Welcome to short essay 10 Lines On National Productivity Day In Odia. National Productivity Day of India is celebrated on 12 February every year through the initiative of National Productivity Council ( NPC ) with a theme.

Short essay of 10 Lines On National Productivity Day In Odia is meant mostly for students to write short essay as well to give short speech on this topic.

Let us read the essay….

10 ଲାଇନ ରଚନା ରାଷ୍ଟ୍ରୀୟ ଉତ୍ପାଦକତା ଦିବସ

10 LINES ON NATIONAL PRODUCTIVITY DAY IN ODIA

  1. ରାଷ୍ଟ୍ରୀୟ ଉତ୍ପାଦକତା ଦିବସ ପ୍ରତ୍ଯେକ ବର୍ଷ 12 February ରେ ପାଳନ କରା ଯାଏ ।
  2. ଭାରତ ରେ ଉତ୍ପାଦକତା ସଂସ୍କୃତି କୁ ବଢେଇବା ପାଇଁ / ଉତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ଉତ୍ପାଦକତା ପରିଷଦ ଦ୍ଵାରା ଏଇ ଦିବସ ପାଳନ କରା ଯାଏ ।
  3. ଭାରତର ରାଷ୍ଟ୍ରୀୟ ଉତ୍ପାଦକତା ପରିଷଦ (National Productivity Council ) ର ସ୍ଥାପନା 12 February 1958 ରେ ହୋଇଥିଲା ।
  4. ଭାରତର ରାଷ୍ଟ୍ରୀୟ ଉତ୍ପାଦକତା ପରିଷଦ ର ମୁଖ୍ୟାଳୟ ନୂଆ ଦିଲ୍ଲୀ ରେ ସ୍ଥିତ ।
  5. ଆମ ଦେଶରେ 12 February ରୁ 18 February ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଉତ୍ପାଦକତା ସପ୍ତାହ ପାଳନ କରା ଯାଏ ।
  6. ରାଷ୍ଟ୍ରୀୟ ଉତ୍ପାଦକତା ପରିଷଦ ଭାରତ ସରକାର ଙ୍କ ଉଦ୍ଯୋଗ ମନ୍ତ୍ରାଳୟ ଦ୍ଵାରା ସ୍ଥାପିତ , ଏହା ସ୍ଵୟଂ ଶାସିତ , ବହୁ ପକ୍ଷୀୟ , ଲାଭନିରପେକ୍ଷ / non – profit, ସଂଗଠନ ଅଟେ ।
  7. ରାଷ୍ଟ୍ରୀୟ ଉତ୍ପାଦକତା ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ହିତଧାରକ ଙ୍କୁ ପ୍ରତ୍ସାହିତ କରି ଉତ୍ପାଦକତା ଉପକରଣର ଆଉ technique / ପଦ୍ଧତି କୁ ଲାଗୁ କରିବା ।
  8. ରାଷ୍ଟ୍ରୀୟ ଉତ୍ପାଦକତା ପରିଷଦ ଉତ୍ପାଦକ ବଢାଏ , competitiveness / ପ୍ରତିଯୋଗିତାତ୍ମକତା ଆଣେ, profit / ଲାଭ ବାଢାଏ , ସୁରକ୍ଷା ତଥା ଗୁଣବତ୍ତା ବାଢାଏ ବା ଗୁଣବତ୍ତା ର ଦେଖ ରେଖ କରେ ।
  9. ଏଇ ଦିବସ କୁ ପାଳନ କରିବାର ଆଉ ଏକ ଉଦ୍ଦେଶ୍ୟ ହେଲା ଉତ୍ପାଦକତା , ଗୁଣବତ୍ତା , ଉତ୍କୃଷ୍ଟତା / quality, ପ୍ରତିଯୋଗିତାତ୍ମକତା / competitiveness , ଆଉ କୁଶଳତା / ନିପୁଣତା / efficiency ର ପ୍ରଚାର ପ୍ରସାର କରିବା ।
  10. ଏଇ ଦିନ ଲାଭଧାରକ ମାନେ / stakeholders, ଉତ୍ପାଦକତା ବଢେଇବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ରଖନ୍ତି , ଯେମିତିକି seminars, campaigns, ଇତ୍ୟାଦି ଦ୍ଵାରା ଉତ୍ପାଦକତା ବଢେଇବାର ଜ୍ଞାନ ବାଣ୍ଟନ୍ତି ।

********########********

CONCLUSION:

Let me tell you about National Productivity Day theme. The theme for 2023 is “A chance to set goals”. This theme highlights that everybody should give themselves a chance to set and work towards their productivity goals.

The theme of year 2022, National Productivity Day was “Self – Reliance through Productivity”.

Hope, you have been benefited by this short essay. Please feel free to give your valuable feedback.

ALSO PLEASE READ…..

********########********