Welcome to short essay, 10 Lines On Saraswati Puja In Odia.This short essay is written to highlight the importance of Saraswati Puja for students as well as for general public.

10 Lines On Saraswati Puja In Odia is written to help the students for essay and short speech . Also there are many information that will be shared with all.

There will be 2 Sets of this essay to provide more information. Please read ……

10 ଲାଇନ ର ରଚନା ସରସ୍ଵତୀ ପୂଜା ବିଷୟ ରେ

10 LINES ON SARASWATI PUJA

( SET – 1 )

  1. ସରସ୍ଵତୀ ପୂଜା / ବସନ୍ତ ପଞ୍ଚମୀ ହିନ୍ଦୁ ଧର୍ମ ର ଏକ ପ୍ରସିଦ୍ଧ ପର୍ବ ଅଟେ ।
  2. ଏଇ ପର୍ବ ରେ ଦେବୀ ସରସ୍ଵତୀ ଙ୍କୁ ପୂଜା କରା ଯାଏ ଆଉ ହଳଦିଆ ରଙ୍ଗର ଫୁଲ ଅର୍ପଣ କରା ଯାଏ ।
  3. ହିନ୍ଦୁ ଧର୍ମ ରେ ସରସ୍ଵତୀ ମାଁ ଙ୍କୁ ସ୍ଵୟଂ ଜ୍ଞାନ ର ଦେବୀ କହନ୍ତି ।
  4. ସରସ୍ଵତୀ ପୂଜା କୁ ପ୍ରତ୍ଯେକ ବର୍ଷ ବସନ୍ତ ପଞ୍ଚମୀ ରୂପେ ମଧ୍ୟ ପାଳନ କରା ଯାଏ ।
  5. ଏଇ ପୂଜା ପ୍ରାଚୀନ କାଳ ରୁ ହିଁ ପ୍ରଚଳିତ ଅଟେ ।
  6. ପ୍ରତ୍ଯେକ ଲୋକ ଏଇ ଦିନ ସରସ୍ଵତୀ ଦେବୀ ଙ୍କୁ ପୂଜା କରି ତାଙ୍କଠୁ ଶାନ୍ତି , ସମୃଦ୍ଧି , ବୁଦ୍ଧି ଓ ସଫଳତା ପାଇଁ କାମନା କରନ୍ତି ।
  7. ଶିକ୍ଷାନୁଷ୍ଠାନ ,ସ୍କୁଲ , କଲେଜ ମାନଙ୍କରେ ଦେବୀଙ୍କ ପ୍ରତିମା ସ୍ଥାପନ କରି ପୂଜା କରନ୍ତି ।
  8. କଳା ବା ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କୁ ସରସ୍ଵତୀ ଦେବୀଙ୍କ ପୂଜା ଅର୍ଚନା କରିବା ଉଚିତ ।
  9. ସରସ୍ଵତୀ ପୂଜା ର ବର୍ଣନା ଭାରତର ପ୍ରାଚୀନ କାବ୍ୟ , ସାହିତ୍ୟ ଆଉ ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖିତ ଅଛି ।
  10. ଏଇ ପର୍ବ ଆମ ପଡୋଶୀ ଦେଶ ନେପାଳ, ଓ ବାଂଲାଦେଶ ରେ ମଧ୍ୟ ପାଳନ କରା ଯାଏ ।

********########********

10 ଲାଇନ ର ରଚନା ସରସ୍ଵତୀ ପୂଜା ବିଷୟ ରେ

10 LINES ON SARASWATI PUJA

( SET – 2 )

  • ମାଁ ସରସ୍ବତୀଙ୍କୁ ହିନ୍ଦୁ ଧର୍ମରେ ଜ୍ଞାନର ଦେବୀ କୁହା ଯାଏ ।
  • ମାଁ ସରସ୍ଵତୀ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରନ୍ତି, ତାଙ୍କୁ ପୂଜା କଲେ ଜ୍ଞାନ ମିଳେ ବୋଲି କହନ୍ତି ।
  • ଏଇ ଦିନଟି ବସନ୍ତ ପଞ୍ଚମୀ ଓ ଶ୍ରୀ ପଞ୍ଚମୀ ନାମ ରେ ମଧ୍ୟ ବିଖ୍ୟାତ ।
  • ମାଘ ମାସର ଶୁକ୍ଳ ପକ୍ଷ ର ପଞ୍ଚମୀରେ ଏଇ ପୂଜା ପାଳନ କରା ଯାଏ ଓ ସରସ୍ଵତୀ ମାଁ ପାଞ୍ଚମୀ ରେ ପ୍ରକଟ ହୁଅନ୍ତି ।
  • ହିନ୍ଦୁ ଧର୍ମରେ ସରସ୍ବତୀଙ୍କୁ ମାଁ ଶାରଦା , ଭଗବତୀ , ବୀଣାବାଦନୀ , ବାଗଦେବୀ , ବାଗେଶ୍ଵରୀ ନାମରେ ମଧ୍ୟ ଜାଣନ୍ତି ବା ଡାକନ୍ତି ।
  • ମାଁ ସରସ୍ଵତୀ ହଳଦିଆ ରଙ୍ଗ କୁ ବହୁତ ପସନ୍ଦ କରନ୍ତି , ତେଣୁ ସରସ୍ଵତୀ ପୂଜାର ଦିନ ହଳଦିଆ ବସ୍ତ୍ର , ହଳଦିଆ ଫୁଲ , ହଳଦିଆ ରଙ୍ଗର ମିଠେଇ ମାଁଙ୍କୁ ଚଢାନ୍ତି ।
  • ସରସ୍ଵତୀ ଦେବୀଙ୍କୁ ବାଣୀ , ଜ୍ଞାନ ଏବଂ କଳାର ଦେବୀ ମଧ୍ୟ କୁହା ଯାଏ ।
  • ମାଁ ସରସ୍ବତୀଙ୍କ ଦ୍ଵାରା ଉତ୍ପନ୍ନ କରା ଯାଇ ଥିବା ବାଣୀ ରୁ ଗୀତ ଆଉ ସଙ୍ଗୀତ ବାହାରେ ।
  • ମାଁ ସରସ୍ଵତୀ ପଦ୍ମ ଫୁଲରେ ବସନ୍ତି ଓ ତାଙ୍କ ହାତରେ ବୀଣା ଥାଏ ତଥା ତାଙ୍କର ବାହନ ହେଲା ହଂସ ।
  • ସରସ୍ଵତୀ ପୂଜା ଦିନ ସମସ୍ତ ବିଦ୍ୟାଳୟ ଗୁଡିକରେ ମାଁ ସରସ୍ଵତୀ ଙ୍କ ପୂଜା କରା ଯାଏ ।

********########********

CONCLUSION:

Hope these 2 Sets are of great help to you and you have got good amount of information and knowledge. Please feel free to give feedback.

ALSO PLEASE READ …..

********########********