Hearty welcome to Good Morning Messages In Odia For ( November ). This is my fifth post for Good Morning Messages in Odia. I feel very much happy to write the messages in poetry form and send them to my friends, relatives, and near and dear ones.

My main aim is to encourage, motivate and give some direction to start the day. It is also my intention that all people should bring positive energy, zeal and enthusiasm early in the morning.

Again it is worth while to repeat that my friends and my people should have a clear road map for their life. They should clearly know where they want to go and what they have to do.

I think my Good Morning Messages In Odia can be of great help. Let us all bear in mind that small, small positive and useful steps everyday will add up for a big successful journey in our life.

 

( 1 )

ଶୁଭ ସକାଳ

ହୃଦୟ ତୁମର

ଫୁଲ ଠୁ ବି ସୁନ୍ଦର ।

ମହକୁ ସବୁବେଳେ ମହକୁ

ପ୍ରତ୍ୟେକ ଦିନ – ପ୍ରତ୍ୟେକ ଦିନ

GOOD MORNING

( 2 )

ଶୁଭ ସକାଳ

ଭାବି ନିଅ ଆଜିର ଦିନ ଟି ଶୁଭ

ମାନି ନିଅ ଆଜିର ଦିନ ଟି ଶୁଭ

ସ୍ଵୀକାର କର ଆଜିର ଦିନ ଟି ଶୁଭ

ଦେଖିବ ….

ଜାହାବି କରିବ ଆଶଚର୍ଯ୍ୟଜନକ ଫଳ ମିଳିବ

ତୁମକୁ ନିଶ୍ଚୟ ଉତତ୍ସାହିତ କରିବ ।

GOOD MORNING

( 3 )

ଶୁଭ ସକାଳ

ପ୍ରତ୍ଯେକ ସକାଳ – ହସ – ଖୁଶି ନେଇ ଆସୁ

ପରିଶ୍ରମ କରିବାର ବଳ ନେଇ ଆସୁ ।

ଏମିତି ଖାସ ସକାଳ ….

ତୁମ ଜୀବନରେ ପ୍ରତ୍ଯେକ ଦିନ ଆସୁ

ଏଇ ଆଶୀର୍ବାଦ ଭଗବାନ ଦିଅନ୍ତୁ ତୁମକୁ

ସ୍ଵାଗତ କର ଏମିତି ନୂଆ ସକାଳକୁ ।

GOOD MORNING

( 4 )

ଶୁଭ ସକାଳ

ସୂର୍ଯ୍ୟ ଉଦୟ ନିଶ୍ଚୟ ହେବ

ଝରଣା ଝରି ଝରି ତଳେ ଖସିବ

ମଣିଷକୁ କଣ କରିବାକୁ ପଡିବ?

ଏହାର ନିର୍ଣୟ ନିଜକୁ / ତୁମକୁ ହିଁ ନେବାକୁ ପଡିବ ।

ମଣିଷ ସର୍ବ ଶ୍ରେଷ୍ଠ ପ୍ରାଣୀ ଏଇ ଜଗତର

ଭାବି ଚିନ୍ତି ସୁକର୍ମ କରିବାକୁ ପଡିବ ।

GOOD MORNING

( 5 )

ଶୁଭ ସକାଳ

ସ୍ଵାଗତ କର ଏଇ ନୂଆ ସକାଳ

ସବୁବେଳେ ରଖ ମନ ନିର୍ମଳ

ଆବ୍ରାହମ ଲିଂକନ ହାରି – ହାରି ଜିତି ଥିଲେ ।

ତୁମ କୁ ହେବାକୁ ପଡିବ ବାଜିଗର

ମାରିବ ବାଜି

ଜିତିବ ନିଶ୍ଚୟ ।

GOOD MORNING

( 6 )

ଶୁଭ ସକାଳ

ଆଣ ଭଲ ଚିନ୍ତାଧାରା

ଆଣ ଭଲ ବିଚାର

ନିର୍ମଳ ମନ ନେଇ ଆଗେଇ ଚାଲ ….

ପଥରେ ରହିବ ନାହିଁ କଣ୍ଟା

ହାଲ୍କା ଲାଗିବ ମନଟା ।

GOOD MORNING

( 7 )

ଶୁଭ ସକାଳ

ଆପଣଙ୍କୁ ଜଣା – ମତେ ମଧ୍ୟ ଜଣା

ପ୍ରତ୍ୟେକ ଦିନ ସମାନ ହୁଏ ନାହିଁ

କେବେ ଖରା ତ କେବେ ଛାଇ ମିଳେ ।

ହଁ – ସେମାନଙ୍କୁ ତାଙ୍କ କାମ କରି ବାକୁ ଦିଅ

ତୁମେ ନିଜ କାମ କର

ଉତ୍ତମ ରୂପେ କର

ନିଜେ ନିଜକୁ ଖୁଶି ରଖ

ନିଜେ ନିଜକୁ ସାବାସି ଦିଅ ।

GOOD MORNING

( 8 )

ଶୁଭ ସକାଳ

ଆଶା – ଆଉ – ନିରାଶା

ତାଙ୍କ ମଧ୍ୟେ ହୁଏନି ପ୍ରତିଦ୍ୱନ୍ଦିତା

କେବଳ ସେମାନେ ଦେଖନ୍ତି

ତୁମେ କାହାକୁ ବାଛି ନେଉଛ

ହଁ

ତୁମେ ଯାହା ବାଛିବ

ତୁମେ ତାହା ହିଁ ପାଇବ ।

GOOD MORNING

( 9 )

ଶୁଭ ସକାଳ

ଜୀବନ ସରଳ ନୁହେଁ

ସଂଘର୍ଷ କରିବାକୁ ପଡେ

ବିନା ସଂଘର୍ଷ ରେ ପାଇଥିବା ଆରାମ

ଏତେ ମଜା ଦିଏ ନାହିଁ ….

ସଂଘର୍ଷ ନ ଥିଲେ ଜୀବନରେ

ଖାସ କାହାଣୀ ଥାଏନି

ମଜା ଆସେନି ।

ସଂଘର୍ଷ କରି ଜୀବନ କୁ ସଫଳ କର ।

GOOD MORNING

( 10 )

ଶୁଭ ସକାଳ

ସମୟ ଆଉ ସଫଳତାର

ସମ୍ପର୍କ ଅତି ଗଭୀର

ସମୟ କୁ ଠିକ ଭାବେ ଉପଯୋଗ କରିଲେ

ଲକ୍ଷ୍ୟ ଭେଦିବ ଆପଣଙ୍କ ତୀର ।

ସମୟ ….

ନା କାହାର ଶତ୍ରୁ ନା କାହାର ମିତ୍ର ସମୟ

ଯେମିତି ବ୍ୟବହାର କରିବ

ସେମିତି ଫଳ ଦେବ ସମୟ ।

GOOD MORNING

 

CONCLUSION:-

Hope, you liked the Good Morning Messages in Odia for the month of October in poetic form or in short poem form. My sincere effort is there to encourage, motivate and inform the right and useful things to my friends, relatives and near and dear ones through these morning messages.

How far am I successful?

I really don’t know the answer. But, I am optimistic that it will surely have an impact in due course of time.

Really I am not in a hurry. I will surely try to publish my poetic messages every month. Already I have published 50 messages in Odia including this post. I have also published 50 more messages and wishes in English.

I will request you all to please read, share and give your valuable suggestions.

Also Please Read….