Hearty welcome to Good Morning Messages In Odia For ( October ). This is my fourth post for Good Morning Messages in Odia. I feel very much happy to write the messages in poetry form and send them to my friends, relatives, and near and dear ones.

My main aim is to encourage, motivate and give some direction to start the day. It is also my intention that all people should bring positive energy, zeal and enthusiasm early in the morning. ।

Again it is worth while to repeat that my friends, my people should have a clear road map for their life. They should clearly know where they want to go and what they have to do.

I think my Good Morning Messages In Odia can be of great help. Let us all bear in mind that small, small positive and useful steps everyday will add up for a big successful journey in our life.

( 1 )

ଶୁଭ ସକାଳ

ଲାଗୁଛି ପ୍ରତ୍ଯେକ ସକାଳ

ଆମକୁ ଏକ ନୂଆ ଜୀବନ ଦେଉଛି

ଏକ ନୂଆ ମଉକା ଦେଉଛି

ଏହାର ଉପଯୋଗ କେମିତି କରିବା

ଆମ ଉପରେ ହିଁ ନିର୍ଭର କରୁଛି ।

GOOD MORNING

( 2 )

ଶୁଭ ସକାଳ

ବନ୍ଧୁ ….

ଭରସାର ସମ୍ବନ୍ଧ ତୋର ଆଉ ମୋର

ତୁ ଦୁଖ ଦେଲେବି

ସହି ନେବି ଭାବି ନିଜର।

ବନ୍ଧୁ …..

ସତରେ ବହୁତ ଦୂରରେ ରହୁଛ ତୁମେ

କିନ୍ତୁ , ଦୂରରେ ନୁହେଁ

ମୋ ହୃଦୟ ରେ ରହୁଛ ତୁମେ ।

GOOD MORNING

( 3 )

ଶୁଭ ସକାଳ

ଯତ୍ନ ନିଅ ନିଜର

ଅନ୍ୟ ର ମଙ୍ଗଳ କାମନା କର

ସାଇ ପଡିଶାଙ୍କ ସାହାଯ୍ୟ କର

ଭଗବାନଙ୍କ ଶୁଭ ଦ୍ରୁଷ୍ଟି

ତୁମ ଉପରେ ନିଶ୍ଚୟ ପଡିବ ।

GOOD MORNING

( 4 )

ଶୁଭ ସକାଳ

ଭଗବାନ ଦେଇ ପାରନ୍ତି ଝଟକା

ଶୁଭ ଖବର ମିଳି ପାରେ ତଟକା ତଟକା

କିନ୍ତୁ

ଅଙ୍କା – ବଙ୍କା ରାସ୍ତାରେ ଚାଲ ନି ରେ ଭାଇ

ସିଧା – ସାଧା ରାସ୍ତା କୁ ଛାଡ ନି ରେ ଭାଇ

Risk ନେବ ଯଦି ନିଅ

ଯଥେଷ୍ଟ ଭାବି ଚିନ୍ତି ନିଅ ।

GOOD MORNING

( 5 )

ଶୁଭ ସକାଳ

ଦୟା କରି ମନେରଖ….

ତୁମ ଜୀବନରେ ସୁଖ – ଶାନ୍ତି

ସନ୍ତୋଷ ହିଁ ନେଇ ଆସି ପାରେ ।

ସରଳ ଜୀବନ ଆଉ ଉଚ୍ଚ ବିଚାର ହିଁ

ଜୀବନକୁ ନିର୍ମଳ କରି ପାରେ ।

GOOD MORNING

( 6 )

ଶୁଭ ସକାଳ

ଖାଲି ହାତ ଆସିଛୁ

ଖାଲି ହାତରେ ଯିବା

କିନ୍ତୁ – ଯେତିକି ଦିନ ରହିବା

ହସ – ଖୁଶୀ, ମଉଜ – ମସ୍ତି ଓ ସମ୍ମାନର ସହିତ ରହିବା

ଆସନ୍ତା କାଲି ପାଇଁ ନିଶ୍ଚୟ ଭାବିବା

କିନ୍ତୁ – ଆଜିର ଏ ଦିନ କୁ କେବେବି ବରବାଦ ନ କରିବା ।

GOOD MORNING

( 7 )

ଶୁଭ ସକାଳ

ଜୀବନକୁ ଭାବି ନିଅନ୍ତୁ ଆଇନା

ଯାହା କରିବେ, ତାର ପ୍ରତିବିମ୍ବ ଓ ପ୍ରତିଫଳ ଦେଖିବେ ଆଜ୍ଞା

ଯେମିତି କରିବେ ସେମିତି ପାଇବେ

ଏହା ହେଉଛି ଜୀବନର ସତ କାହାଣୀ ଆଜ୍ଞା

GOOD MORNING

( 8 )

ଶୁଭ ସକାଳ

ସମ୍ବନ୍ଧତ ସମ୍ବନ୍ଧ ଅଟେ

କିଛି ମିଠା ତ କିଛି ଖଟା ଅଟେ

ସମ୍ବନ୍ଧ ଅତି ସୁନ୍ଦର ହୋଇ ଯାଏ

ଯେବେ ଅନ୍ୟର ଦୁର୍ବଳତା କୁ ବେଳେ ବେଳେ

ନଜର ଆନ୍ଦାଜ କରା ଯାଏ ।

GOOD MORNING

( 9 )

ଶୁଭ ସକାଳ

ଚେଷ୍ଟା କର – ଶରୀରକୁ ସୁନ୍ଦର କର

ଚେଷ୍ଟା କର – ମନ କୁ ସୁନ୍ଦର କର

ଶରୀର ଆଉ ମନ ସୁନ୍ଦର ହୋଇ ଗଲେ

ଜୀବନ ଅତି ସୁନ୍ଦର ନିଶ୍ଚୟ ହେବ ।

GOOD MORNING

( 10 )

ଶୁଭ ସକାଳ

ଭଗବାନଙ୍କୁ କରୁଛି ପ୍ରାର୍ଥନା

ତୁମ ଚେହେରାରେ ରହୁ ହସ ସବୁବେଳେ

ତୁମ ମନରେ ନିର୍ମଳତା ଓ ଆତ୍ମୀୟତା ରହୁ ସବୁ ବେଳେ।

ଏ ସବୁ ଗୁଣକୁ ନେଇ

ଆଗେଇ ଚାଲ….. ବଢି ଚାଲ…..

ଶିଖରକୁ ପହଞ୍ଚିବ ନିଶ୍ଚୟ ।

GOOD MORNING

CONCLUSION:-

Hope, you liked the Good Morning Messages in Odia for the month of October in poetic form or in short poem form. My sincere effort is there to encourage, motivate and inform the right and useful things to my friends, relatives and near and dear ones through these morning messages.

How far am I successful?

I really don’t know the answer. But, I am optimistic that it will surely have an impact in due course of time.

Really I am not in a hurry. I will surely try to publish my poetic messages every month. Already I have published 40 messages in Odia including this post. I have also published 40 more messages and wishes in English.

I will request you all to please read, share and give your valuable suggestions.

Also Please Read….