ଓଡ଼ିଆରେ  ଡଃ ବି. ଆର. ଅମ୍ବେଦକର ଙ୍କର ସୁଵିଚାର

_________________________________

 

ନାମ – ଡଃ ବି. ଆର. ଅମ୍ବେଦକର -ବାବା ସାହେବ ଅମ୍ବେଦକର

ଜନ୍ମ -୧୪.୦୪.୧୮୯୧ (ମହୁ , ଜିଲ୍ଲା – ଇନ୍ଦୋର , ମଧ୍ୟପ୍ରଦେଶ )

ମୃତ୍ୟୁ -୦୬.୧୨.୧୯୫୬ (ଦିଲ୍ଲୀ , ଭାରତ )

ଜାତୀୟତା  – ଭାରତୀୟ

ENGLISH / ODIA QUOTES OF Dr. B.R. AMBEDKAR

______________________________________________

1. English- We are Indians, firstly and lastly.

୧.ODIA –ଆମେ ଭାରତୀୟ , ସର୍ବ ପ୍ରଥମେ ଏବଂ ଶେଷରେ ମଧ୍ୟ .

______________________________________________

2. English- Life should be great rather than the long.

୨.ODIA – ଜୀବନ କାଳ ଲମ୍ବା ନ ହୋଇ ମହାନ ହେବI ଦରକାର .

______________________________________________

3. English- The relationship between husband and wife should be one of closest friends.

୩.ODIA – ପତି ଏବଂ ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ଏକ ଘନିଷ୍ଠ ମିତ୍ରଙ୍କ ପରି ହେବI ଉଚିତ .

______________________________________________

4. English- A great man is different from an eminent one is that he is ready to be the servant of the society.

୪.ODIA – ଏକ ମହାନ ବ୍ୟକ୍ତି ସବୁବେଳେ ସମାଜର ସେବକ ହେବାପାଇଁ ତତ୍ପର . ଏଇଟା ହିଁ ହେଉଛି ଫରକ ଏକ ସୁପ୍ରସିଦ୍ଧ ବ୍ୟକ୍ତିଠୁ .

______________________________________________

5. English- I measure the progress of a community by the degree of progress which women have achieved.

୫.ODIA – ମୁଁ ମାପେ ଏକ ସମୁଦାୟର ପ୍ରଗତିକୁ ତାଙ୍କର ମହିଳା ମାନଙ୍କର ପ୍ରାପ୍ତ ବିକାଶର ପରିଣାମ ଉପରେ .

_____________________________________________

6. English- I solemnly assure you that I will not die as Hindu.

୬.ODIA – ମୁଁ ଦୃଢ଼ତା ପୂର୍ବକ ଆପଣଙ୍କୁ ଭରସା ଦେଉଛି ଯେ ମୁଁ ହିନ୍ଦୁ ପରି  ମରିବି ନାହିଁ .

______________________________________________

7. English- I like the religion that teaches liberty , equality and fraternity.

୭.ODIA – ମୁଁ ଏପରି ଧର୍ମକୁ ମାନେ ଯିଏ ସ୍ୱତନ୍ତ୍ରତା , ସମାନତା ଏବଂ ଭାତୃଭାଵ ଶିଖାଏ .

______________________________________________

8. English- If I find the constitution being misused , I shall be the first to burn it.

୮.ODIA – ଯଦି ମୁଁ ଦେଖେ କି ସମ୍ବିଧାନର ଦୁରୁପଯୋଗ କରା ଯାଉଛି , ମୁଁ ହେବି ପ୍ରଥମ ତାକୁ ଜଳେଇବା ପାଇଁ .

______________________________________________

9. English- Cultivation of mind should be the ultimate aim of human existence.

୯.ODIA – ବୁଦ୍ଧିକୁ ସୁଧାରିବା ହିଁ ମାନବ ଅସ୍ତିତ୍ବର ପରମ ଲକ୍ଷ ହେବI ଉଚିତ .

______________________________________________

10. English- They can not make history who forget history.

୧୦.ODIA – ସେମାନେ ଇତିହାସ ଗଢି ପାରିବେ ନାହିଁ ଯିଏ ଇତିହାସ  ଭୁଲି ଯାଆନ୍ତି.

______________________________________________

11. English- In Hinduism, conscience , reason and independent thinking have no scope for development.

୧୧.ODIA – ହିନ୍ଦୁ ଧର୍ମରେ ବିବେକ , କାରଣ ଆଉ ସ୍ୱତନ୍ତ୍ର ଚିନ୍ତାର ବିକାଶ ପାଇଁ କୌଣସି ଅବସର ନାହିଁ .

______________________________________________

12. English- Men are mortal. So are ideas. An idea needs propagation as much as a plant needs watering. Otherwise both will wither and die.

୧୨.ODIA – ମଣିଷ ନଶ୍ଵର .ସେଇପରି ବିଚାର ମଧ୍ୟ ନଶ୍ଵର .ଏକ ବିଚାରର ଦରକାର ହୁଏ ପ୍ରଚାର -ପ୍ରସାର  ଯେମିତି ଏକ ଚାରା ଗଛକୁ ପାଣିର ଦରକାର . ଯଦି ଏମାନେ ଏସବୁ ନ ପାଆନ୍ତି ସେମାନେ ଶୁଖି ମରି ଯାଆନ୍ତି .

______________________________________________

13. English- Religion and slavery are incompatible.

୧୩.ODIA – ଧର୍ମ ଓ ଦାସତ୍ୱ ଅସଙ୍ଗତ ଅଟନ୍ତି .

______________________________________________

14. English- Some people think that religion is not essential to society. I do not hold this view. I consider the foundation of religion to be essential to the life and practices of a society.

୧୪.ODIA -କିଛି ଲୋକ ଭାବନ୍ତି ଯେ ଧର୍ମ ସମାଜ ପାଇଁ ଅତ୍ୟାବଶ୍ୟକ ନୁହେଁ . ମୁଁ ଏଇ ବିଚାରକୁ ମାନେ ନାହିଁ . ମୁଁ ମାନେ ଯେ ଧର୍ମର ସ୍ଥାପନା ଅତ୍ୟାବଶ୍ୟକ ଏକ ସମାଜର ଜୀବନ ଏବଂ ପରମ୍ପରା ପାଇଁ .

_____________________________________________

15. English- Law and order are the medicine of the body politic and when the body politic gets sick, medicine must be administered.

୧୫..ODIA -କାନୁନ ଆଉ ବ୍ୟବସ୍ତା ହେଉଛନ୍ତି ଔଷଧ ଏକ ରାଷ୍ଟ୍ରର ଏବଂ ଯେତେବେଳେ  ରାଷ୍ଟ୍ର ବେମାର ରେ ପଡି ଯାଏ ତାକୁ ଔଷଧ ଦେବା ଅତି ଦରକାର .

_____________________________________________

16. English- Unlike a drop of water which loses its identity when it joins the ocean, man does not lose his being in the society in which he lives. Man’s life is independent. He is born not for the development of the society alone, but for the development of the self.

୧୬. ODIA – ଯେମିତି ଟୋପାଏ ପାଣି ତାର ଅସ୍ତିତ୍ୱ ହରାଏ ସମୁଦ୍ର ସହିତ ମିଶି ଗଲେ , ଏହାର  ବିପରୀତ ମଣିଷ ତାର ଅସ୍ତିତ୍ୱ ସମାଜରେ ହରାଏ ନାହିଁ ଯେଉଁଠି ସେ ରହେ . ମଣିଷର ଜୀବନ ସ୍ୱତନ୍ତ୍ର . ସିଏ ଜନ୍ମ ହୁଏ କେବଳ ସମାଜର ବିକାଶ ପାଇଁ ନୁହେଁ କିନ୍ତୁ ନିଜର ବିକାଶ ପାଇଁ .

______________________________________________

17. English- Equality may be a fiction but none the less one must accept it as a governing principle.

୧୭..ODIA – ସମାନତା ଏକ କଳ୍ପନା ହୋଇ ପIରେ କିନ୍ତୁ ତଥାପି ତାକୁ ଏକ ଶାସକୀୟ (governing ) ସିଦ୍ଧାନ୍ତ ରୂପେ ସ୍ୱୀକାର କରିବା ଉଚିତ .

______________________________________________

18. English- What are we having this liberty for? We are having this liberty in order to reform our social system, which is full of inequality, discrimination and other things, which conflict with our fundamental rights.

୧୮. ODIA – ଆମ ପାଖରେ ସ୍ୱତନ୍ତ୍ରତା କାହିଁକି ଅଛି ? ଆମ ପାଖରେ ସ୍ୱତନ୍ତ୍ରତା ଏଇଥି ପାଇଁ ଅଛି ଯେ ଆମେ  ମାନେ ସାମାଜିକ ବ୍ୟବସ୍ତା କୁ ସୁଧାରି ପାରିବା, ଯେଉଁଠି ଭରି ରହିଛି ଅସମାନତା, ଭେଦ-ଭାବ , ଏବଂ ଅନ୍ୟ ଜିନିଷ ସବୁ , ଯାହାର ଦ୍ଵନ୍ଦ ଆମର ମୌଳିକ ଅଧିକାର ସହିତ ହୁଏ .

______________________________________________

19. English- Political tyranny is nothing compared to the social tyranny and a reformer who defies society is a more courageous than a politician who defies Government.

୧୯. ODIA – ରାଜନୈତିକ ଅତ୍ୟାଚାର କିଛି ନୁହେଁ ସାମାଜିକ ଅତ୍ୟାଚାରର ତୁଳନାରେ ଏବଂ ଏକ ସୁଧାରକ ଯିଏ ସମାଜକୁ ବିରୋଧ କରେ  ସିଏ ଅଧିକ ସାହସୀ ଏକ ରାଜନୀତିଜ୍ଞ ଠୁ ଯିଏ ବିରୋଧ କରେ ସରକାରକୁ .

______________________________________________

20. English- The sovereignty of scriptures of all religions must come to an end if we want to have a united integrated modern India.

୨୦. ODIA – ପ୍ରଭୁତ୍ୱ ସବୁ ଧର୍ମ ଶାସ୍ତ୍ରଙ୍କର ଅନ୍ତ ହେଵା ଜରୁରୀ ଯଦି ଆମେ ଚାହୁଁ ଏକ ସଂଯୁକ୍ତ ଏକୀକୃତ ଆଧୁନିକ ଭାରତ .

______________________________________________

21. English- A safe army is better than a safe border.

୨୧.ODIA – ଏକ ସୁରକ୍ଷିତ ସେନା ଅଧିକ  ଭଲ ଏକ ସୁରକ୍ଷିତ ସୀମାନ୍ତ ଠୁ .

______________________________________________

22. English- Indifferentism is the worst kind of disease that can affect people.

୨୨.ODIA – ଉଦାସୀନତା ସବୁଠୁ ଖରାପ ଧରଣର  ବେମାର ଯାହା ଲୋକଙ୍କ ଉପରେ ପ୍ରଭାବ ପକେଇ ପରେ .

______________________________________________

23. English- Indians today are governed by two different ideologies. Their political ideal set in the preamble of the constitution affirms a life of liberty, equality and fraternity. Their social ideal embodied in their religion denies them.

୨୩. ODIA – ଆଜି ଭାରତୀୟମାନେ ଅଲଗା ଅଲଗା ଦୁଇଟା ବିଚାର ଧାରା ଦ୍ୱାରା ଶାସିତ ହେଉଛନ୍ତି. ତାଙ୍କର ରାଜନୈତିକ ଆଦର୍ଶ ଯେଉଁଟା  ସମ୍ବିଧାନର ପ୍ରସ୍ତାବନାରେ ଇଙ୍ଗିତ ହୋଇଛି ସେଇଟା ହେଲା ସ୍ୱତନ୍ତ୍ରତା , ସମାନତା ଓ ଭାତୃଭାଵ. ଧର୍ମରେ ସମାହିତ ସାମାଜିକ  ଆଦର୍ଶ ତାକୁ ମନା କରେ .

_____________________________________________

24. English- Be educated, be organized and be agitated.

୨୪. ODIA – ଶିକ୍ଷିତ ହୁଅ , ସଂଗଠିତ ହୁଅ ଏବଂ ଆନ୍ଦୋଳିତ ରୁହ .

_____________________________________________

25. English- If you believe in living a respectable life , you believe in self –help which is the best help.

୨୫. ODIA -ଯଦି ତୁମେ ଏକ ସମ୍ମାନଜନକ ଜୀବନ ଯାପନ କରିବାରେ ବିଶ୍ୱାସ କର , ତୁମେ ବିଶ୍ୱାସ କର ଯେ ସ୍ୱାବଲମ୍ବନ ହିଁ ସର୍ବଶ୍ରେଷ୍ଟ ସହାୟତା .

______________________________________________

26. English- we must stand on our own feet and fight as best as we can for our rights. So carry on your agitation and organize your forces. Power and prestige will come to you through struggle.

୨୬. ODIA – ଆମକୁ ନିଜର ଗୋଡ଼ରେ ଠିଆ ହେବାକୁ ପଡିବ ଆଉ ବଢିଆ ଧରଣର ଲଢେଇ କରିବାକୁ ପଡିବ ଆମର ଅଧିକାର ପାଇଁ. ତେଣୁ ତୁମର ଆନ୍ଦୋଳନକୁ ଆଗେଇ ନିଅ ଏବଂ ସଂଗଠିତ କର ତୁମର ସେନା କୁ .  ଶକ୍ତି ଏବଂ ପ୍ରତିଷ୍ଠା ସଂଘର୍ଷ ଦ୍ୱାରା ତୁମକୁ ମିଳିବ .

______________________________________________

27. English- For successful revolution it is not enough that there is discontent. What is required is a profound and thorough conviction of the justice, necessity and importance of political and social rights.

୨୭.ODIA -ଏକ ସଫଳ କ୍ରାନ୍ତି ପାଇଁ ପର୍ୟାପ୍ତ ନୁହେଁ ମାତ୍ର ଏଥିରେ ଅସନ୍ତୋଷ ରହିବା. ଯାହାର ଆବଶ୍ୟକ ହେଉଛି ସେଇଟା ହେଲା ଏକ ଗହନ ଏବଂ ସମ୍ପୂର୍ଣ ଆସ୍ଥା ନ୍ୟାୟ , ଦରକାରୀ ଓ ଗୁରୁତ୍ୱ ରାଜନୈତିକ ଓ ସାମାଜିକ ଅଧିକାର ଉପରେ .

______________________________________________

28. English- So long as you do not achieve social liberty, whatever freedom is provided by the law is of no avail to you.

୨୮.ODIA – ଯେଉଁ ପର୍ଯ୍ୟନ୍ତ ଆପଣ ସାମାଜିକ ସ୍ୱତନ୍ତ୍ରତା ହାସିଲ ନ କରନ୍ତି, ଯାହାକିଛି ବି  ସ୍ୱତନ୍ତ୍ରତା କାନୁନ ଦ୍ୱାରା ଦିଆ ଯାଇଛି ତାହାର କୌଣସି ଉପଯୋଗ ଆପଣଙ୍କ ପାଇଁ ନୁହେଁ .

29. English- History shows that where ethics and economics come in conflict, victory is always with economics. Vested interests have never been known to have willingly divested themselves unless there was sufficient force to compel them.

୨୯ .ODIA -ଇତିହାସ ଜଣାଏ ଯେ , ଯେଉଁଠି ନୈତିକତା  ଆଉ ଅର୍ଥ ଶାସ୍ତ୍ର ମଧ୍ୟରେ ସଂଘର୍ଷ ହୁଏ  ବିଜୟ ସବୁବେଳେ ହୁଏ ଅର୍ଥ ଶାସ୍ତ୍ର ର . ନିହିତ ସ୍ୱାର୍ଥ କୁ ସେଇ ପର୍ଯ୍ୟନ୍ତ ସ୍ବେଛାରେ ଛାଡି ଦିଆ ଯାଇ ନାହିଁ ଯେଉଁ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ବଳ ଲଗାଇ ବାଧ୍ୟ କର ଯାଇ   ନାହିଁ .

______________________________________________

30. English- Caste is not a physical object like a wall of bricks or a line of barbed wire which prevents to the Hindus from co-mingling and which has, therefore, to be pulled down. Caste is a notion; it is state of mind.

୩୦.ODIA – ଜାତି କୌଣସି ଦୈହିକ ଜିନିଷ ନୁହେଁ ଯେମିତି ଇଟାର କାନ୍ଥ ବା ଏକ କଣ୍ଟା ତାରର ବାଡ଼ ଯାହାକି ହିନ୍ଦୁ ମାନଙ୍କୁ ରୋକେ ମିଳା ମିଶା କରିବାରେ ଏବଂ ଏଇଥି ପାଇଁ, ଏହାକୁ ଟାଣି ତଳକୁ ପକେଇ ଦେବା . ଜାତି ଏକ ଧାରଣା ; ଏହା  ମନସ୍ଥିତି ଅଟେ .

______________________________________________

ଅନୁରୋଧ ,

ଯଥେଷ୍ଟ ଧ୍ୟାନ ଦେବା ପରେ ମଧ୍ୟ କିଛି ସୁଵିଚାରକୁ ଅନୁବାଦ କରିବାରେ ତୃଟି ଥାଇ ପରେ .ପାଠକେ ଏହାକୁ ସୁଧାରି ପଢିବା ସହିତ ମୋତେ ଅବଗତ କରାଇଲେ ମୁଁ କୃତଜ୍ଞ ହେବି . ରହିଲି .

ରତିକାନ୍ତ ସିଂହ             

RATIKANTA SINGH