Today we are going to know, What is the meaning of Dhanteras in Odia? Odiare Dhanterasr arth kan? This post will be bilingual, (English and Odia ). We will try to understand the meaning of Dhanteras, at the same time for better engagement and clarity on money we will read some Money or Wealth Quotes translated from English to Odia. Also, there are few Ayurveda Quotes translated from English to Odia. Ayuveda Quotes are given as Dhanwantari is considered as the God of Ayurveda. The Hindus will observe Dhanteras on 23rd October 2022, therefore this post What Is The Meaning Of Dhanteras In Odia has been published for information and knowledge.

At the outset, let us take the help of Wikipedia to understand the meaning of Dhanteras in English….

DHANTERAS MEANING FROM WIKIPEDIA

Dhanteras, also known as Dhanatrayodashi, is the first day that marks the festival of Diwali in India. It is celebrated on the 13th day of Krishna Paksha in the Hindu calendar month of Ashwini.

  • Observances- Buying precious metals
  • Date- Sunday,23 October,2022
  • Significance- Celebration of health, wealth and prosperity.
  • Observed by- Hindus
  • Related to- Diwali
  • Also called as- Dhanatryodashi
  • Type of holiday- Religious holiday, Religious celebration.

Now, let us understand in Odia….

ଓଡିଆ ରେ ଧନତେରସ ର ଅର୍ଥ କଣ ?

  • ଧନତେରସ ଶବ୍ଦ ଟି ଦୁଇ ଟି ଶବ୍ଦ ରେ ଗଠିତ – ଧନ, ତା ଅର୍ଥ ହେଲା / ଟଙ୍କା-ପଇସା / ସମ୍ପତି (wealth), ଦୁଇ ନମ୍ବର ଶବ୍ଦ ଟି ହେଲା -ତେରସ , ତାର ଅର୍ଥ ହେଲା ତେର ଦିନ (13th day)। ହିନ୍ଦୁ କାଲେଣ୍ଡର ର ହିସାବ ରେ ଧନତେରସ କାର୍ତିକ ମାସ ର କୃଷ୍ଣ ପକ୍ଷ ର ତ୍ରୋୟଦଶୀ ଦିନ ପଡେ । ଏଇ ଦିନ କୁ ଧନତ୍ରୋୟଦଶୀ (Dhanatroyadashi) ଅଥବା ଧନ୍ଵନ୍ତରୀ (Dhanwantari) Trayodashi ମଧ୍ୟ କୁହା ଯାଏ ।
  • ଧନତେରସ ର ଅର୍ଥ କଣ?

ଧନତେରସ ର ଅର୍ଥ ହେଲା ନିଜ ଟଙ୍କା – ପଇସା / ଧନ କୁ ତେର ଗୁଣ ବଢେଇବା, ଆଉ ବୃଦ୍ଧି କରିବାର ଦିନ ଟା ହେଲା ଧନତେରସ ର ଦିନ । ଏଇ ଦିନ ସମୁଦ୍ର ମନ୍ଥନ ରେ ଭଗବାନ ଧନ୍ଵନ୍ତରୀ ଙ୍କ ଜନ୍ମ ହୋଇଥିଲା, ଯିଏ ନିଜ ସହିତ ଅମୃତ ର କଳସ ଆଉ ଆୟୁର୍ବେଦ ଆଣିକି ପ୍ରକଟ ହୋଇ ଥିଲେ । ସେ ହେଉଛନ୍ତି Father of Ayurveda

  • ଧନତେରସ କାହିଁକି ପାଳନ କରା ଯାଏ?

ଶାସ୍ତ୍ରଙ୍କ ମୁତାବିକ, ସମୁଦ୍ର ମନ୍ଥନ ର ସମୟ ରେ କାର୍ତିକ ମାସର କୃଷ୍ଣ ପକ୍ଷ ର ତ୍ରୋୟଦଶୀ ରେ ଭଗବାନ ଧନ୍ଵନ୍ତରୀ ହାତ ରେ ଅମୃତ କଳସ ନେଇ ସମୁଦ୍ର ରୁ ପ୍ରକଟ ହୋଇ ଥିଲେ । ଭଗବାନ ଧନ୍ଵନ୍ତରୀ ଙ୍କୁ ଭଗବାନ ବିଷ୍ଣୁ ଙ୍କ ଅବତାର ବୋଲି ମାନନ୍ତି। ଭଗବାନ ଧନ୍ଵନ୍ତରୀ ଙ୍କ ପ୍ରକଟ ହେବାର ଉପଲକ୍ଷେ ହିଁ ହିନ୍ଦୁ ଧର୍ମ ରେ ଧନତେରସ ର ଉତ୍ସବ ପାଳନ କରା ଯାଏ । ଏଇ ପର୍ବ ଟଙ୍କା-ପଇସା / ଧନ ତଥା ସ୍ୱାସ୍ଥ୍ୟ ର ସହିତ ମଧ୍ୟ ଜଡିତ । ଧାନତେରସ ରେ ଟଙ୍କା-ପଇସା / ଧନ ପାଇଁ କୁବେର ଙ୍କୁ ପୂଜା କରା ଯାଏ, ମା ଲକ୍ଷ୍ମୀ ଙ୍କୁ ପୂଜା କରା ଯାଏ, ଆଉ ଆରୋଗ୍ୟ ପାଇଁ ଧନ୍ଵନ୍ତରୀ(God of Ayurveda) ଙ୍କ ପୂଜା କରା ଯାଏ ।

ଏଇ ଦିନ ମୂଲ୍ୟବାନ ଧାତୁ, ନୂଆ ବାସନ, ଆଉ ଆଭୁଷଣ ଇତ୍ୟାଦି କିଣି ବାର ବିଧାନ / ନିୟମ ଅଛି ।

ଧନତେରସ ର ଦିନ ବାହନ, ଘର, ସମ୍ପତି, ସୁନା,ରୂପା, ବାସନ, ଲୁଗା – ପଟା, ଧନିଆ, ଝାଡୁ ଇତ୍ୟାଦି କିଣି ବାର ମହତ୍ଵ ଅଛି । ଏଇ ଦିନ ସମସ୍ତେ ଶୁଭ ମୁହୂର୍ତ ରେ ଏଇ ସବୁ ଜିନିଷ କିଣନ୍ତି ।

ଧନତେରସ ର ଦିନ ଜମରାଜା (God of Death) ଙ୍କୁ ମଧ୍ୟ ରାତିରେ ପୂଜା କରା ଯାଏ । ଅକାଳ ରେ ଘରର ଲୋକଙ୍କ ମୃତ୍ୟୁ ନ ହେଉ । ସେଥି ପାଇଁ ଜମରାଜା ଙ୍କ ପାଇଁ ଦୀପ ଜଳେଇ ଦିଆ ଯାଏ ।

This festival gives due importance to Money/Wealth and Health….

For better understanding of Money / Wealth. Let us read few Quotes in Odia, translated from English.

MONEY / WEALTH QUOTES ….

QUOTE-1-Many folks think they aren’t good at earning money, when what they don’t know is how to use it. …. FRANK HOWARD CLARK

IN ODIA-ବହୁତ ଲୋକ ଭାବନ୍ତି ସେମାନେ ଟଙ୍କା-ପଇସା ଅର୍ଜନ କରିବାରେ ଭଲ ନୁହନ୍ତି, ଯେତେବେଳେ କି ସେମାନେ ଏହା ଜାଣନ୍ତି ନାହିଁ ଯେ ଟଙ୍କା-ପଇସା ର ଉପଯୋଗ କେମିତି କରା ଯିବ । ….. FRANK HOWARD CLARK

QUOTE-2-It’s not your salary that makes you rich, it’s your spending habit. …. CHARLES A. JAFFE

IN ODIA-ଆପଣଙ୍କ ବେତନ / ଦରମା ଆପଣଙ୍କୁ ଧନୀ କରେ ନାହିଁ, ଆପଣଙ୍କ ଖରଚ କରିବାର ଅଭ୍ଯାସ କରେ । ….CHARLES A. JAFFE

QUOTE-3-It is a waste of money to help those who show no desire to help themselves. …. TAYLOR CALDWELL

IN ODIA-ଯେଉଁ ମାନେ ନିଜର ସାହାଯ୍ୟ କରିବାର ଇଚ୍ଛା ରଖନ୍ତି ନାହିଁ ଏମିତି ଲୋକଙ୍କୁ ସାହାଯ୍ୟ କରିବା ପଇସାର ବରବାଦ / ନଷ୍ଟ ଅଟେ । ….TAYLOR CALDWELL

QUOTE-4-If women didn’t exist, all the money in the world would have no meaning. …. ARISTOTLE ONASIS

IN ODIA-ଯଦି ମହିଳାଙ୍କ ଅସ୍ତିତ୍ଵ ନ ଥାଆନ୍ତା, ଏଇ ଦୁନିଆ ରେ ସମସ୍ତ ଧନ – ଦୌଲତ ର କିଛି ଅର୍ଥ ରହନ୍ତା ନାହିଁ । ….ARISTOTLE ONASIS

QUOTE-5-If saving money is wrong. I don’t want to be right. …. WILLIAM SHATNER

IN ODIA-ଯଦି ପଇସା ବଞ୍ଚେଇବା ଭୁଲ ଅଟେ । ମୁଁ ଠିକ ହେବାକୁ ଚାହେଁନା । …. WILLIAM SHATNER

QUOTE-6-So you think that money is the root of all evil.Have you ever asked what is the root of all money? …. AYN RAND

IN ODIA-ତାହେଲେ ଆପଣ ଭାବନ୍ତି ଯେ ସବୁ ଅମଙ୍ଗଳ / ଅଶୁଭ ର କାରଣ ଟଙ୍କା ଅଟେ । କଣ ଆପଣ କେବେ ପଚାରିଛନ୍ତି କି ସବୁ ଟଙ୍କା – ପଇସା ର ମୂଳ କଣ ? ….AYN RAND

QUOTE-7-The lack of money is the root of all evil. …. MARK TWAIN

IN ODIA-ଟଙ୍କା – ପଇସା ର ଅଭାବ ହିଁ ସବୁ ପାପ ର ମୂଳ କାରଣ ଅଟେ । (ଟଙ୍କା – ପଇସା ର ଅଭାବ ହିଁ ସବୁ ଅମଙ୍ଗଳ ର ମୂଳ) । ….MARK TWAIN

QUOTE-8-Men makes counterfeit money; in many more cases, money makes counterfeit men. …. SYDNEY J. HARRIS

IN ODIA-ମଣିଷ ନକଲି ଟଙ୍କା – ପଇସା ବନାଏ , ବହୁତ କ୍ଷେତ୍ର ରେ ଟଙ୍କା ନକଲି ମଣିଷ କୁ ବନାଏ । ….SYDNEY J. HARRIS

QUOTE-9-Honesty is the best policy – when there is money in it. …. MARK TWAIN

IN ODIA-ନିଷ୍କପଟତା / ସତ୍ୟବାଦିତା ସର୍ବତ୍ତମ ନୀତି ଅଟେ – ଯେବେ ଏଥିରେ ପଇସା ଥାଏ । ….MARK TWAIN

QUOTE-10-Friendhip is like money, easier made than kept. …. SAMUEL BUTLER

IN ODIA-ବନ୍ଧୁତ୍ଵ ପଇସା ପରି ଅଟେ, ସହଜରେ ବନେଇ ହୁଏ ରଖି ହୁଏନା (ସହଜରେ ବନେଇ ହୁଏ ନିଭେଇ ହୁଏନା ) …. SAMUEL BUTLER

QUOTE-11-Do what you love and money will follow. …. MARSHA SINETOR

IN ODIA-ତାହା କର ଯାହା ତୁମେ ଭଲ ପାଅ ଆଉ ପଇସା ତୁମ ପଛେ ପଛେ ଗୁଡେଇବ …..। …. MARSHA SINETOR

QUOTE-12-Aman is usually more careful of his money than of his principles. …. OLIVER WENDELL HOLMES Jr.

IN ODIA-ସାଧାରଣତଃ ମଣିଷ ନିଜର ସିଦ୍ଧାନ୍ତ ଅପେକ୍ଷା ନିଜର ପଇସା ପ୍ରତି ଅଧିକ ସଚେତ ରୁହେ / ଅଧିକ ଯତ୍ନ ନିଏ । …. OLIVER WENDELL HOLMES Jr.

QUOTE-13-Don’t stay in bed, unless you can make money in bed. …. GEORGE BURNS

IN ODIA-ବିଛଣା ରେ ପଡି ରୁହ ନାହିଁ, ଯେତେବେଳ ପର୍ଜନ୍ତ ତୁମେ ବିଛଣା ରେ ପଡି ପଡି ପଇସା ନ କମେଇ ପାର / ପଇସା ନ ଉପାର୍ଜନ କରି ପାର । …. GEORGE BURNS

QUOTE-14-All riches have their origin in mind. Wealth is in ideas – not money. …. ROBERT COLLIER

IN ODIA-ସବୁ ଧନ ର ଉତ୍ପତି ମଶତିଷ୍କ ରୁ ହୁଏ । ସମ୍ପତି/ ଦୌଲତ ବିଚାର ରେ ଅଛି / ଅଦ୍ଭୁତ କଳ୍ପନା ରେ ଅଛି – ପଇସାରେ ନୁହେଁ । …. ROBERT COLLIER

QUOTE-15-A wise man should have money in his head, but not in his heart. …. JONATHAN SWIFT

IN ODIA-ଏକ ବୁଦ୍ଧିମାନ ବ୍ୟକ୍ତି ର ମଶତିଷ୍କ ରେ ପଇସା ରହିବା ଉଚିତ, ତା ହୃଦୟ ରେ ନୁହେଁ । ….JONATHAN SWIFT

**********<><><>**********

AYURVEDA QUOTES IN ODIA

QUOTE-1-The great thing about Ayurveda is that its treatment always yield side benefits, not side effects. …. SUBHRA KRISHNA

IN ODIA-ଆୟୁର୍ବେଦ ବିଷୟରେ ସବୁଠୁ ବଡ କଥା ହେଲା ଯେ ତାର ଉପଚାରରୁ ସବୁବେଳେ ସାଇଡ ବେନିଫିଟ ମିଳେ, ସାଇଡ ଇଫେକ୍ଟ ମିଳେ ନାହିଁ । …. SUBHRA KRISHNA

QUOTE-2-Ayurveda teaches us to cherish our innate-nature- “to love and honor who we are”, not as what people think or tell us, “who we should be”. …. PRANA GOGIA

IN ODIA-ଆୟୁର୍ବେଦ ଆମକୁ ଆମର ସହଜ – ପ୍ରାକୃତିକ ପୋଷଣ କରିବା ଶିଖାଏ – “ଆମେ ଯାହା ଅଟୁ ତାକୁ ପ୍ରେମ କରିବା ତାକୁ ସମ୍ମାନ କରିବା “, ଏମିତି ନୁହଁ ଯେ ଯେମିତିକି ଲୋକ ଭାବନ୍ତି ବା କହନ୍ତି, “ଆମକୁ କଣ ହେବା ଉଚିତ / ଦରକାର “। …. PRANA GOGIA

QUOTE-3-Ayurveda is a sister philosophy to yoga. It is the science of life, or longevity and it teaches about the power and the cycles of nature, as well as the elements. …. CHRISTY TURLINGTON

IN ODIA-ଆୟୁର୍ବେଦ ଯୋଗ ର ସିସ୍ଟର ଫିଲସଫି ଅଟେ । ଏହା ଜୀବନ ର ବିଜ୍ଞାନ, ବା ଦୀର୍ଘାୟୁ ହେବା ର ବିଜ୍ଞାନ ଅଟେ । ଆଉ ଏହା ଆମକୁ ପ୍ରକୃତି ର ଶକ୍ତି, ଚକ୍ର, ଆଉ ତତ୍ଵ ଙ୍କ ବିଷୟ ରେ ଶିଖାଏ । ….CHRISTY TURLINGTON

QUOTE-4-When diet is wrong, medicine is of no use; when diet is correct , medicine is of no need. …. AYURVEDIC PROVERB

IN ODIA-ଯେବେ ଆହାର ଭୁଲ ହୁଏ, ଔଷଧ କିଛି କାମର ନୁହେଁ ; ଯେବେ ଆହାର ସଠିକ, ତେବେ ଔଷଧ ର ନାହିଁ ଦରକାର । …. AYURVEDIC PROVERB

QUOTE-5-No medicine can compensate for unhealthy living. …. RENU CHAUDHURY

IN ODIA-ଅସ୍ଵାସ୍ଥ୍ୟକର ଜୀବନ ନିର୍ବାହ କଲେ କୌଣସି ଔଷଧ ବି କ୍ଷତିପୁର୍ତି କରି ପାରିବ ନାହିଁ । …. RENU CHAUDHURY

QUOTE-6-Ayuveda teaches us to love “as is”- not as we think “people should be”. …. LISA

COFFEY

IN ODIA-ଆୟୁର୍ବେଦ ଆମକୁ ଶିଖାଏ ଭଲ ପାଇବାକୁ “ଯେମିତି ଅଛି ସେମିତି”- ନା କି ଯେମିତି ଲୋକଙ୍କ ବିଷୟରେ ଆମେ ଭାବୁଛୁ “ହେବା ଉଚିତ ସେମିତି” । …. LISA COFFEY

CONCLUSION:-

In conclusion, it can be said that Dhanteras is an important festival. We can call it a part of Diwali festival.

ବହୁତ କିଛି ଜଣେଇ ଦିଆ ଗଲାଣି । ତଥାପି ଆଉ କିଛି ଜଣେଇ ଦେଉଛି ….

  • ଧନତେରସ ର ଉତ୍ସବ ଆଲୋକ ପର୍ବ ଦୀପାବଳି ର ଦୁଇ ଦିନ ପୂର୍ବ ରୁ ପାଳନ କରା ଯାଏ ।
  • ଧନତେରସ ର ଉତ୍ସବ ଦୀପାବଳି ମହାପର୍ବ ର ଆରମ୍ଭ ର ପ୍ରଥମ ଦିନ ଅଟେ ।
  • ଧନତେରସ ଦିନ ସକାଳେ ଗଙ୍ଗା ସ୍ନାନ କଲେ ବହୁତ ଫଳଦାୟୀ ହୁଏ
  • ଏଇ ପର୍ବ ସମୃଦ୍ଧି ଆଉ ସୌଭାଗ୍ୟ ର ପର୍ବ ଅଟେ ।
  • ଲୋକେ ନିଜର ଘର ଦ୍ଵାର ସଫା ସୁତୁରା କରି ନାନା ରଙ୍ଗ ର ରଙ୍ଗୋଲି ଓ ଝାଲର ରେ ସଜାନ୍ତି ।

ମୋର ଆଶା ଓ ବିଶ୍ଵାସ, ଏଇ ପୋଷ୍ଟ ଟା ନିଶ୍ଚୟ ଭଲ ଲାଗି ଥିବ। ଯଦି କିଛି ଭୁଲ ଭ୍ରାନ୍ତି ହୋଇଛି, ଦୟା କରି comment ଦ୍ଵାରା ଜଣେଇବେ ।

Also Please Read….

********&&&&&&********