“GIRNA BHI ACHHA HAI”  By-Amitav Bachchan

With his Quotations

ଅମିତାଭ ବଚ୍ଚନଙ୍କର କବିତାଗିରନା ଭି ଆଛା ହୈ ”  ଓଡ଼ିଆ ଅନୁବାଦ ଓ ତାଙ୍କ କୋଟେସନସ

 

अमिताभ बच्चन के बारे मैं………..

पूरा नाम  – अमिताभ हरिवंश राय बच्चन
जन्म      – 11 अक्टूबर, 1942
जन्मस्थान – इलाहाबाद
पिता      – हरिवंशराय बच्चन
माता      – तेजी बच्चन
विवाह    – अभिनेत्री जया भादुड़ी से हुआ
सन्तान   – अभिषेक बच्चन, श्वेता नंदा

गिरना भी अच्छा है

“गिरना भी अच्छा है,
औकात का पता चलता है…
बढ़ते हैं जब हाथ उठाने को…
अपनों का पता चलता है!

जिन्हे गुस्सा आता है,
वो लोग सच्चे होते हैं,
मैंने झूठों को अक्सर
मुस्कुराते हुए देखा है…

सीख रहा हूँ मैं भी,
मनुष्यों को पढ़ने का हुनर,
सुना है चेहरे पे…
किताबो से ज्यादा लिखा होता है…!”

-0-0-

ଅମିତାଭ ବଚ୍ଚନ ଙ୍କର ବିଷୟରେ…….

ପୁରା ନାମ – ଅମିତାଭ ହରିବଂଶ ରାୟ ବଚ୍ଚନ

ଜନ୍ମ -୧୧.୧୦.୧୯୪୨

ଜନ୍ମ ସ୍ଥାନ- ଆଲ୍ଲାହାବାଦ

ପିତା- ହରିବଂଶ ରାୟ ବଚ୍ଚନ

ମାତା- ତେଜି ବଚ୍ଚନ

ଧର୍ମ ପତ୍ନୀ – ଅଭିନେତ୍ରୀ ଜୟା ଭାଦୁଡ଼ି

ପୁତ୍ର- ଅଭିଷେକ ବଚ୍ଚନ

କନ୍ୟା – ଶ୍ଵେତା ନନ୍ଦା

ପେଶା- ଅଭିନେତା ,ନିର୍ମାତା , ଗାୟକ , କବି ,

ଟେଲିଭିଜନ Anchor

ସଫଳତା – ତିନୋଟି ନାସନାଲ ଫିଲ୍ମ ଆୱାର୍ଡସ ସର୍ବୋତମ

ଅଭିନେତା ଭାବେ ,

ଚଉଦଟି Film fare ପୁରଷ୍କାର ,

ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ପୁରଷ୍କାର,

-0-0-

କବିତା -“ଗିରନା ଭି ଆଛା ହୈ”

“ପଡି ଯିବାଟା ବି ଭଲ ,

ନିଜର ଔକାତ ଜଣା ପଡି ଯାଏ ….

ବଢ଼Iନ୍ତି ଯେତେବେଳେ ହାତ ଉଠାଇବାକୁ ……

କିଏ ନିଜର ଜଣା ପଡି ଯାଏ !

 

ଯେଉଁମାନେ ରାଗ କରନ୍ତି

ସେମାନେ ସଚ୍ଚୋଟ ଅଟନ୍ତି ,

ମୁଁ  ମିଥ୍ୟାବାଦୀଙ୍କୁ ପ୍ରାୟଃ

ହସୁଥିବା ହିଁ ଦେଖି ଥାଏ  ……

ଶିଖୁଛି ମୁଁ ବି ,

ମନୁଷ୍ୟକୁ ପଢ଼ିବାର ଗୁଣ କୌଶଳ ,

ଶୁଣିଛି ଚେହେରାରେ …..

ବହିଠୁ ବି  ଅଧିକ ଲେଖା ହୋଇ ଥାଏ ….!”

ଅମିତାଭ ବଚ୍ଚନ ଙ୍କର କୋଟେସନର ଓଡ଼ିଆ ଅନୁବାଦ

ODIA TRANSLATION OF AMITAV BACHCHAN’s QUOTATIONS

1.ENGLISH –I have never been a super star and never believed in it.

୧.ODIA – ମୁଁ କେବେବି ସୁପର ଷ୍ଟାର ହୋଇ ନାହିଁ ଏବଂ  ଏଥିରେ କେବେବି ବିଶ୍ୱାସ କରେ ନାହିଁ .

2.ENGLISH-It’s war zone, my body , one which has been thoroughly a great deal.

୨.ODIA – ଏହା ଏକ ରଣକ୍ଷେତ୍ର , ମୋର ଶରୀର , ଯିଏ କି ବହୁତ କିଛି ସହିଛି.

3. ENGLISH – I sometimes lament the fact that I do not have the benefit of a complete body structure .

୩.ODIA – ମୋତେ ବେଳେବେଳେ ଦୁଃଖ ହୁଏ ଏଇ ତଥ୍ୟ ଉପରେ ଯେ ମୁଁ ଏକ ପୁଣ୍ୟ ଏବଂ  ନିରୋଗୀ ଶରୀର ଦ୍ୱାରା ଲାଭାନ୍ବିତ ହୋଇ ନାହିଁ .

4. ENGLISH –I have never really been confident about my career at any stage.

୪. ODIA – ମୁଁ କେବେବି ସତରେ ଅଶ୍ବସ୍ତ ନ ଥିଲି ନିଜର କାରୀଏର ଉପରେ ଯେ କୌଣସି  ସ୍ତରରେ .

5. ENGLISH –Every one must accept that we will age and age is not always flattering.

୫.ODIA -ସମସ୍ତଙ୍କୁ ସ୍ୱୀକାର କରିବା ଉଚିତ ଯେ ସମସ୍ତଙ୍କ ବୟସ ବଢିବ  ଆଉ ବୟସ ବଢିବା ସବୁବେଳେ ପ୍ରଶଂସା ପୁର୍ଣ ନୁହେଁ .

6. ENGLISH –I don’t use any techniques; I’m not trained to be an actor. I just enjoy working in films.

୬.ODIA -ମୁଁ କୌଣସି Technique ପ୍ରୟୋଗ କରେ ନାହିଁ ; ମୁଁ ପ୍ରଶିକ୍ଷିତ ନୁହେଁ ଅଭିନେତା ହେବI ପାଇଁ . ମୁଁ କେବେଳ ସିନେମାରେ କାମ କରିବାକୁ ପସନ୍ଦ କରୁଛି .

7. ENGLISH – I did not resigned from politics because of Bofors. I resigned because I do not know how to play petty politics. I did not know back then and I donot know now either.

୭.ODIA – ମୁଁ ବୋଫୋର୍ସ ର କାରଣ ରୁ ରାଜନୀତି ଛାଡି ନାହିଁ . ମୁଁ ଏଇଥି ପାଇଁ ଛାଡ଼ିଲି କାରଣ ମୁଁ ଜାଣି ନ ଥିଲି କେମିତି ଖେଳା ଯାଏ ତୁଚ୍ଛ  ରାଜନୀତି . ମୁଁ ସେତେବେଳେ ବି ଜାଣି ନ ଥିଲି ଏବେ ବି ଜାଣି ନାହିଁ

8. ENGLISH –Frankly, I’ve never really subscribed to these adjectives Tagging me as an ‘icon’ , ‘ super star’, etc. I have always thought of myself as an actor doing his job to the best of his ability.

୮.ODIA – ସ୍ପଷ୍ଟ ଭାବେ ମୁଁ କେବେବି Subscribed କରେ ନାହିଁ ଗୁଣବାଚକ (Adjective ) ନାମ ମୋତେ ଦିଅନ୍ତୁ ଯେମିତି ICON ‘, SUPER STAR ‘.ଇତ୍ୟାଦି .. ମୁଁ ସବୁବେଳେ ନିଜକୁ ଏକ ଅଭିନେତା ରୂପରେ ଭାବିଛି ଯିଏ ନିଜର କାମ କ୍ଷମତା ଅନୁସାରେ ସବୁଠୁ ଭଲ ଭାବେ କରିବାକୁ ଚେଷ୍ଟା କରେ .

କବିତାର ସାରମର୍ମ

କବି ଅମିତାଭ ବଚ୍ଚନ ଙ୍କର ଏହା ଏକ   ଛୋଟ କବିତା ଯାହା ତିନୋଟି  ଛନ୍ଦରେ ବିଭକ୍ତ ଏବଂ ପ୍ରତ୍ୟେକ ଛନ୍ଦ ଚାରି ଧାଡି ଯୁକ୍ତ .

କେହି କେବେ ଭାବି ପାରିବେ ନାହିଁ  ଯେ  ପଡି  ଯିବାଟା  ଭଲ . କିନ୍ତୁ କବି ତାଙ୍କର  ଏଇ କବିତାରେ ଉଲ୍ଲେଖ କରିଛନ୍ତି  ଯେ ପଡି ଯିବାଟା ଭଲ,କାରଣ ପଡ଼ିଯାଇଥିବା ବେଳେ  ନିଜର ଲୋକ କିଏ ଏବଂ ତାର ଔକାତ କଅଣ ଜଣା  ପଡି ଯାଏ . ଭଲ ଲୋକ ହିଁ ଆମକୁ ସାହାଯ୍ୟର ହାତ ବଢ଼ାନ୍ତି ଆଉ ସେଇମାନେ  ହିଁ ହେଉଛନ୍ତି ଆମ ନିଜର ଲୋକ.

ଆମକୁ କିଛି ଲୋକ ରାଗନ୍ତି ଆଉ କିଛି ଲୋକ ହସି ହସି ଦେଖନ୍ତି .ସତରେ ରାଗିବାବାଲା ହିଁ ସଚ୍ଚୋଟ ଲୋକ ଏବଂ ମିଛୁଆ ଲୋକ ହିଁ ହସିବାର  ଦେଖାଯାଏ.କବି ତାଙ୍କ ଅନୁଭୂତିରୁ ଏଇ ସତ୍ୟକୁ ବାଣ୍ଟିବାକୁ ଚାହାନ୍ତି ଯେ  ବାହାରୁ ହସୁଥିବା ଲୋକ ଠାରୁ  ଆମକୁ ରାଗୁଥିବା ଲୋକ ବେଶ ଭଲ.

ଶେଷରେ କବିବ୍ୟକ୍ତ କରିଛନ୍ତି ଯେ ସେ ମନୁଷ୍ୟକୁ ଚିହ୍ନିବା ଓ  ପଢ଼ିବାର ଗୁଣ କୌଶଳ ଶିଖୁଛନ୍ତି .ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହୁଛନ୍ତି ଯେ ସେ ଶୁଣିଛନ୍ତି  ଚେହେରାରେ ବହିଠାରୁ ଅଧିକ ବି ଲେଖା ହୋଇ ଥାଏ .

ସତରେ ଏଇ କବିତାଟିରେ କବି ଏକ ନିଷ୍ଠୁର ସତ୍ୟକୁ ପ୍ରତିପାଦନ କରିଛନ୍ତି . ଶେଷରେ ମୁଁ କହିବି ଏଇ କବିତାଟିରେ  ଯେଉଁ ସତ୍ୟକୁ ଲୋକ ଲୋଚନକୁ କବି ଆଣିପାରିଛନ୍ତି ତାହା ଅତି ପ୍ରସଂଶନୀୟ ଓ ଶିକ୍ଷଣୀୟ.

ଅନୁବାଦରେ ଯଦି କିଛି ତ୍ରୁଟି ପାଆନ୍ତି ସୁଧାରି ପଢିବେ ଏବଂ  ନିଶ୍ଚୟ ମୋ ନଜର କୁ ଆଣିବେ .

ରହିଲି .

ଅନୁବାଦକ -ରତିକାନ୍ତ ସିଂହ

TRANSLATOR-RATIKANTA   SINGH