି ପ୍ରାଣ ହରେଇ ଥିଲେ ।
  5. ଶହିଦ ଦିବସର ଦିନ ରାଜଘାଟ ରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତାଗଣ ଶହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି ।
  6. ପୁରା ଦେଶସାରା ଲୋକେ ଶହିଦ ଙ୍କ ପ୍ରତିମୂର୍ତି , ଚିତ୍ର ବା ଫଟୋ ରେ ଫୁଲମାଳା ଦେଇ ସମ୍ମାନ କରନ୍ତି ଓ ଧ୍ୱ୍ଜାରୋହଣ କରି ଶହିଦ ଦିବସ ପାଳନ କରନ୍ତି ।
  7. ସ୍କୁଲ , ଅନ୍ୟ ଶିକ୍ଷା ଅନୁଷ୍ଠାନ , ସାମାଜିକ କ୍ଲବ ଇତ୍ୟାଦିରେ ଶହୀଦ ଙ୍କ ଯୋଗଦାନ କୁ ମନେ ପକେଇ ଭାଷଣ ଓ ବୈଠକ ର ଆୟୋଜନ କରା ହୁଏ ।
  8. ଏଇ ଦିନ କୁ ଭାରତର ଇତିହାସ ରେ ‘କଳା ଦିବସ’ ରୂପେ ମଧ୍ୟ ଚିହ୍ନିତ କରା ଯାଇଛି , କାରଣ ଏଇ ଦିନ ଅନେକ ପ୍ରସିଦ୍ଧ ସ୍ଵତନ୍ତ୍ରତା ସେନାନୀ ବା ସୈନିକ ନିଜର ଜୀବନ ହରେଇ ଥିଲେ ।
  9. ଏଇ ଦିନ ଲୋକେ କାର୍ଜ୍ଯାଳୟ ବା କ୍ଲବ ଇତ୍ୟାଦି ରେ , ଏକ ସ୍ଥାନରେ ଏକତ୍ରିତ ହୋଇ ଶହିଦ ଙ୍କୁ ମନେ ପକେଇ ସମ୍ମାନ ର ସହିତ 2 ମିନିଟ ର ମୌନ ଧାରଣ କରନ୍ତି ।
  10. ଶହିଦ ଦିବସ ଏକ ଏମିତି ସମାରୋହ ଯାହା ଦ୍ଵାରା ଦେଶବାସୀ ତାଙ୍କ ଜାତି , ଧର୍ମ , ପ୍ରଥା ଇତ୍ୟାଦି କୁ ଭୁଲି ଏକ ସୂତ୍ର ରେ ବାନ୍ଧି ହୋଇ ଜାଆନ୍ତି ।

********########********

10 ଲାଇନ ର ରଚନା ଶହିଦ ଦିବସ ବିଷୟ ରେ

10 LINES ON MARTYRS DAY IN ODIA

( SET – 2 )

  • ଆମେ ଶହିଦ ଦିବସ / Martyrs Day ଆମର ସ୍ଵତନ୍ତ୍ରତା ସେନାନୀ / freedom fighters ଙ୍କ ବଳିଦାନ କୁ ସମ୍ମାନ ଦେବା ପାଇଁ ଶହିଦ ଦିବସ ପାଳନ କରୁ ଓ ଏହା 23 March ତଥା 30 January ରେ ପାଳନ କରୁ ।
  • 23 March ରେ ଆମେ ଶହିଦ ଦିବସ ପାଳନ କରୁ ଆମର ଯୋଦ୍ଧା ସୁରବୀର ଯେଉଁମାନେ ଆମ ଦେଶର ସ୍ଵତନ୍ତ୍ରତା , ଉନ୍ନତି ଓ ପ୍ରଗତି ପାଇଁ ତାଙ୍କର ଜୀବନ ର ବଳିଦାନ ଦେଇ ଥିଲେ ।
  • 23 March 1931 ରେ ତିନି ଜଣ ଯୁବା ସ୍ଵତନ୍ତ୍ରତା ସେନାନୀ / ଯୋଦ୍ଧା ଭଗତ ସିଂହ , ସୁଖଦେବ ଥାପାର ଓ ଶିବରାମ ରାଜଗୁରୁ ଙ୍କୁ arrest/ ଅଟକ କରା ଯାଇ ଥିଲା , କାରଣ , ସେମାନେ Legislative Assembly ରେ ବୋମା ଫିଙ୍ଗି ଥିଲେ ।
  • ଏଇ ଦିନ ତିନି ଜଣ ଯୁବା ସ୍ଵତନ୍ତ୍ରତା ଯୋଦ୍ଧା ଙ୍କୁ Lahore jail ରେ ଫାନ୍ଶି ଦିଆ ଯାଇ ଥିଲା ଓ ତାଙ୍କ ଶବ କୁ Satluj / ସତଲୁଜ ନଦୀର କୋଳ ରେ ଦାହ କରା ଯାଇ ଥିଲା ।
  • 30 January ର ଶହିଦ ଦିବସ ମହାତ୍ମା ଗାନ୍ଧୀ ଙ୍କ ମୃତ୍ୟୁ ର ବାର୍ଷିକୀ / ପୂଣ୍ୟତିଥି ର ସମ୍ମାନ ରେ ପାଳନ କରା ଯାଏ ।
  • ମହାତ୍ମା ଗାନ୍ଧୀ ଭାରତର ସ୍ଵାଧୀନତା ସଂଗ୍ରାମ ର ଅଗ୍ରଣୀ ନେତା ଓ ପଥପ୍ରଦର୍ଶକ ଥିଲେ , ତାଙ୍କର ଯୋଗଦାନ ଦ୍ଵାରା ହିଁ ଆମେ ସ୍ଵାଧୀନତା ପାଇଲୁ , ତେଣୁ ସମସ୍ତେ ତାଙ୍କୁ ଜାତୀୟପିତା ବା ବାପୁ ମାନନ୍ତି ।
  • କିନ୍ତୁ , ବାପୁଙ୍କୁ ନାଥୁରାମ ଗଡସେ 30 January 1948 ରେ ଗୁଳି ମାରି ହତ୍ୟା କରି ଥିଲେ ଓ ନାଥୁରାମ ଗୋଡସେ କୁ 8 November 1948 ରେ ଫାନଶୀ ଦିଆ ଯାଇ ଥିଲା ।
  • ବାପୁ ଙ୍କ ମୃତ୍ୟୁ ଦିବସ କୁ ସରକାର Martyrs Day ବା ଶହିଦ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ ଓ ଏହା ପ୍ରତ୍ଯେକ ବର୍ଷ ପାଳନ କରା ଯାଉ ଅଛି ।
  • ଏଇ ଦିନ ସ୍କୁଲ , କଲେଜ ଇତ୍ୟାଦି ରେ ଅନେକ କାର୍ଯକ୍ରମ ହୁଏ , ପ୍ରତିଯୋଗୀତା ହୁଏ , ସାମାଜିକ ସମ୍ମେଳନ ହୁଏ ତଥା ଛତ୍ର – ଛାତ୍ରୀ ମାନେ ସ୍ଵାଧୀନତା ସଂଗ୍ରାମ ର ସହିତ ଜଡିତ ନାଟକ / ଅଭିନୟ ପ୍ରଦର୍ଶନ କରନ୍ତି ।
  • ଏଇ ଦୁଇ ଟି ଶହିଦ ଦିବସ ରେ ଶହିଦ ଙ୍କ ସମ୍ମାନ ସମାରୋହ ଭାରତ ସାରା ପାଳନ ହୁଏ ଓ ଦେଶବାସୀ ସ୍ଵତନ୍ତ୍ରତା ସଂଗ୍ରାମୀ ଙ୍କର ବଳିଦାନ କୁ ମନେ ପକେଇ ପ୍ରେରଣା ପାଆନ୍ତି ।

********########********

CONCLUSION:

Hope, 2 Sets of 10 Lines On Martyrs Day ( of India ) In Odia are of great help to you. This post might have increased your knowledge and information.

Please feel free to give your feedback….

ALSO PLEASE READ …..

*********########*********