Welcome to 10 Lines On Mahashivratri In Odia. This is a short essay of 10 lines on Mahashivratri in Odia mostly for students for short essay as well as for short speech on this important festival of Hindus.

This festival is one of the biggest festival in India. This is celebrated in India as well as in many other countries.

Let us learn about Lord Shiba/ Shiva and Mahashivratri festival though 2 Sets of short essay…..

ମହାଶିବରାତ୍ରୀ ବିଷୟ ରେ 10 ଲାଇନର ରଚନା

10 LINES ON MAHASHIVRATRI IN ODIA

( SET – 1 )

  1. ମହାଶିବରାତ୍ରୀ ହିନ୍ଦୁ ଧର୍ମ ଲୋକଙ୍କର ସବୁଠୁ ପବିତ୍ର ବ୍ରତ ଏବଂ ଏକ ବଡ ପର୍ବ ରୂପେ ପାଳନ କରା ଯାଏ ।
  2. ମହାଶିବରାତ୍ରୀ ପ୍ରତ୍ଯେକ ବର୍ଷ ଫାଲ୍ଗୁନ ମାସର କୃଷ୍ଣ ଚତୁର୍ଦଶିରେ ପାଳନ କରା ଯାଏ ।
  3. ଏହା ସମସ୍ତେ ମାନନ୍ତି ଯେ ଏଇ ଦିନଠୁ ସମ୍ପୂର୍ଣ ସୃଷ୍ଟି ର ସଂଚାଳନ ଆରମ୍ଭ ହୋଇ ଥିଲା ।
  4. ମହାଶିବରାତ୍ରୀ ଦିନ ଭଗବାନ ଶିବ ତଥା ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇ ଥିଲା ।
  5. ମହାଶିବରାତ୍ରୀର ପର୍ବ ଭାରତର ସହିତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ବହୁତ ଧୁମ ଧାମ ର ସହିତ ପାଳନ କରା ଯାଏ ।
  6. ଏଇ ଦିନ ସମୁଦ୍ର ମନ୍ଥନ ଦ୍ଵାରା ପ୍ରାପ୍ତ ବିଷ କୁ ଭଲେ ଶଙ୍କର / ଭୋଳାନାଥ ନିଜ ଗଳାରେ ଧାରଣ କରି ନେଇ ଥିଲେ ଆଉ ସୃଷ୍ଟି କୁ ବିନାଶ ହେବାରୁ ବଞ୍ଚେଇ ଦେଇ ଥିଲେ ।
  7. ମହାଶିବରାତ୍ରୀରେ ଭଗବାନ ଶିବଙ୍କ ପ୍ରତ୍ଯେକ ମନ୍ଦିର ରେ ଭବ୍ୟ ରୂପେ ସଜେଇ କ୍ଷୀର ତଥା ଜଳ ଦ୍ଵାରା ଶିବଙ୍କ ଅଭିଷେକ କରି ପୂଜାପାଠ କରା ଯାଏ ।
  8. ମହାଶିବରାତ୍ରୀର ଦିନ ଭାରତର କୁଆଁରୀ କନ୍ୟା ବା ଅବିବାହିତ କନ୍ୟା ନିଜର ଇଚ୍ଛା ଯୋଗ୍ୟ ବର ପ୍ରାପ୍ତି ହେତୁ ନିର୍ଜଳା ଉପବାସ ରଖନ୍ତି ତଥା ଶିବଙ୍କ ପୂଜା କରନ୍ତି ।
  9. ଏହା ମାନ୍ୟତା ଅଛି ଯେ ଭଗବାନ ଶିବ ବେଲ ପତ୍ର , ଅକବନ ଫୁଲ , ଧୁତୁରା ଫୁଲ , ବରକୋଳି ଫଳ , ଭାଙ୍ଗ ତଥା ଦୁଗ୍ଧ ଅଭିଷେକ ଦ୍ଵାରା ଅତି ପ୍ରସନ୍ନ ହୁଅନ୍ତି ।
  10. ଶିବ ମହାପୁରାଣ ର ଅନୁସାରେ ଏଇ ରାତ୍ରିରେ ଭଗବାନ ଭୋଳେନାଥ ଏକ ବଡ ଜ୍ୟୋତିର୍ଲିଙ୍ଗର ରୂପ ରେ ପ୍ରକଟ ହୋଇ ଥିଲେ ତଥା ବ୍ରହ୍ମା ଆଉ ବିଷ୍ଣୁ ତାଙ୍କୁ ସର୍ବ ପ୍ରଥମେ ପୂଜା କରି ଥିଲେ ।

********########********

ମହାଶିବରାତ୍ରୀ ବିଷୟ ରେ 10 ଲାଇନର ରଚନା

10 LINES ON MAHASHIVRATRI IN ODIA

( SET – 2 )

  • ବର୍ଷର 12 ଟା ଶିବରାତ୍ରୀ ମଧ୍ୟରୁ ମହାଶିବରାତ୍ରୀ ସବୁଠୁ ଅଧିକ ଅନ୍ଧକାରମୟୀ ଆଉ ଅଧିକ ଊର୍ଜା ବା ଶକ୍ତି ପ୍ରବାହ କରିବାବାଲା ରାତ୍ରି ଅଟେ ।
  • ଏଇ ମହାଶିବରାତ୍ରୀ ର ତୃତୀୟ କାଳ ବା ତୃତୀୟ ପ୍ରହର ରେ ଭଗବାନ ଶିବ ଏକ – ଏକ ଆଦି ଅନ୍ତ ବିହୀନ ଜ୍ଯୋତି ସ୍ତମ୍ଭ ର ରୂପ ରେ ପ୍ରକଟ ହୋଇ ଥିଲେ ।
  • ଏଇ ଦିନ ସକାଳୁ ଶ୍ରଦ୍ଧାଳୁ / ଭକ୍ତ ହର ହର ମହାଦେବ ଓ ଓମ ନମଃ ଶିବାୟ ର ଜପ କରନ୍ତି ।
  • ଏହା ମାନ୍ୟ ଯେ ଭଗବାନ ଭୋଲେନାଥ ତାଙ୍କର ଭକ୍ତଙ୍କ ପ୍ରତି ବହୁତ ଜଲଦି ପ୍ରସନ୍ନ ହୋଇ ଜାଆନ୍ତି ।
  • ଭଗବାନ ଶିବଙ୍କୁ ଦିବ୍ୟ ବାସ୍ତୁକାର କୁହାଯାଏ ।
  • ଭଗବାନ ଶିବଙ୍କୁ ସୃଷ୍ଟିର ବିନାଶକ ମଧ୍ୟ କୁହା ଯାଏ ଅର୍ଥାତ ଯେବେ ଯେବେ ପୃଥିବୀରେ ଅତ୍ୟାଚାର ଏବଂ ପାପ ବଢେ ସେତେବେଳେ ଭଗବାନ ଶିବ ଅବତାର ରୂପରେ ଆସି ଅତ୍ୟାଚାର ଏବଂ ପାପର ବିନାଶ କରନ୍ତି ।
  • ଭଗବାନ ଶିବଙ୍କ ସାଧୁ ପରି ରୂପ ଆଉ ସାପ , ବିଛା ଇତ୍ୟାଦି କୁ ଭଲ ପାଇବା ମନୁଷ୍ୟ କୁ ତ୍ୟାଗ ଆଉ ଜୀବ ମାତ୍ରେ ଭଲ ପାଇବା ବା ପ୍ରେମ କରିବାର ଶିକ୍ଷା ଦିଏ ।
  • ଏଇ ଦିନ ରାତ୍ରିରେ ଜାଗରଣ କରା ହୁଏ ଆଉ ରାତ୍ରୀ ର ଚତୁର୍ଥ ପ୍ରହରରେ ଶିବ ଙ୍କୁ ପୂଜା କରା ଯାଏ ।
  • କୁହାଯାଏ ଯେ , ଏଇ ଦିନ ମହାଦେବଙ୍କ 64 ( ଚଉଷଠି ) ଜ୍ୟୋତିର୍ଲିଙ୍ଗ ପ୍ରକଟ ହୋଇ ଥିଲେ ଆଉ ଏଥିରୁ କେବଳ 12 ଟା ହିଁ ଦେଖିବାକୁ ମିଳିଛି ।
  • ଶିବଙ୍କ ପରିବାର ରେ – ମହାଦେବ ଶିବ , ମାତା ପାର୍ବତୀ , ଶ୍ରୀ ଗଣେଶ , ଶ୍ରୀ କାର୍ତିକ , ନନ୍ଦୀ ଆଉ ମୁଷକରାଜ ଅଛନ୍ତି ।

********########********

CONCLUSION:

The essential main points have been covered in this 10 Lines On Mahashivratri in Odia in 2 Sets. Hope, it is beneficial to all students as well as to the senior people too. Please feel free to give your valuable feedback.

ALSO PLEASE READ…..

********########*******