Welcome to 10 Lines On Deepawali In Odia. This is a 10 Lines Short Essay On Deepawali In Odia, highlighting the main purpose and essence of this popular Hindu festival. Deepawali or Diwali is celebrated in the honor of Lord Rama Chandra.

It is believed that on this day Lord Rama returned to Ayodhya as a victor after 14 years of exile.He defeated demon king Ravana, who was the ruler of Lanka.On return of Lord Rama people of Ayodhya lit diyas/ earthen lamps to welcome him and celebrated his victory.It is celebrated after 20 days of Dussehra.

Deepawali or Diwali falls during the month of October or November.

Deepawali festival is a New Year celebration for the Hindus, Jains, Sikhs, Buddhists and some Muslims too.

The festival is also celebrated or observed to honor the Goddess of wealth and prosperity MAA MAHALAKSHMI. And this festival also symbolizes the triumph of light over darkness.

Now, let us read the 10 Lines of Deepawali in Odia….

10 LINES ON DEEPAWALI IN ODIA

  1. ଦୀପାବଳି କୁ ଦୀପର ଉତ୍ସବ ବା ଦୀପତ୍ସବ ତଥା ଆଲୋକ ପର୍ବ ମଧ୍ୟ କୁହା ଯାଏ ।
  2. ଦୀପାବଳି ଭାରତ ବର୍ଷ ର ଲୋକପ୍ରିୟ ତଥା ଏକ ପ୍ରମୁଖ ଉତ୍ସବ ଅଟେ । ଏହା ଅନ୍ୟ ଦେଶ ମାନଙ୍କରେ ମଧ୍ୟ ପାଳନ କରା ଯାଏ ।
  3. ଦୀପାବଳି ପ୍ରତ୍ଯେକ ବର୍ଷ କାର୍ତିକ ମାସ ର ଅମାବସ୍ୟା ତିଥି ରେ ପାଳନ କରା ଯାଏ ।
  4. ଏହି ଦିନ ଭଗବାନ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା 14 ବର୍ଷ ର ବନବାସ ସମାପ୍ତ କରି ଅଜୋଧ୍ୟା କୁ ଫେରି ଆସି ଥିଲେ ।
  5. ସେମାନଙ୍କୁ ସ୍ଵାଗତ କରିବା ପାଇଁ ଅଜୋଧ୍ୟା ବାସୀ ନିଜ ନିଜ ଘରେ ଦୀପ ଜାଳି ଅଜଧ୍ୟା କୁ ଆଲୋକିତ କରି ଦେଇ ଥିଲେ । ସେହି ଦିନ ଠାରୁ ଦୀପାବଳି ପର୍ବ ପାଳନ ହୋଇ ଆସୁ ଅଛି ।
  6. ଦୀପାବଳି ଉତ୍ସବ ପ୍ରାୟ ପାଞ୍ଚ ଦିନ ର ପର୍ବ ଅଟେ । ଧନତେରସ,ନରକ ଚତୁର୍ଦଶୀ, ଦୀପାବଳି, ଗୋବର୍ଦ୍ଧନ ପୂଜା ଆଉ ଭାଇଆ ଦୁଜ ଉତ୍ସବର ସମୂହ ଅଟେ ।
  7. ଏହି ଦିନ ଲୋକ ମାନେ ମାତା ମହା ଲକ୍ଷ୍ମୀ, ଭଗବାନ ଶ୍ରୀ ଗଣେଶ ତଥା ମା ସରସ୍ଵତୀ ଙ୍କୁ ପୂଜା କରନ୍ତି ଓ ବଡ ଲୋକଙ୍କ ଆଶୀର୍ବାଦ ନିଅନ୍ତି ।
  8. ଦୀପାବଳି ଦିନ ଘର-ବାହାର, ଦୋକାନ, ବଜାର ଇତ୍ୟାଦି ଦୀପ, ଫୁଲ, ରଙ୍ଗୋଲି ରେ ସଜା ହୋଇ ଥାଏ ।
  9. ଏଇ ଦିନ ଲୋକେ ବନ୍ଧୁ ବାନ୍ଧବ ମାନଙ୍କୁ ଉପ ହାର ତଥା ମିଠେଇ ଦିଅନ୍ତି ଓ ସମସ୍ତେ ମିଶି ବାଣ, ଫଟକା ଫୁଟାନ୍ତି ।
  10. ଦୀପାବଳି ପର୍ବ ନିରାଶା ପରେ ଆଶାର ବିଜୟ ପର୍ବ ରୂପେ ପାଳନ କରା ଯାଏ ବା ଅଧର୍ମ ଉପରେ ଧର୍ମ ର ବିଜଯ ପର୍ବ ରୂପେ ପାଳନ କରା ଯାଏ ।

********<><>********

CONCLUSION:-

I hope, 10 Lines On Deepawali In Odia have given a clear picture of Deepawali festival. This short essay will surely help the school children as well as to the elders too.

Now, let me give some more information in odia and conclude.

  • ଏଇ ପର୍ବ / ଉତ୍ସବ ଆମ ମାନଙ୍କର ସମ୍ପର୍କ ବା ସମ୍ବନ୍ଧ କୁ ସୁଦୃଢ କରେ ।
  • ଏଇ ପର୍ବ / ଉତ୍ସବ ଆମକୁ ଏକ ଅବସର ଦିଏ, ନିଜ ଘର – ବାହାର , ଦୋକାନ ବଜାର କୁ ଭଲ ଭାବେ ସଫା କରିବା ପାଇଁ ।
  • ବହୁତ ଲୋକ ନିଜ ଘରର ପୁରୁଣା ଜିନିଷ କୁ ବଦଳେଇ ନୂଆ ଜିନିଷ କିଣି ଘର କୁ ସଜାନ୍ତି ।
  • ଲୋକେ ଏହା ବିଶ୍ଵାସ କରନ୍ତି ଯେ ଦୀପାବଳି ର ରାତ୍ରି ରେ ମା ମହାଲକ୍ଷ୍ମୀ ଲୋକ ଙ୍କ ଘର କୁ ଆସନ୍ତି, ନିରୀକ୍ଷଣ କରନ୍ତି ଓ ଆଶୀର୍ବାଦ ଦିଅନ୍ତି । ତେଣୁ ଶ୍ରଦ୍ଧାଳୁ ମାନେ ନିଜ ଘର ଦ୍ଵାର ସଫା ସୁତରା କରି ଭଲଭାବେ ଫୁଲ, ଦୀପ, ମହମ ବତୀ , ଫୁଲର ହାର , ଝାଲର light ଇତ୍ୟାଦିରେ ସଜାନ୍ତି ।
  • ଏଇ ଉତ୍ସବ ରେ ସବୁ ଧାରଣ ର ଲୋକ ଭାଗ ନିଅନ୍ତି , ପାଳନ କରନ୍ତି ଓ ଆନନ୍ଦ ନିଅନ୍ତି

********####********

ALSO PLEASE READ….

********<><><>********