ଓଡ଼ିଆରେ  ସ୍ୱାମୀ ଵିଵେବାନନ୍ଦଙ୍କର ସୁଵିଚାର

Name – Swami Bibekananda /ସ୍ୱାମୀ ଵିଵେବାନନ୍ଦ
Born- January 12, 1863, Calcutta, Bengal Presidency, British India
Died -July 4, 1902, Belur Math , Kolkata
Nationality -Indian
Field Religion, Social Work

 

Achievement:-

ସ୍ୱାମୀ ବିବେକାନନ୍ଦ  ଜଣେ ଭାରିତୀୟ ସାଧୁ ଥିଲେ . ସେ  ଆମେରିକା ଓ ଇଉରୋପ  ରେ ବେଦାନ୍ତ ଦର୍ଶନ ଏବଂ ଯୋଗ ର ପ୍ରଚାର ପ୍ରସାର  କରି ଥିଲେ . ତାଙ୍କ ଦ୍ୱାରା ଚିକାଗୋ ରେ ଦିଆ ଯାଇ ଥିବା ଭାଷଣ ବିଶ୍ୱ ପ୍ରସିଦ୍ଧ . କହି ବାକୁ ଗଲେ ଏହି ଭାଷଣ ଦ୍ୱାରା ସ୍ୱାମୀ ବିବେକ ନନ୍ଦ ସାରା ପୃଥିବୀରେ ହିନ୍ଦୁତ୍ୱ ଏବଂ ଭାରତର ପତାକା ଉଡେଇ ଥିଲେ . ଶ୍ରୀ ରାମକୃଷ୍ଣ ପରମହଂସ ଥିଲେ ସ୍ୱାମୀ ବିବେକନନ୍ଦ ଙ୍କର ଗୁରୁ . ତାଙ୍କରି ନାମରେ ସ୍ୱାମୀ ବିବେକାନନ୍ଦ , ରାମକୃଷ୍ଣ ମିଶନ ତଥା ରାମ କୃଷ୍ଣ ମଠ ର ସ୍ଥାପନ କରିଥିଲେ . ଏଇ ଦୁଇ ସଂସ୍ଥା ସାମାଜିକ କାମରେ ବହୁତ ଯୋଗଦାନ କରି ଚାଲି ଛନ୍ତି . ଆମେ ସ୍ୱାମୀ ବିବେକାନନ୍ଦ ଙ୍କ ଅବଦାନ କୁ ଭୁଲି ପାରିବା ନାହିଁ . ତାଙ୍କୁ ଏକ ଦେଶ ପ୍ରେମୀ ସାଧୁ ଭାବେ ଆମେ ଜାଣୁ ଏବଂ ତାଙ୍କର ଜନ୍ମ ଦିବସ କୁ ଆମେ NATIONAL YOUTH DAY ଭାବେ ପାଳନ କରୁ .

 

ଚାଲନ୍ତୁ ତାଙ୍କର  ସୁଵିଚାର ପଢିବା , ବୁଝିବା ଏବଂ କାମରେ ଲଗେଇବା .

ODIA QUOTES OF SWAMI  BIBEKANANDA

ଓଡ଼ିଆରେ  ସ୍ୱାମୀ ଵିଵେବାନନ୍ଦଙ୍କର ସୁଵିଚାର

1 . ENGLISH – Arise , awake and stop not till the goal is achieved.

୧ . ଓଡ଼ିଆ       – ଉଠ , ଜାଗ , ଏବଂ ରୁହ ନାହିଁ ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତି ହୋଇ ନାହିଁ .

2 ENGLISH – Come up , O  lions , and shake off the delusion that you are sheep ; you are souls immortal , spirits free , blessed and eternal; ye are not matter, ye are not bodies ; matter is your servant not you the servant of matter.

୨. ODIA       – ଆଗେଇ ଆସ, ସିଂହ ମାନେ ,ଏବଂ ମୁକ୍ତ ହୋଇ ଯାଅ ଏଇ ଭ୍ରମରୁ ଯେ ତୁମେ ମାନେ  ହେଉଛ ମେଣ୍ଢା ; ତୁମେ ମାନେ   ଆତ୍ମା ଅମର  , ଉତ୍ସାହ ସ୍ୱାଧୀନ , ଆଶିର୍ବାଦିତ ଏବଂ ଅନନ୍ତ ; ତୁମେ ମାନେ ନୁହଁ ତତ୍ୱ ( ବସ୍ତୁ ) , ତୁମେ ମାନେ ନୁହଁ ଶରୀର ; ତତ୍ୱ   ହେଲା ତୁମର ଚାକର , ତୁମେ ନୁହଁ ଚାକର  ତତ୍ୱ ର .

3 ENGLISH – All the powers in the universe are already ours. It is we who have put our hands before our eyes and cry that it is dark.

୩ ODIA –     ସବୁ ଶକ୍ତି ବ୍ରହ୍ମାଣ୍ଡର ଆଗରୁ ହିଁ ହୋଇ ଯାଇଛି ଆମର. ଆମେ ହିଁ ଯିଏ ନିଜର ଆଖି ଉପରେ ହାତ ରଖୁ ଏବଂ  କାନ୍ଦୁ ଯେ  ଏଇଟା  କେତେ ଅନ୍ଧକାର .

4 . ENGLISH – If money help a man to do good to others , it is of some value ; but if not , it is simply a mass of evil, and the sooner it is got rid of , the better.

୪. ODIA –        ଯଦି ପଇସା ମଣିଷକୁ ସାହାଯ୍ୟ କରେ ଅନ୍ୟର ଭଲ କରିବା ପାଇଁ , ତା ହେଲେ ପଇସା ର କିଛି ମୂଲ୍ୟ ଅଛି ; କିନ୍ତୁ  ଯଦି ନା , ତା ହେଲେ  ଏଇଟା କେବଳ ଏକ ପାପର ପୁଞ୍ଜି ଏବଂ ଯେତେ ଜଲଦି ୟାଠୁ ଦୁରେଇ ଯାଇ ପାରିବ ସେତେ ଭଲ.

5 ENGLISH – As different streams having different sources all mingle their waters in the sea , so different tendencies , various though they appear , crooked or straight all lead to God.

୫ ODIA        – ଯେମିତି ବିଭିନ୍ନ ପ୍ରକାର ସ୍ରୋତ ରୁ ଉତ୍ପନ୍ନ ଜଳ ଧାରା ନିଜର ପାଣି କୁ ସମୁଦ୍ର ରେ ମିଶେଇ ଦିଅନ୍ତି , ସେମିତି ବିଭିନ୍ନ ପ୍ରକାର  ପ୍ରବୃତି   କୁଟିଳ  ଅଥବା ସରଳ ପରି ଭିନ୍ନ ଭିନ୍ନ ପ୍ରତୀତ ହେଲେବି ସମସ୍ତ ଭଗବାନଙ୍କ ପାଖରେ ଯାଇ ମିଶନ୍ତି.

6 . ENGLISH – Condemn none : if you can stretch out a helping hand, do so. If you can not , fold your hands , bless your brothers, and let them go their own way.

୬  ODIA  -ନିନ୍ଦା କାହାରି କରନ୍ତୁ ନାହିଁ : ଯଦି ଆପଣ ସାହାଯ୍ୟ ର ହାତ ବଢ଼େଇ ପାରିବେ, ସାହାଯ୍ୟ କରନ୍ତୁ . ଯଦି ଆପଣ କରି  ପାରିବେ ନାହିଁ , ଦୁଇ ହାତ ଯୋଡି, ଆଶୀର୍ବାଦ ଦିଅନ୍ତୁ ଆପଣ ଙ୍କର ଭାଇ ମାନଙ୍କୁ ଏବଂ ସେମାଙ୍କୁ ଛାଡି ଦିଅନ୍ତୁ ନିଜର ରାସ୍ତାରେ ଯିବା ପାଇଁ .

7. ENGLISH – Never think there is anything impossible for the soul . It is the greatest heresy to think so . If there is sin, this is the only sin; to say that you are weak , or others are weak.

୭ . ODIA -କେବେବି ଭାବନ୍ତୁ ନାହିଁ ଯେ ଆତ୍ମା ପାଇଁ ଯେ କୌଣସି ଜିନିଷ ଅସମ୍ଭବ . ଏପରି ଚିନ୍ତା କରିବା ହେଲା ସବୁଠୁ ବଡ଼ ବିଧର୍ମ . ଯଦି  ପାପ ଅଛି ,ଏଇଟା ହିଁ କେବଳ ପାପ ନିଜକୁ  ଦୁର୍ବଳ କହିବା , ଅଥବା  ଅନ୍ୟ ମାନେ ଦୁର୍ବଳ .

8. ENGLISH- You can’t believe in God until you believe in yourself.

୮ .ODIA –ତୁମେ କରି ପାରିବ ନାହିଁ ବିଶ୍ୱାସ  ଭଗବାନ ଙ୍କ ଉପରେ ଯେ ପର୍ଯ୍ୟନ୍ତ ତୁମେ ବିଶ୍ୱାସ  ନ କର ନିଜ ଉପରେ .

9 ENGLISH – The world is the great gymnasium where we come to make ourselves strong.

୯ ODIA – ଏଇ ପୃଥିବୀଟା ହେଲା ବଡ଼ ବ୍ୟାୟାମଶାଳା ଯେଉଁଠି କୁ ଆମେ ଆସୁ ଆମ ମାନଙ୍କୁ ବନେଇବା ପାଇଁ ସବଳ.

10 ENGLISH – where can we to find God if we can not see Him in our own hearts and in every living being.

୧୦. ODIA – ଆମେ କେଉଁଠିକୁ ଯିବା ଖୋଜିବାକୁ ଭଗବାନଙ୍କୁ ଯଦି ଆମେ ତାଙ୍କୁ ଦେଖି ପାରୁନେ  ନିଜ ହୃଦୟ ଏବଂ ପ୍ରତ୍ୟେକ ଜୀବିତ  ପ୍ରାଣୀଙ୍କ ଭିତରେ .

11. ENGLISH – Truth can be stated in a thousand different ways, yet each one can be true.

୧୧ ODIA – ସତ୍ୟକୁ ହଜାର ଅନ୍ୟ ଉପାୟ ରେ କୁହା ଯାଇ ପରେ , ତଥାପି ପ୍ରତ୍ୟେକ ଉପାୟ ହେଉଛି ସତ୍ୟ.

12. ENGLISH – That man reached immortality who is disturbed by nothing material.

୧୨ ODIA – ସେହି ବ୍ୟକ୍ତି ଅମରତ୍ବ ପ୍ରାପ୍ତି କରିଛି ଯିଏ ବିଚଳିତ ହୁଏ ନାହିଁ  କୌଣସି ସାଂସାରିକ ବସ୍ତୁ ଦ୍ୱାରା .

13. ENGLISH – External nature is only internal nature writ large.

୧୩ ODIA – ବାହାରର ସ୍ଵଭାଵ ହେଉଛି କେବଳ  ଭିତର  ସ୍ଵଭାଵ ର ଏକ ଦମ  ସ୍ପଷ୍ଟ ରୂପ .

14. ENGLISH –Take up an idea . Make that one idea your life – think of it, dream of it , live on that idea. Let the brain, muscles, nerves ,every part of your body , be full of that idea, and just leave every other idea alone. This is the way to success.

୧୪ ODIA – ଏକ ବିଚାର ନିଅ . ସେଇ ଏକ ବିଚାର କୁ ନିଜର ଜୀବନ ବନେଇ ନିଅ – ତାକୁ ଚିନ୍ତା  କର , ତାର ସ୍ବପ୍ନ ଦେଖ , ସେଇ  ବିଚାରକୁ ନେଇ ଜିଅ.ଧରି ନିଅ ଯେ ତୁମର ବୁଦ୍ଧି , ମାଂସପେଶୀ , ତନ୍ତ୍ରୀକା ,ପ୍ରତ୍ୟେକ ଅଙ୍ଗ  ତୁମ ଶରୀର ର  , ଭରି ଯାଉ ସେଇ ବିଚାରରେ , ଏବଂ କେବଳ  ଏକଲା ଛାଡି ଦିଅ  ଅନ୍ୟ ସବୁ ବିଚାରକୁ. ଏଇଟା ହିଁ ରାସ୍ତା ହେଉଛି ସଫଳତା ର .

15. ENGLISH – All differences in this world are of degree, and not of kind, because oneness is the secret of everything.

୧୫ . ODIA – ସବୁ ମତ ଭେଦ ଏଇ ଦୁନିୟା ରେ ହେଉଛି କିଛି  ସ୍ତରର , ଏବଂ ଏହା ନୁହେଁ ପ୍ରକାର ର , କାରଣ ଏକାତ୍ମକତା  ହିଁ ହେଉଛି ସବୁ ଜିନିଷ ର ରହସ୍ୟ.

16. ENGLISH – The more we come out and do good to others the more our hearts will be purified , and God will be in them.

୧୬. ODIA – ଆମେ ଯେତେ  ଅଧିକ ବାହାର କୁ ଆସିବା ଏବଂ ଅନ୍ୟ ମାନଙ୍କ ପାଇଁ ଭଲ କରିବା , ସେତିକି ଅଧିକ ଆମର ହୃଦୟ ଶୁଦ୍ଧ ହେବ , ଏବଂ ପ୍ରଭୁ ସେଇଥିରେ ରହିବେ .

17. ENGLISH – God is to be worshipped as one beloved , dearer than everything in this and next life.

୧୭. ODIA – ଭଗବାନ ଙ୍କୁ ପୂଜା କରିବେ ଯେମିତି ଏକ ପରମ ପ୍ରିୟ ପରି ,ସବୁ ଜିନିଷ ଠୁ ଅତି ପ୍ରିୟ ଏଇ ଜୀବନ ଏବଂ ପରବର୍ତୀ ଜୀବନରେ . (ଭଗବାନ ଙ୍କୁ ପୂଜା କରିବେ  ଏଇ ଜୀବନ ଏବଂ ପରବର୍ତୀ ଜୀବନରେ ଏକ ପରମ ପ୍ରିୟ ପରି, ଯେମିତି ସବୁ ଜିନିଷ ଠୁ ଅତି ପ୍ରିୟ .)

18. ENGLISH – If faith in ourselves had been more extensively taught and practiced . I am sure a very large portion of the evils and misseries that we have would have vanished .

୧୮. ODIA – ଯଦି ବିଶ୍ୱାସ ଆମ ନିଜ  ଉପରେ ଅଧିକ  ବ୍ୟାପକ ମାତ୍ରାରେ  ଶିକ୍ଷା ଦିଅI ଯାଇ ଥାନ୍ତା   ଏବଂ ଅଭ୍ୟାସ କରା ହୋଇ ଥାନ୍ତା . ମୁଁ ନିଶ୍ଚିତ ଯେ ଏକ  ବଡ଼ ଅଂଶ ପାପ ଆଉ ଦୁଃଖ କଷ୍ଟ ର ଯାହା ଅଛି  ଆମ ଭିତରେ  ତାହା  ଅନ୍ତର୍ଧ୍ୟାନ ହୋଇ ଯାଇ ଥାନ୍ତା . 

19. ENGLISH –When an idea exclusively occupies the mind, it is transformed into an actual physical or mental state.

୧୯. ODIA -ଯେତେ ବେଳେ ଏକ ବିଚାର ବିଶିଷ୍ଟ ରୂପେ ଆମ ମସ୍ତିଷ୍କ ରେ ସ୍ଥାନ ନିଏ, ସେଇଟା ପରିବର୍ତ୍ତିତ ହୋଇ ଯାଏ ଏକ ବାସ୍ତବିକ ଭୌତିକ କିମ୍ବା ମାନସିକ ରୁପକୁ .

20- ENGLISH –You have to grow from the inside out. None can teach you , none can make you spiritual. There is no other teacher but your own soul.

୨୦. ODIA -ତୁମକୁ ବିକଶିତ କରି ବାକୁ ପଡିବ ଭିତରରୁ ବାହାରକୁ . କେହି ତୁମକୁ ପଢ଼େଇ ପାରିବେ ନାହିଁ , କେହି ତୁମକୁ ଆଧ୍ୟାତ୍ମିକ ବନେଇ ପାରିବେ ନାହିଁ . ଏଠାରେ କେହି ଅନ୍ୟ ଗୁରୁ ନାହାନ୍ତି କେବଳ ଅଛି ତୁମର ନିଜର ଆତ୍ମା .

21. ENGLISH –In a conflict between the heart and the brain, follow your heart.

୨୧. ODIA -ଦ୍ୱନ୍ଦ୍ୱ ହେଲେ ହୃଦୟ ଏବଂ ବୁଦ୍ଧି ମଧ୍ୟରେ ଅନୁକରଣ କରନ୍ତୁ ହୃଦୟ ର .

22. ENGLISH –In a day, when you don’t come across any problems – you can be sure that you are travelling in a wrong path.

୨୨.  ODIA -ଯେଉଁଦିନ ଆପଣ , କିଛି ସମସ୍ୟାରେ ସମ୍ମୁଖୀନ ହୁଅନ୍ତି ନାହିଁ – ଆପଣ ସୁନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାତ୍ରା କରୁଛନ୍ତି ଭୁଲ ରାସ୍ତାରେ.

23. ENGLISH –Dare to be free, dare to go as far as your thought leads,and dare to carry that out in your life.

୨୩. ODIA -ସାହସ କର ସ୍ୱତନ୍ତ୍ର ହେଵା ପାଇଁ, ସାହସ କର ସେତେ ଦୂର ଯିବା ପାଇଁ ଯେତେ ଦୂର ତୁମର ବିଚାର ନେଇଯାଏ , ଏବଂ ସାହସ କର ଏଇ ସବୁକୁ ପାଳନ କରିବା ପାଇଁ ନିଜ ଜୀବନରେ.

24. ENGLISH –Be not Afraid of anything . You will do marvelous work. It is fearlessness that brings Heaven even in a moment.

୨୪.  ODIA -ଭୟ କର ନାହିଁ କୌଣସି ଜିନିଷକୁ . ତୁମେ ଅଦ୍ଭୁତ କାମ କରିବ . ଏଇ ନିର୍ଭୟତା ହିଁ ଯିଏ ନେଇ ଆସେ ସ୍ୱର୍ଗ କେବଳ ଏକ ମୁହୂର୍ତ୍ତ ରେ 

25. ENGLISH –All love is expansion, all selfishness is contraction. Love is therefore the only law of life. He who loves lives, he who is selfish is dying . Therefore love for love’s sake, because it is the only law of life, just as you breathe to live .

୨୫.  ODIA -ସବୁ ପ୍ରେମ ହିଁ ବିସ୍ତାର (ବୃଦ୍ଧି ) , ସବୁ ସ୍ୱାର୍ଥତା  ହିଁ ସଂକୁଚନ . ପ୍ରେମ ହିଁ ତେଣୁ କେବଳ ସିଦ୍ଧାନ୍ତ ଜୀବନ ର . ଯିଏ ପ୍ରେମ କରେ ଜୀବନ କୁ  ସିଏ ଜିଇ ଯାଏ , ଯିଏ ସ୍ୱାର୍ଥି ସିଏ ମରୁ ଥାଏ  . ତେଣୁ ପ୍ରେମ କର ପ୍ରେମର ପ୍ରୟୋଜନ ପାଇଁ , କାରଣ ଏଇଟା ହେଲା କେବଳ ଜୀବନର ସିଦ୍ଧାନ୍ତ ,ଯେମିତି ଆମେ ନେଉଛୁ ଶ୍ୱାସ ପ୍ରଶ୍ଵାସ ରହିବI ପାଇଁ ଜୀବିତ .

26- ENGLISH –The greatest religion  is to be true to your own nature. Have faith in yourselves.

୨୬. ODIA -ସବୁଠୁ ବଡ଼ ଧର୍ମ ହେଲା  ଅଟଳ ରୁହ  ତୁମର  ନିଜର ସ୍ଵଭାଵ ପ୍ରତି .  ବିଶ୍ୱାସ ରଖ ନିଜ ମାନଙ୍କ ଉପରେ .

27. ENGLISH –The great secret of true success, of true happiness, is this: the man or woman who asks for no return, the perfectly unselfish person, is the most successful.

୨୭. ODIA – ସବୁଠୁ ବଡ଼ ରହସ୍ୟ ବାସ୍ତବିକ  ସଫଳତାର , ବାସ୍ତବିକ ଆନନ୍ଦର ,ହେଉଛି ଏଇୟା : ଯେଉଁ ପୁରୁଷ ବା ସ୍ତ୍ରୀ ଯିଏ ମାଗେ ନାହିଁ କିଛି ବଦଳରେ , ଯିଏ ସମ୍ପୂର୍ଣ  ନିସ୍ଵାର୍ଥ ଲୋକ , ସେଇ ହିଁ ହେଉଛି ସବୁଠୁ ସଫଳ .

ENGLISH –The fire that warms us can also consume us; it is not the fault of fire.

୨୮. ODIA -ଅଗ୍ନି ଯିଏ ଆମକୁ ଉଷ୍ମତା ଦିଏ ଜଳେଇ ମଧ୍ୟ ଆମକୁ  ପIରେ ;  ଏହା ନୁହେଁ ଦୋଷ ଅଗ୍ନି ର .

29- ENGLISH –They alone live, who live for other.

୨୯. ODIA -ସେମାନେ କେବଳ ଜିଅନ୍ତି ଯେଉଁ ମାନେ ଜିଅନ୍ତି ଅନ୍ୟ ମାନଙ୍କ ପାଇଁ .

30. ENGLISH –Strength is life, Weakness is Death. Expansion is life, contraction is death. Love is life, hatred is death.

୩୦.ODIA -ଶକ୍ତି ହିଁ ଜୀବନ , ଅଶକ୍ତି (ନିର୍ବଳତା) ହିଁ ମୃତ୍ୟୁ . ବିସ୍ତାର ହିଁ ଜୀବନ , ସଂକୁଚନ ହିଁ ମୃତ୍ୟୁ . ପ୍ରେମ ହିଁ ଜୀବନ , ଘୃଣା ହିଁ ମୃତ୍ୟୁ .

31. ENGLISH –We reap what we sow. We are the makers of our own fate. The wind is blowing; those vessels whose sails are unfurled catch it, and go forward on their way, but those which have their sails furled don’t catch the wind. Is that the fault of the wind? ……We make our own destiny.

୩୧. ODIA -ଆମେ ଯାହା ଲଗାଉ , ତାହା ଅମଳ କରୁ . ଆମେ ଆମର ଭାଗ୍ୟକୁ ନିଜେ ବନଉ. ପବନ ବହୁଛି ; ଯେଉଁ ଜାହାଜ ସବୁ ନିଜର ପାଲ ଲଗାଇ ରଖିଛନ୍ତି ସେମାନେ ପବନ କୁ ଧରି ପାରୁଛନ୍ତି ଏବଂ ଆଗକୁ ବଢ଼ୁ ଛନ୍ତି ନିଜ ରାସ୍ତାରେ . କିନ୍ତୁ ଯେଉଁ ମାନେ ପାଲ ବନ୍ଦ କରି ରଖିଛନ୍ତି ପବନ କୁ ଧରି ପାରୁ ନାହାନ୍ତି . ଏଇଟା କଅଣ ଦୋଷ ପବନ ର ? ………ଆମେ ତିଆରି କରୁ ଆମ ନିଜର ଭାଗ୍ୟ .

32. ENGLISH – Neither seek nor avoid, take what comes.

୩୨ ODIA -ନା ମାଗନ୍ତୁ ନା ଟାଳନ୍ତୁ , ଯାହା ମିଳୁଛି ନିଅନ୍ତୁ .

33. ENGLISH –Anything that make weak- physically, intellectually, and spiritually, reject it as poison.

୩୩ .ODIA -ଯେ କୌଣସି ଜିନିଷ ଯାହା କରି ଦିଏ ଦୁର୍ବଳ – ଶାରୀରିକ , ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଭାବରେ  ,ତ୍ୟାଗ କର ତାକୁ ବିଷ ଭାବି.

34. ENGLISH –Do one thing at a time, and while doing it put your soul into it to the exclusion of all else.

୩୪. ODIA -ଏକ ସମୟରେ ଗୋଟିଏ କାମ କର , ଏବଂ ଯେତେ ବେଳେ ତାହା କରୁଛ ଅଜାଡି ଦିଅ ତୁମର ପୁର୍ଣ ଆତ୍ମା ତା ଭିତରେ ବାଦ ଦେଇ ଅନ୍ୟ ସବୁ କିଛି .

35. ENGLISH –Ask nothing; want nothing in return. Give what you have to give; it will come back to you, but do not think of that now.

୩୫. ODIA -କିଛି ପଚାର ନାହିଁ , ମାଗ ନାହିଁ କିଛି ତା ବଦଳ ରେ . ଦିଅ ତାହା ଯାହା ତୁମକୁ ଦେବାକୁ ହେବ ; ତାହା ତୁମ ପାଖକୁ ଫେରି ଆସିବ , କିନ୍ତୁ ଭାଵ ନାହିଁ ସେଇ ବିଷୟ ରେ ବର୍ତ୍ତମାନ .

36. ENGLISH –Whatever you think that you will be. If you think yourself weak, weak you will be, if you think yourself strong, you will be.

୩୬. ODIA -ଯାହା ବି ତୁମେ ଭାବୁଛ ତାହା ତୁମେ ହୋଇ ପାରିବ . ଯଦି ତୁମେ ଭାଵ ନିଜକୁ ଦୁର୍ବଳ , ଦୁର୍ବଳ ତୁମେ ହୋଇ ଯିବ , ଯଦି ତୁମେ ଭାଵ ନିଜକୁ ସବଳ, ତୁମେ ହୋଇ ଯିବ …..( ସବଳ).

37. ENGLISH –Serve men Serve God.

୩୭.  ODIA – ମାନବ ସେବା ଭଗବାନଙ୍କ ସେବା.

38. ENGLISH –The power of the mind are like the rays of the sun when they are concentrated they illumine.

୩୮. ODIA – ମସ୍ତିଷ୍କ ର ଶକ୍ତି ସବୁ  ସୂର୍ଯ୍ୟ କିରଣ ପରି ସମାନ . ଯେତେ ବେଳେ ସେମାନେ ଏକତ୍ରିତ ହୁଅନ୍ତି କରି ଦିଅନ୍ତି ଆଲୋକିତ ..

39. ENGLISH –Desire, ignorance, and inequality –this is the trinity of bondage.

୩୯  ODIA – ଆକାଂକ୍ଷା , ଅଜ୍ଞାନତା ଏବଂ ଅସମାନତା – ଏଇ ହେଲା ଦାସତ୍ୱ ର ତ୍ରିମୁର୍ତ୍ତି .

40. ENGLISH –The greatest sin is to think yourself weak.

୪୦. ODIA – ସବୁଠୁ ବଡ଼ ପାପ ହେଉଛି ନିଜକୁ ଦୁର୍ବଳ ଭାବିବା .

41. ENGLISH –Blessed are they whose bodies get destroyed in the  service of others.

୪୧.  ODIA – ଧନ୍ୟ ସେଇମାନେ ଯାହାର ଶରୀର ନଷ୍ଟ ହୋଇ ଯାଏ ସେବାରେ ଅନ୍ୟ  ମାନଙ୍କର.

42. ENGLISH –People laugh at me because I am different, I laugh at them because they are all the same.

 ୪୨. ODIA – ଲୋକେ ହସନ୍ତି ମୋତେ କାରଣ ମୁଁ ଅଲଗା , ମୁଁ ହସେ ସେମାନଙ୍କୁ କାରଣ ସେମାନେ ସମସ୍ତେ ଏକ ଧରଣର .

 

ଭଲ ଲାଗିଲା ତ ……

ଜଣେଇଲେ ମୋତେ ଭଲ ଲାଗିବ .

ରହିଲି .

ରତିକାନ୍ତ ସିଂହ

 RATIKANTA SINGH