ନୂଆ ବର୍ଷର ଶୁଭେଚ୍ଛା ଗ୍ରହଣ କରନ୍ତୁ ……….
ଆଜି ଆପଣ ମାନଙ୍କ ପାଇଁ ନୂଆ ବର୍ଷ ଉପରେ କିଛି ଲଘୁ କବିତା
ODIA POEM ON NEW YEAR – ନୂଆ ବର୍ଷ- POEM -1
ନୂଆ ବର୍ଷ ଆମକୁ ନୂଆ କରି ଦିଅ ନୂଆ ଉଲ୍ଲାସ ଓ ଉଦ୍ଦୀପନା ଭାରି ଦିଅ ।
ହସ ଖୁସିରେ ଭରି ଯାଉ ଏ ସଂସାର ନୂଆ ସ୍ବପ୍ନ ଆଉ ନୂଆ ଲକ୍ଷ୍ୟ କୁ କରିଦିଅ ସାକାର।
ODIA POEM ON NEW YEAR – ନୂଆ ବର୍ଷ- POEM -2
ନୂଆ ବର୍ଷରେ ନୂଆ କିଛି କରିବାର ଇଛା ଅଛି
ପୁରୁଣା ବର୍ଷରୁ ଶିକ୍ଷ୍ୟା ନେଇ ଆଗକୁ ବଢୁଛି ।
ଭଗବାନ ଓ ଗୁରୁଜନ ଙ୍କ ଆଶୀର୍ବାଦ ମାଗୁଛି
କିନ୍ତୁ – ନିଜ ଉପରେ ବିଶ୍ୱାସ ଓ ଭରସା ରଖି କଦମ ବଢ଼େଇ ଚାଲିଛି।
ODIA POEM ON NEW YEAR – ନୂଆ ବର୍ଷ- POEM -3
ଏମିତି କିଛି କରିଯିବାକୁ ଚାହେଁ ଯାହା ମୁଁ କେବେ କରି ନାହିଁ ।
ପ୍ରବଳ ଇଛା କରିଲେ ସବୁ କିଛି ହୂଏ ଏହା ସତ୍ୟ – ଏ କଥା – ମୁଁ ଭୁଲି ପାରିବି ନାହିଁ ।
ODIA POEM ON NEW YEAR – ନୂଆ ବର୍ଷ- POEM -4
ସାହସ କରିଲେ ସାହସ ବଢେ ମୁଁ ନୂଆ ବର୍ଷରେ ସାହସ ଓ ଧୈର୍ଯ୍ୟ ଦେଖେଇବି’ ।
ଯେତେ ଯାହା ଭୁଲ- ଭାଳ କରି ଥିଲି ସବୁ କିଛି ସୂଧାରୀ ନିଜର ଯତ୍ନ ମଧ୍ୟ ନେବି ।
–0-0-0-0-
ମୁଁ ନିଜ କଥା ବେଶୀ ଲେଖି ଦେଲି କି????
ଭୁଲ ବିଝିବେ ନାହିଁ !
ଖରାପ ମଧ୍ୟ ଭାବିବେ ନାହିଁ !!!
ମନେ ରଖନ୍ତୁ – JUST ନୂଆ ବର୍ଷ ଆରମ୍ଭ ହୋଇଛି ,
ଚାଲନ୍ତୁ , ଏ ବର୍ଷ ୨୦୧୮ ରେ
କମ ରାଗିବା,
ବେଶୀ ହସିବା ,
ସମୟର ସଦୁପଯୋଗ କରିବା
ସ୍ୱାସ୍ଥ୍ୟ ର ଧ୍ୟାନ ଦେବା ,
ପାଣି ବେଶୀ ପିଇବା ,
ପଇସା ପତ୍ର ଭାବି ଚିଂତି ଖର୍ଚ କରିବା …………………………..
ଆପଣ ମାନେ ଭାବି ପାରନ୍ତି – ଏ ଲୋକଟା କୋଉଠୁ ଆସିଲା ମ !!!! ଜ୍ଞାନ ଦଉଛି !!!!!!!!!!! ,
ଏଇଆ ଭାବି ରାଗ କରିବେ ନାହିଁ।
ହସ ଖୁସିରେ ମଉଜ ମସ୍ତିରେ ସମୟ କାଟନ୍ତୁ ।
କିନ୍ତୁ – ନିଜର କର୍ତବ୍ୟର ହେଳା ନ କରନ୍ତୁ
ଆଉ ବେଶୀ ଲେଖିବା ଦରକାର ନାହିଁ ।
ଆପଣମାନେ ତ ସମଝଦାର ଲୋକ …………..
ରହିଲି । ରତିକାନ୍ତ ସିଂହ
Ratikanta Singh
Good Website