Welcome to 10 Lines On Republic Day India In Odia for the benefits of students in particular. It will be helpful to senior people too, to revise and remember about our Republic Day / ଗଣତନ୍ତ୍ର ଦିବସ ।

These 10 Lines On Republic Day In Odia can be useful for a short speech as well as for short essay. To cover more points on this topic, we will have 3 Sets.

Let us read the essay in 3 sets….

10 ଲାଇନ ର ରଚନା ଗଣତନ୍ତ୍ର ଦିବସ ବିଷୟ ରେ

10 LINES ON REPUBLIC DAY IN ODIA

( SET – 1 )

  1. ଗଣତନ୍ତ୍ର ଦିବସ ଭାରତ ର ରାଷ୍ଟ୍ରୀୟ ପର୍ବ ଅଟେ ଓ ପ୍ରତ୍ଯେକ ବର୍ଷ 26 ଜାନୁୟାରୀ ରେ ପାଳନ କରା ଯାଏ ।
  2. 26 ଜାନୁଆରୀ 1950 ରେ ଭାରତର ସମ୍ବିଧାନ ଲାଗୁ ହୋଇ ଥିଲା , କିନ୍ତୁ ଭାରାତ 15 ଅଗଷ୍ଟ 1947 ରେ ସ୍ଵାଧୀନ ହୋଇ ଥିଲା ।
  3. ଗଣତନ୍ତ୍ର ର ଅର୍ଥ ହେଲା ପ୍ରଜା ଙ୍କ ଶାସନ ।
  4. ଗଣତନ୍ତ୍ର ଦିବସ ର ଦିନ ରାଜ ପଥ / ନୂଆ ନାମ କରତବ୍ୟ ପଥ ଦିଲ୍ଲୀ ରେ ଭବ୍ୟ ସମାରୋହ ର ଆୟୋଜନ କରା ଯାଏ ।
  5. ଏଇ ଦିନ ଭାରତ ର ପ୍ରଧାନ ମନ୍ତ୍ରୀ ଙ୍କ ସହିତ ଭାରତ ର ରାଷ୍ଟ୍ରପତି ଓ ବାକି ସଦସ୍ୟ ମଧ୍ୟ ଏଇ ସମାରୋହ ରେ ଭାଗ ନିଅନ୍ତି ।
  6. ଏଇ ଦିନ ଅଥିତି ରୂପେ ଅନ୍ୟ ଦେଶର ମୁଖିଆ ଙ୍କୁ ଆମନ୍ତ୍ରିତ କରାଯାଏ ।
  7. 26 ଜାନୁଆରୀ ଦିନ ରାଷ୍ଟ୍ରପତି ଜାତୀୟ ପତାକା ର ଉତ୍ତୋଳନ କରନ୍ତି ।
  8. ଏଇ ଦିନ ରାଷ୍ଟ୍ରପତି ଙ୍କୁ 21 ତୋପ ର ସାଲାମି ଦିଆଯାଏ ।
  9. 26 ଜାନୁଆରୀ ଦିନ ପ୍ରତ୍ଯେକ ବର୍ଷ ରାଜପଥ / କରତବ୍ୟ ପଥ ଦିଲ୍ଲୀ ରେ ସେନା ବାହିନୀଙ୍କ ଦ୍ଵାରା ଭବ୍ୟ ପ୍ୟାରେଡ ର ଆୟୋଜନ କରା ଯାଏ ।
  10. 26 ଜାନୁଆରୀ ଦିନ ପ୍ରତ୍ଯେକ ରାଜ୍ୟ ନିଜର ସଂସ୍କୃତି / culture ର ଝଲକ ଝ୍ହାଙ୍କି ଦ୍ଵାରା ଦେଖାନ୍ତି ।

********########********

10 ଲାଇନ ର ରଚନା ଗଣତନ୍ତ୍ର ଦିବସ ବିଷୟ ରେ

10 LINES ON REPUBLIC DAY IN ODIA

( SET – 2 )

  • ଗଣତନ୍ତ୍ର ଦିବସ / Republic Day ହେଉଛି ଆମ ଦେଶର ଏକ ଜାତୀୟ ପର୍ବ ।
  • ଆମେ ପ୍ରତିବର୍ଷ ଜାନୁଆରୀ ମାସ 26 ତାରିଖରେ ଗଣତନ୍ତ୍ର ଦିବସ ପାଳନ କରୁ ।
  • 26 ଜାନୁଆରୀ 1950 ମସିହା ରେ ଆମ ଦେଶର ସମ୍ବିଧାନ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ ହୋଇ ଥିଲା ।
  • ଏହା ଦ୍ଵାରା ଆମ ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରେ ପରିଣତ ହୋଇଗଲା ।
  • ଆମର ସମ୍ବିଧାନ ବିଶ୍ଵ ର ସବୁଠୁ ବଡ ତଥା ଲିଖିତ ସମ୍ବିଧାନ ଅଟେ ।
  • ଗଣତନ୍ତ୍ର ସମାରୋହ ର ଦିନ ରାଜଧାନୀ ଦିଲ୍ଲୀ ର ରାଜ ପଥ / କର୍ତବ୍ଯ ପଥ ରେ ଏକ ବିଶାଳ ପ୍ୟାରେଡ ଅନୁଷ୍ଠୀତ ହୁଏ , ଯେଉଁଠି ଭାରତ ର ସେନା , ନୌସେନା , ବାୟୁ ସେନା , paramilitary force,NCC ଇତ୍ୟାଦି ଅଂଶ ଗ୍ରହଣ କରନ୍ତି ।
  • ଏଇ ଶୁଭ ଅବସର ରେ ରାଷ୍ଟ୍ରପତି , ଆମ ଜାତୀୟ ପତାକା ଉତ୍ତୋଳନ କରନ୍ତି ଓ ଜାତୀୟ ସଙ୍ଗୀତ ର ଗାନ ହୁଏ ।
  • ତା ପରେ ରାଷ୍ଟ୍ରପତି ଦେଶବାସୀ ଙ୍କୁ ସମ୍ବୋଧନ କରନ୍ତି ।
  • ଏଇ ଅବସରରେ ସ୍କୁଲ , କଲେଜ , ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରା ହୁଏ ଆଉ ଜାତୀୟ ସଙ୍ଗୀତ ର ଗାନ ହୁଏ ।
  • ଏଇ ଜାତୀୟ ପର୍ବ ଆମର ଗର୍ବ , ଆଉ ଆମର ଏକତା , ଅଖଣ୍ଡତା କୁ ବଜାୟ ରଖିବା ପାଇଁ ଆମକୁ ଦେଶପ୍ରେମୀ ବନାଏ ଓ ପ୍ରେରଣା ଯୋଗାଏ ।

********########********

10 ଲାଇନ ର ରଚନା ଗଣତନ୍ତ୍ର ଦିବସ ବିଷୟ ରେ

10 LINES ON REPUBLIC DAY IN ODIA

( SET – 3 )

  • ଆମ ଦେଶରେ ପ୍ରତି ବର୍ଷ 26 January କୁ ଗଣତନ୍ତ୍ର / Republic Day ରୂପେ ପାଳନ କରୁ ।
  • ଏଇ ଦିନ ଭାରତ ର ସମ୍ବିଧାନ କୁ କାର୍ଯ୍ୟକାରୀ କରା ହୋଇ ଥିଲା ।
  • ଏହା ଭାରତ ର ଏକ ରାଷ୍ଟ୍ରୀୟ / ଜାତୀୟ ପର୍ବ ଅଟେ ।
  • ଭାରତ ର ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକର ଥିଲେ ।
  • ଭାରତ ର ସମ୍ବିଧାନ ଦେଶର ସର୍ବଚ୍ୱ କାନୁନ ଅଟେ ।
  • ପ୍ରତ୍ଯେକ ଭାରତୀୟ ଙ୍କୁ ସମ୍ବିଧାନ ର ସମ୍ମାନ କରିବା ଉଚିତ ।
  • 26 ଜାନୁଆରୀ ଦିନ ବିଦ୍ୟାଳୟ , ଅନ୍ୟ ଶିକ୍ଷ୍ୟା ଅନୁଷ୍ଠାନ ତଥା ଅନେକ ସଂସ୍ଥା ରେ ଜାତୀୟ ପତାକା ଉତ୍ତଳୋନ କରା ଯାଏ ଓ ଜାତୀୟ ସଙ୍ଗୀତ ର ଗାନ ହୁଏ ।
  • ଏଇ ଦିନ ସବୁ ସରକାରୀ ଓ ବେସରକାରୀ ଅଫିସ ରେ ଛୁଟି ହୁଏ ।
  • ଏଇ ଦିନ ଆମ ସମ୍ବିଧାନ ଅନୁସାରେ ଭାରତ ଏକ ଧର୍ମ ନିରପେକ୍ଷ , ସମାଜବାଦୀ , ସର୍ବଭୌମ , ଗଣତନ୍ତ୍ର ରାଷ୍ଟ୍ର ରେ ପରିଣତ ହେଲା ।
  • ଆମ କୁ ଆମର ଗଣତନ୍ତ୍ର ଆଉ ଦେଶ ର କାନୁନ କୁ ସମ୍ମାନ କରିବା ଉଚିତ ।

********########********

CONCLUSION:

Hope, these 3 Sets are useful and has helped you. Please share this and feel free to give your feedback.

ALSO PLEASE READ ….

********########********