Welcome to 10 lines on Guru Nanak Dev Ji In Odia. This is a Short 10 Lines essay useful for everybody for general knowledge and very much useful for students to write essay as well as to give short speech on Guru Nanak Dev Ji on Guru Nanak Jayanti.

The 10 Lines on Guru Nanak Dev Ji is written to honor him on his birth anniversary.His birth anniversary is known as Guru Nanak Jayanti.

The birthday of Guru Nanak Dev Ji is celebrated on the full moon or Kartik Purnima in the month of October – November according to the Gregorian calender.

Now, we can read the 10 lines on Guru Nanak Dev Ji in Odia. There are two Sets of 10 lines each to cover more information.

SET – 1

  1. ଗୁରୁ ନାନକ ଦେବ ଜି ଶିଖ ଧର୍ମ ର ସଂସ୍ଥାପକ ଥିଲେ ଓ ଶିଖ ସମୁଦାୟ ର ପ୍ରଥମ ଗୁରୁ ଥିଲେ ।
  2. ଗୁରୁ ନାନକ ଦେବ ଜି ଏକ ମହାନ ଧର୍ମ ପ୍ରଚାରକ ଆଉ ଈଶ୍ଵର ଙ୍କ ଉପରେ ବିଶ୍ଵାସ ରଖିବା ବାଲା ଏକ ମହା ପୁରୁଷ ଥିଲେ
  3. ଗୁରୁ ନାନକ ଜି ଙ୍କ ଜନ୍ମ 15 April 1469 ରେ ପାକିସ୍ତାନ ର ପଞ୍ଜାବ ରାଜ୍ୟ ରେ ତଲବନ୍ଡ଼ୀ ନାମକ ସ୍ଥାନ ରେ ହୋଇ ଥିଲା ।
  4. ତାଙ୍କ ଜନ୍ମ ସ୍ଥାନ ଟି ନନକାନା ସାହେବ ନାମରେ ପ୍ରସିଦ୍ଧ ।
  5. ଗୁରୁ ନାନକ ଦେବ ଜି ଙ୍କ ଜନ୍ମ ଦିବସ କୁ ଗୁରୁ ନାନକ ଜୟନ୍ତୀ ବା ପ୍ରକାଶ ପର୍ବ ରୂପେ ପାଳନ କରା ଯାଏ ।
  6. ଗୁରୁ ନାନକ ଜୟନ୍ତୀ ରେ ସବୁ ଗୁରୁଦ୍ଵାର କୁ ସଜେଇ ଦିଆ ଯାଏ ଆଉ ସକାଳ ଠୁ ଗୁରୁଦ୍ୱାର ରେ ଭକ୍ତଗଣ ଙ୍କ ଭିଡ ଆରମ୍ଭ ହୋଇ ଯାଏ ।
  7. ଗୁରୁ ନାନକ ଜୟନ୍ତୀ ରେ ପ୍ରାୟଃ ସବୁଗୁରୁ ଦ୍ଵାର ଗୁଡିକରେ ବଡ ସ୍ତର ର ଲଙ୍ଗର ର ଆୟୋଜନ କରା ଯାଏ ।
  8. ଭାରତ ର ପଞ୍ଜାବ ରାଜ୍ୟ ରେ ସ୍ଥିତ ସ୍ଵର୍ଣ ମନ୍ଦିର ଗୁରୁଦ୍ଵାର କୁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଦର୍ଶନ ପାଇଁ ଆସନ୍ତି ।
  9. ଗୁରୁ ନାନକ ଦେବ ଜି ସମାଜ ରେ ବ୍ୟାପୀ ଥିବା କୁରିତି ସବୁକୁ ସମାପ୍ତ କରି ଲୋକଙ୍କୁ ସତ୍ୟ ର ମାର୍ଗ ଦେଖେଇଲେ, ତେଣୁ ଏଇ ଦିନ କୁ ପ୍ରକାଶ ପର୍ବ ରୂପେ ପାଳନ କରା ଯାଏ ।
  10. ଗୁରୁ ନାନକ ଦେବ ଜି ଜୀବନ ସାରା ଲୋକ ଙ୍କୁ ଶାନ୍ତି ଆଉ ଏକତାର ସହିତ ରହିବାର ମାର୍ଗ ଦେଖେଇଲେ ତଥା ଅନ୍ୟଙ୍କୁ ସହାୟତା କରିବାର ଉପଦେଶ ଦେଲେ ।

********########********

SET – 2

  • ଗୁରୁ ନାନକ ଦେବ ଜି ଶିଖ ଧର୍ମ ର ପ୍ରଥମ ଗୁରୁ ଥିଲେ ।
  • ତାଙ୍କ ଜନ୍ମ ରବି ନଦୀ ର କୋଳ ରେ ସ୍ଥିତ ତଲବ ନ୍ଡ଼ୀ ନାମକ ଗ୍ରାମ ରେ ( ବର୍ତମାନ ପାକିସ୍ତାନ ରେ ଅଛି ) କାର୍ତିକ ପୂର୍ଣିମା ର ଦିନ ଏକ ଖତ୍ରୀ କୂଳ ରେ ଜନ୍ମ ଗ୍ରହଣ କରି ଥିଲେ ।
  • କିଛି ବିଦ୍ଵାନ ଙ୍କ ମତେ ଗୁରୁ ନାନକ ଙ୍କ ଜନ୍ମ 15 April, 1469 ରେ ହୋଇ ଥିଲା ।
  • ତାଙ୍କ ପିତା ଙ୍କ ନାମ ମେହତା କାଲୁଚନ୍ଦ ଖତ୍ରୀ ତଥା ମାତା ଙ୍କ ନାମ ତୃପ୍ତା ଦେବୀ ଥିଲା ।
  • ଗୁରୁ ନାନକ ଙ୍କ ଗୋଟିଏ ଭଉଣୀ ଥିଲା ଓ ତାଙ୍କ ନାମ ଥିଲା ନାନକି ଜି ।
  • ଗୁରୁ ନାନକଙ୍କ ବିବାହ ଷୋହଳ ବର୍ଷ ର ଆୟୁ ରେ ଗୁରୁଦାସ ପୁର ଜିଲ୍ଲା ର ସୁଲକ୍ଷୀଣୀ ଜି ଙ୍କ ସହିତ ହୋଇ ଥିଲା ।
  • ଗୁରୁ ନାନକଙ୍କ ଦୁଇଟି ପୁତ୍ର ଥିଲେ ଆଉ ତାଙ୍କର ନାମ ଥିଲା ଶ୍ରୀ ଚନ୍ଦ ଜି ଏବଂ ଲକ୍ଷ୍ମୀ ଦାସ ଜି ।
  • ଗୁରୁ ନାନକ 1521 ପର୍ଯ୍ୟନ୍ତ ଭାରତ , ଆଫଗାନିସ୍ତାନ , ଫାରସ ଆଉ ଆରବ ଦେଶ ଭ୍ରମଣ କଲେ ଓ ନିରାକାର ବ୍ରହ୍ମ ର ଉପାସନା ର ମାର୍ଗ ଜଣେଇଲେ ।
  • ଗୁରୁ ନାନକ ମୃତ୍ୟୁ ର ପୂର୍ବ ରୁ ତାଙ୍କ ପ୍ରଥମ ଶିଷ୍ୟ ଭାଇ ଲହନା କୁ ନିଜର ଉତ୍ତରାଧିକାରୀ ଘୋଷିତ କଲେ ଜାହାଙ୍କୁ ଆମେ ପରେ ଗୁରୁ ଅଙ୍ଗଦ ଦେବ ରୂପେ ଜାଣୁ ।
  • ଗୁରୁ ନାନକ ଦେବ ଜି 7th December,1539 ମସିହା ରେ ପରଲୋକ ପ୍ରାପ୍ତି କଲେ ।

********########********

CONCLUSION:

As we know that Guru Nanak Dev Ji is the creator of Sikh religion, and also the first Sikh Guru. After him nine more Gurus were there. In many Indian languages, the word GURU means teacher. Guru Nanak played the role of a teacher.

The tenth Sikh Guru stated that there should be no more Gurus after him. He said that the Sikhs would be taught by the Sikh holy book called “Guru Granth Saheb”.

Hope, you have liked this post and it is useful to you. Please feel free to give your valuable suggestions.

********<><><><>********

ALSO PLEASE READ…..

********!!!!!!!!********