Hearty welcome to Durga Puja wishes in Odia. These Durga Puja wishes are written by me in the form of short poem. Wishes in odia are written to express good feelings for friends, relatives and dear ones.

The Durgaa Puja wishes speak about the glory of Maa Durga, her achievements as a warrior goddess. Also, these wishes depict the the kindness and toughness of Maa Durga.

This most popular Hindu festival is celebrated during late September or early October months. As per Hindu calendar it falls in the month of Ashwin.

Durga Puja is celebrated through out India. But it is celebrated with much pump and show in Eastern India. People wear new clothes, enjoy food and sweets. Visit the houses of friends, relatives. Also go out to visit new places on excursion.

This Puja time is enjoyable and relaxing time. Please read 15 wishes in the form of poem.

( 1 )

ଜୟ ମାଁ ଦୂର୍ଗା

ଏଇ ଦୂର୍ଗା ପୂଜାରେ ….

ମାଁ ଦୂର୍ଗାଙ୍କର ଆଶୀର୍ବାଦର ହେଉ ବର୍ଷା ।

ମଙ୍ଗଳ ହେଉ – ଆନନ୍ଦ ମିଳୁ

ଉଲ୍ଲସିତ ହୁଅନ୍ତୁ ଆପଣ ଓ ଆପଣକ ପରିବାର

ତଥା

ଆମ ଦେଶର ଆବାଳ ବୃଦ୍ଧ ବନିତା ।

ଜୟ ମାଁ ଦୂର୍ଗା

ଜୟ ମାଁ ଦୂର୍ଗା ।

( 2 )

ଏଇ ନବ ରାତ୍ରିରେ …

ଏଇ ନବ ରାତ୍ରିରେ

ନଅ ଦିନ ଓ ନଅ ରାତି

ଦେଉ ଜୀବନରେ ଅଧିକ ଗତି ।

ଆଶୀର୍ବାଦ ମିଳୁ ମାଁ ଦୂର୍ଗାଙ୍କର

ଭଲ ସ୍ୱାସ୍ଥ୍ୟ ଓ ସୌଭାଗ୍ୟର ଶୁଭାରମ୍ଭ ହେଉ

ଉନ୍ନତି ଓ ପ୍ରଗତିର ପଥ ଖୋଲି ଜାଉ

ଜୟ ମାଁ ଦୂର୍ଗା

ଜୟ ମାଁ ଦୂର୍ଗା ।

( 3 )

ଏଇ ନବ ରାତ୍ରି ରେ ….

ନଅ ରୂପର ଦୂର୍ଗା ମାଁ

ଦିଅ ଅନେକ ରୂପର ଆଶୀର୍ବାଦ

ଆମ ସମସ୍ତଙ୍କୁ ଓ ଆମ ବନ୍ଧୁ ବାନ୍ଧବଙ୍କୁ ।

ଦିଅ ଯଥେଷ୍ଟ ସୁନାମ

ଚହଳ ପଡି ଜାଉ ଆମର ନାମ

ଧନ ସମ୍ପତି ର ହେଉ ବର୍ଷା

ସଫଳତା ଓ ସମୃଦ୍ଧି ମିଳୁ ଅନେକ ।

ଜ୍ଞାନ ,ସୁନ୍ଦର ସ୍ଵାସ୍ଥ୍ୟ, ଆନନ୍ଦ ଓ କ୍ଷମତାର

ହେଉ ନବ ଉଦୟ

ସନଯତର ସହକାରେ ବଚନବଦ୍ଧତାର ହେଉ ପାଳନ

ଜୟ ମାଁ ଦୂର୍ଗା …ହେଉ ତୁମର ଜୟ

କରି ଦିଅ ଆମର ମଧ୍ୟ ଜୟ ଜୟ , ମୟ ମୟ ।

( 4 )

ଏଇ ଦୂର୍ଗା ପୂଜା କୁ

ଚଲାନ୍ତୁ ପାଳନ କରିବା ….

ହର୍ଷ ଉଲ୍ଲାସରେ ….

ଭଲ ର ଖରାପ ଉପରେ ବିଜୟ

ମାନବତା ବା ମନୁଷ୍ୟତାର ବିଜୟ

ସତ୍ୟତା ର , ଔଚିତ୍ୟ ର ବିଜୟ

ଆଶୀର୍ବାଦ ଦିଅନ୍ତୁ ମାଁ ଦୂର୍ଗା ସମସ୍ତଙ୍କୁ ।

ଆମେ କହିବା

ଜୟ ମାଁ ଦୂର୍ଗା – ଦୂର୍ଗା ମାଁ ର ଜୟ

ଆପଣଙ୍କର ମଧ୍ୟ ହେଉ ଜୟ ।

( 5 )

ଏଇ ଦୂର୍ଗା ପୂଜା ରେ ….

ମାଁ ଦୂର୍ଗା ନେଇ ଆସ ଆମ ଜୀବନେ

ହସ ଖୁସି ର ନୂଆ ରଙ୍ଗ ।

ଶିଖେଇ ଦିଅ …..

ସମୃଦ୍ଧି ଓ ସଫଳତା ର ନୂଆ କୌଶଳ।

ଧନ୍ଯ ହେଇ ଜାଉ ଆମ ଜୀବନ

ତୁମ ଚରଣେ ରହୁ ଆମ ମନ

ଉନ୍ନତି ର ପଥେ- ଗତିମାନ ହେଉ ଏ ଜୀବନ

ସମସ୍ତେ ମିଶି କହିବା …

ଜୟ ମାଁ ଦୂର୍ଗା

ସୁମଙ୍ଗଳ ହେଉ ଆମ ଦୂର୍ଗା ପୂଜା ।

( 6 )

ଶୁଭ ଦୂର୍ଗା ପୂଜା ….ସମସ୍ତଙ୍କୁ …..

ହଁ – ଜେବେ ଜେବେ ତୁମକୁ ମନେ ପକଉ ଆମେ ମାଁ

ତୁମେ କୁଣ୍ଢେଇ ନେଇ

ସାହାଜ୍ଯ ଦିଅ ମାଁ ।

ଏଇ କଳି ଯୁଗ ରେ

କାହାକୁ କେମିତି ଭରସା କରିବା ?

ତୁମ ନାମ ନେଇ

ତୁମ ଆଶୀର୍ବାଦ ପାଇ

ଆମେ ନିଶ୍ଚୟ ଆଗେଇ ଯିବା ।

(7 )

ଦେବୀ ମାଁଙ୍କ ଆଗମନ ହେଉ ତୁମ ଘରକୁ

ଖୁଶି ଉଚ୍ଛିଳି ପଡୁ ତୁମ ଘରେ

ଦୁଖ କଷ୍ଟ ରହୁ ଦୂରେ ଦୂରେ ।

ଏଇ ଦୂର୍ଗା ପୂଜା ର ଅନେକ ଅନେକ ଶୁଭ କାମନା

ମାଁ ଦୂର୍ଗା ଙ୍କ ଆଶୀର୍ବାଦ ପାଅ ତୁମେ

ହସ ଖୁସି ରେ ଜୀବନ ଯାପନ କର ତୁମେ ।

( 8 )

ମାଁ – ଲାଲ ରଙ୍ଗର ଚୂନିରୀରେ

ସଜା ହେଇଛି ତୁମ ଦରବାର

ମନ କରୁଛି କରିବାକୁ

ତୁମ ଦର୍ଶନ ବାରମ୍ବାର ।

ତୁମ ଆଶୀର୍ବାଦ ମିଳୁ ସମସ୍ତଙ୍କୁ

ଶ୍ରଦ୍ଧାଳୁଙ୍କ ମନ ହେଉ ହର୍ଷିତ

ଏ ସଂସାର ହେଉ ପୁଲକିତ

ତୁମ ଦୟା ରୁ ବର୍ଷ ସାରା

ଆମ ଚଳା ପଥ ହେଉ ପୁଷ୍ପିତ

ଆମ କୁ ସବୁବେଳେ କରି ରଖ ଉତ୍ସାହିତ ।

( 9 )

ଦେଉଛି ଶୁଭେଚ୍ଛା ନବ ରାତ୍ରି ଓ ଦୂର୍ଗା ପୂଜା ର

ତା ସହିତ କହିବି ଚାଲ ମାଁଙ୍କୁ ପ୍ରାର୍ଥନା କରିବା ….

ମାତା ରାଣୀ ତୁମ ବରଦାନ ମିଳୁ

ତା ସହିତ ମିଳୁ ଯଥେଷ୍ଟ ସ୍ନେହ ଓ ଶ୍ରଦ୍ଧା ।

ମାଁ ତୁମ ଚରଣ ତଳେ ରହିବାକୁ ମନ ଜୀବନ ସାରା

ମାଁ ତୁମ ଆଶୀର୍ବାଦ ମିଳୁ ଆମ ସମସ୍ତଙ୍କୁ ଜୀବନ ସାରା ।

ତୁମ ଦୟା ଦୃଷ୍ଟିରୁ ….

ଏଇ ପୃଥିବୀ ରେ ଆସୁ ନୂଆ ବୀରତା

ଅମଙ୍ଗଳ ଶକ୍ତି ର ହେଉ ନିପାତ

ରଚନାତ୍ମକ ହେଉ ଏ ଜଗତ

ଧୈର୍ଯ୍ୟ ଶକ୍ତି ବଢୁ ସମସ୍ତଙ୍କ

ଶାନ୍ତି – ମୈତ୍ରୀ ଓ ବନ୍ଧୁତ୍ଵ ର ରାସ୍ତା ହେଉ ପ୍ରଶସ୍ତ

ଏ ପୃଥିବୀ ଆମର ହେଉ ଉନ୍ନତ ।

( 10 )

ମାଁ ତୁମେ ଅଛ ବୋଲି ଆମେ ଅଛୁ ମାଁ

ତୁମ ଆଶୀର୍ବାଦ ନ ପାଇଲେ ଆମେ ତୁଚ୍ଛ ମାଁ

ମାଁ ଦୟା – ଦ୍ରୁଷ୍ଟି ରହୁ ତୁମର ସଦା

ମାଁ ଦୁର୍ଗେ – ତୁମ ଆଶୀର୍ବାଦ ମିଳୁ ସଦା ସର୍ବଦା ।

( 11 )

ପାଦ କୁ ଅଳତାର ରଙ୍ଗ ରେ ରଙ୍ଗେଇ

ଆସିଛନ୍ତି ମାଁ ତୁମ ଘର କୁ ଭାଇ

ମାଁ ଙ୍କ ସମ୍ମାନ ରେ କର ଜାହା କରି ପାରିବ

ମାଁଙ୍କଠୁ ଆଶୀର୍ବାଦ ନିଅ ଜେତେ ନେଇ ପାରିବ …

ମୋ ତରଫରୁ ଶୁଭେଚ୍ଛା ନିଅ …

ମନ କୁ ସବଳ କରି ଭଲ କାମ କରି ଜାଅ ।

( 12 )

ଶୁଭ କାମନା ଦେଉଛି ଦୂର୍ଗା ପୂଜାର

ଗ୍ରହଣ କର …. ଗ୍ରହଣ କର ….

ଚାଲ …. ମିଳିମିଶି ମାଁ ଙ୍କ ଗୁଣ ଗାନ କରିବା

ମାଁ ଙ୍କ ପୂଜା ଅର୍ଚନା କରିବା ।

ମାଁ ତୁମେ ଆମ୍ବେ – ତୁମେ ବୈଷ୍ଣଦେବୀ, ବୈଷ୍ଣ ବାଲି

ମାଁ ତୁମେ ସଙ୍କଟ ହରିବା ବାଲି

ମାଁ ତୁମେ ଦୁଖ ମିଟେଇବା ବାଲି ।

ମାଁ ଆମେ ତୁମକୁ ମନେ ପକାଉ

ଆମେ ମାଁ ତୁମ ସନ୍ତାନ

ତୁମ ଭକ୍ତି ରେ ରହୁ ଆମେ ଲୀନ

ତୁମ ଦୟା, ଆଶୀର୍ବାଦ ଶର୍ବଦା ମିଳୁ

ଆମ ମନ ରେ ମାନବ ଜାତିର ମଙ୍ଗଳ ପାଇଁ

ଉତ୍ତ୍ସାହିତ ତୁମ ଠୁ ହିଁ ମିଳୁ ।

( 13 )

ଶୁଭେଚ୍ଛା ର ସହିତ ….

ଏଇ ଦୂର୍ଗା ପୂଜାରେ କହିବି

ଜଳୁ ନୂଆ ଦୀପ

ଫୁଟୁ ନୂଆ ଫୁଲ

ଆମ ଜୀବନର ନୂଆ ନୂଆ ଆଶା ସବୁକୁ

ପୂର୍ଣ କରନ୍ତୁ ମା ଦୂର୍ଗା

ଉତ୍ସାହିତ କରନ୍ତୁ ମା ଦୂର୍ଗା ।

ଉତ୍କୃଷ୍ଟ ମଣିଷ ରୂପେ ଗୋଢି ତୋଳନ୍ତୁ ମାଁ ଦୂର୍ଗା

ପୁଣି ଥରେ….

ଶୁଭେଚ୍ଛା…. ଦୂର୍ଗା ପୂଜାର ଶୁଭେଚ୍ଛା ।

( 14 )

ହଜି ଜାଉ – ଉଡି ଜାଉ

ଦୁଖ କଷ୍ଟ ତୁମ ଜୀବନରୁ ।

ଶୁଭ ଦ୍ରୁଷ୍ଟି ପଡୁ ମାଁ ଦୂର୍ଗାଙ୍କର

ହସ ଖୁସି ର ଜୀବନ ଯାତ୍ରା

ପୁଣି ଥରେ ଶୁଭାରମ୍ଭ ହେଉ ତୁମ ଜୀବନର।

ମୁଁ ମଧ୍ୟ ଦେଉଛି ତୁମକୁ

ଅନେକ ଅନେକ ଶୁଭେଛାର ଫୁହାର ।

( 15 )

ଦେଉଛି ସମସ୍ତଙ୍କୁ ଦୂର୍ଗା ପୂଜାର ଶୁଭେଚ୍ଛା

ଚାଲ … ମାଁଙ୍କୁ ଶ୍ରଦ୍ଧା ର ସହିତ ମନେ ପକେଇବା ….

ମାଁ….

ମାଁ …. ତୁମେ ହିଁ ପୃଥିବୀ, ତୁମେ ହିଁ ଗଗନ

ତୁମ ଆରତୀ ରେ ରହୁ ଆମ ମନ ।

ତୁମ ସମ୍ମାନ ରେ ଆଜି ପୃଥିବୀ ମଗନ

ତୁମ ଆଶୀର୍ବାଦ ପାଇବା ପାଇଁ ଉତ୍କଣ୍ଠିତ ଜନଗଣ ।

ହେ! ମାଁ ଦୂର୍ଗା ଆସ ……

ଦିଅ ନୂଆ ବିଶ୍ବାସ

ପୃଥିବୀ ହେଇ ଉଠୁ ଦୟାବାନ ଓ ଗୁଣବାନ

ଆମେ ସମସ୍ତେ ମିଶି କରିବୁ ତୁମ ଜୟ ଗାନ।

ଜୟ ମାଁ ଦୂର୍ଗା – ଜୟ ମାଁ ଦୂର୍ଗା

କର ଜଗତରୁ ଦୁଷ୍ଟଙ୍କ ନିପାତ ।

 

CONCLUSION:-

Hope, you have enjoyed and liked the Durga Puja wishes in Odia. The wishes might have re – charged you. You might have felt the blessings of Maa Durga after reading the wishes in short poetry form.

In India we have many festivals for different purposes. But, the main purpose is to build a community feeling, we feeling and to bring about the bonding among people.

Let us celebrate different festivals with right spirit and re – enforce the traditional value of our society. We should always be for better understanding and improve relation among various segments of our society.

May I request you to please give your valuable feedback.

ALSO PLEASE READ……