Welcome to the post, 10 Lines on Subhash Chandra Bose In Odia for students as well as for general public to enhance knowledge and information.

This short essay of 10 Lines on Subhash Chandra Bose will have 2 Sets to include more information about Subhash Chandra Bose. Let us read the essay ….

10 ଲାଇନ ସୁଭାଷ ଚନ୍ଦ୍ର ବୋଷ ଙ୍କ ବିଷୟ ରେ

10 LINES ON SUBHASH CHANDRA BOSE IN ODIA

( SET – 1 )

  1. ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଓଡିଶା ରାଜ୍ୟ ର କଟକ ର ଓଡିଆ ବଜାର ରେ 23 January 1897 ରେ ହୋଇ ଥିଲା ।
  2. ସୁଭାଷ ଚନ୍ଦ୍ର ବୋଷ ଙ୍କ ମାତା ଙ୍କ ନାମ ପ୍ରଭାବତୀ ଥିଲା , ତାଙ୍କର 14 ଟି ସନ୍ତାନ ସନ୍ତତି ଥିଲେ ଓ ସୁଭାଷ ଚନ୍ଦ୍ର ବୋଷ ନବମ ସନ୍ତାନ ଥିଲେ ।
  3. ସୁଭାଷ ଚନ୍ଦ୍ର ବୋଷ ଙ୍କ ପିତାଙ୍କ ନାମ ଜାନକୀ ନାଥ ବୋଷ ଥିଲା ଓ ସେ କଟକ ସହର ର ଏକ ନାମୀ ସରକାରୀ ଓକିଲ ଥିଲେ ।
  4. ସୁଭାଷ ଚନ୍ଦ୍ର ବୋଷ ବି. ଏ. ର ପରୀକ୍ଷା କଲିକତା ବିଶ୍ୟବିଦ୍ୟାଳୟ ରୁ ପ୍ରଥମ ଶ୍ରେଣୀ ରେ ପାସ କରି ଥିଲେ ।
  5. ସନ 1920 ରେ ସୁଭାଷ ଚନ୍ଦ୍ର ବୋଷ ପ୍ରଶାସନିକ ପରୀକ୍ଷା ରେ ଚତୁର୍ଥ ସ୍ଥାନ ପ୍ରାପ୍ତ କରି ଉତ୍ତିର୍ଣ ହୋଇ ଥିଲେ ।
  6. ରାମକୃଷ୍ଣ ପରମ ହଂସ ଓ ସ୍ଵାମୀ ବିବେକାନନ୍ଦ ଙ୍କ ଦ୍ଵାରା ପ୍ରଭାବିତ ହୋଇ ସୁଭାଷ ଚନ୍ଦ୍ର ବୋଷ 1921 ରେ ଚାକିରି ରୁ ଇସ୍ତିଫା ଦେଇ ଥିଲେ ।
  7. ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମ ର ଏକ ଅନ୍ୟତମ ନାୟକ ଥିଲେ ଓ ତାଙ୍କୁ ବିଶ୍ଵ କବି ରବୀନ୍ଦ୍ର ନାଥ ଠାକୁର ‘ନେତାଜୀ’ ନାମରେ ପ୍ରଥମେ ଡାକି ଥିଲେ ।
  8. ଭଗତ ସିଂହ ଙ୍କୁ ଫାଁସି ହେବା ପରେ ତାଙ୍କର ଗାନ୍ଧୀଜୀ ଙ୍କ ସହିତ ରାଜନୈତିକ ମତଭେଦ ଆରମ୍ଭ ହୋଇ ଯାଇ ଥିଲା ।
  9. ପ୍ରାୟହ 40000 ଭାରତୀୟ ଙ୍କ ସହିତ ସୁଭାଷ ଚନ୍ଦ୍ର ବୋଷ 1943 ରେ ‘ଆଜାଦ ହିନ୍ଦ ଫୌଜ’ ବନେଇ ଥିଲେ ।
  10. ସୁଭାଷ ଚନ୍ଦ୍ର ବୋଷ ରହସ୍ୟମୟ ଭାବେ ଏକ ବିମାନ ଦୁର୍ଘଟଣା ରେ 18 August 1945 ରେ ତାଇଵାନ ରେ ତାଙ୍କର ମୃତ୍ୟୁ ହୋଇ ଥିଲା

********########********

10 ଲାଇନ ସୁଭାଷ ଚନ୍ଦ୍ର ବୋଷ ଙ୍କ ବିଷୟ ରେ

10 LINES ON SUBHASH CHANDRA BOSE IN ODIA

( SET – 2 )

  • ସୁଭାଷ ଚନ୍ଦ୍ର ବୋଷ ଙ୍କ ପ୍ରଥମ ଶିକ୍ଷା କଟକ ରେ ହିଁ ହୋଇ ଥିଲା ।
  • ସେ 1923 ରେ All India Youth ର President ହୋଇ ଥିଲେ ।
  • ସୁଭାଷ ଚନ୍ଦ୍ର ବୋଷ ଏହା ମାନୁ ଥିଲେ ଯେ ଅହିଂସା ର ବଳ ବା ଅହିଂସା ପଥ ଦ୍ଵାରା ସ୍ଵତନ୍ତ୍ରତା ମିଳି ପାରିବ ନାହିଂ, ତେଣୁ ସେ All India Forward Block ନାମ ରେ ନୂଆ ପାର୍ଟି ଗଠନ କରି ଥିଲେ ।
  • ସେ ‘ଆଜାଦ ହିନ୍ଦ ଫୌଜ’ ଗଠନ କରି ଥିଲେ ।
  • “ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ଵତନ୍ତ୍ରତା ଦେବୀ”, “ଦିଲ୍ଲୀ ଚାଲ”, “ଜୟ ହିନ୍ଦ” ର ସ୍ଲୋଗାନ ଦେଇ ଥିଲେ । 1938 ରେ ସୁଭାଷ ଚନ୍ଦ୍ର ବୋଷ ଙ୍କୁ Indian National Congress ର ଅଧ୍ୟକ୍ଷ ବଛା ଯାଇ ଥିଲେ , କିନ୍ତୁ ଦଳ ରେ ଏମିତି କିଛି ପରିସ୍ଥିତି ଉପଜିଲା ଯେ ସେ 1939 ରେ ଏଇ ପଦ ରୁ ଇସ୍ତଫା ଦେଇ ଥିଲେ ।
  • ସୁଭାଷ ଚନ୍ଦ୍ର ବୋଷ ଙ୍କ ମହାନ ରାଷ୍ଟ୍ର ଭକ୍ତି ଆଉ ବଳିଦାନ ର ସମ୍ମାନ ରେ 2021 ଠାରୁ ତାଙ୍କ ଜନ୍ମ ଦିନ 23 January କୁ “ପରାକ୍ରମ ଦିବସ” ରୂପେ ପାଳନ କରା ହେଉଛି ।
  • 1938 ରେ ନେତାଜୀ Indian National Congress ର ଅଧ୍ୟକ୍ଷ ନିର୍ବାଚିତ ହୋଇ ଥିଲେ କିନ୍ତୁ ଦଳ ରେ ଏମିତି ପରିସ୍ଥିତି ଉପଜିଲା ଯେ ସେ 1939 ରେ ଏଇ ପଦରୁ ଇସ୍ତଫା ଦେଇ ଥିଲେ ଓ All India Forward Block ନାମରେ ଏକ ନୂଆ ପାର୍ଟି ଗଠନ କରି ଥିଲେ ।
  • ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଙ୍କ ଜୀବନ କାଳ ରେ 11 ଥର ଜେଲ ଯାଇ ଥିଲେ , ତଥା ବ୍ରିଟିଶ ଶାସକ ତାଙ୍କୁ Europe ପଠେଇ ଦେଉ ଥିଲେ , କିନ୍ତୁ ସେଠାରେ ମଧ୍ୟ ସେ ସ୍ଵାଧୀନତା ସଂଗ୍ରାମ ର କାର୍ଯ୍ୟ କରୁ ଥିଲେ ।
  • ଜାପାନୀ ସେନାଙ୍କ ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ Andaman ଆଉ Nicobar କୁ ଜିତ୍ୟ ଯାଇ ଥିଲେ ଆଉ ତାଙ୍କ ନାମ “ଶହିଦ ଦ୍ଵିପ” ଆଉ “ସ୍ଵାରାଜ ଦ୍ଵିପ” ଦେଇ ଥିଲେ ।
  • ଭାରତ ସରକାର ତାଙ୍କୁ 1992 ରେ ମରଣତ୍ତର “ଭାରତ ରାତ୍ନ” ଉପାଧି ରେ ସଂମ୍ମାନିତ କରିଛନ୍ତି ।

**********########**********

CONCLUSION:

Hope, these 2 Sets of 10 Lines On Subhash Chandra Bose In Odia has helped you to know about the great freedom fighter of India.

Let us learn a few more facts about him….

  • Netaji was very brilliant in studies.
  • Teachings of Bhagwat Gita influenced him a lot and his political and ideological views were based on this book.
  • Netaji Subhash was a fearless patriot and dare devil leader.
  • He made Indian Nationalism fearless, confident and global too.
  • He is considered to be patriot of patriots.

ALSO PLEASE READ…..

**********########**********