ନୂଆ ବର୍ଷର ଶୁଭେଚ୍ଛା ଗ୍ରହଣ କରନ୍ତୁ ……….

ଆଜି ଆପଣ ମାନଙ୍କ  ପାଇଁ ନୂଆ ବର୍ଷ ଉପରେ କିଛି ଲଘୁ  କବିତା

ODIA POEM ON NEW YEAR – ନୂଆ ବର୍ଷ- POEM -1

ନୂଆ ବର୍ଷ ଆମକୁ ନୂଆ କରି ଦିଅ                                                ନୂଆ ଉଲ୍ଲାସ ଓ ଉଦ୍ଦୀପନା ଭାରି ଦିଅ ।

ହସ ଖୁସିରେ ଭରି ଯାଉ ଏ ସଂସାର                                             ନୂଆ ସ୍ବପ୍ନ ଆଉ ନୂଆ ଲକ୍ଷ୍ୟ କୁ କରିଦିଅ ସାକାର।

ODIA POEM ON NEW YEAR – ନୂଆ ବର୍ଷ- POEM -2

                                              ନୂଆ ବର୍ଷରେ ନୂଆ କିଛି କରିବାର ଇଛା ଅଛି

ପୁରୁଣା ବର୍ଷରୁ ଶିକ୍ଷ୍ୟା ନେଇ ଆଗକୁ ବଢୁଛି ।

                                                ଭଗବାନ ଓ ଗୁରୁଜନ ଙ୍କ ଆଶୀର୍ବାଦ ମାଗୁଛି

କିନ୍ତୁ – ନିଜ ଉପରେ ବିଶ୍ୱାସ ଓ ଭରସା ରଖି କଦମ ବଢ଼େଇ ଚାଲିଛି।

ODIA POEM ON NEW YEAR – ନୂଆ ବର୍ଷ- POEM -3

ଏମିତି କିଛି କରିଯିବାକୁ ଚାହେଁ                                             ଯାହା ମୁଁ କେବେ କରି ନାହିଁ ।

                       ପ୍ରବଳ ଇଛା କରିଲେ ସବୁ କିଛି ହୂଏ                                       ଏହା ସତ୍ୟ – ଏ କଥା – ମୁଁ ଭୁଲି ପାରିବି ନାହିଁ ।

 ODIA POEM ON NEW YEAR – ନୂଆ ବର୍ଷ- POEM -4

ସାହସ କରିଲେ ସାହସ ବଢେ                                 ମୁଁ ନୂଆ ବର୍ଷରେ ସାହସ ଓ ଧୈର୍ଯ୍ୟ ଦେଖେଇବି’ ।

ଯେତେ  ଯାହା ଭୁଲ- ଭାଳ   କରି ଥିଲି                      ସବୁ କିଛି ସୂଧାରୀ ନିଜର ଯତ୍ନ ମଧ୍ୟ ନେବି ।

0-0-0-0-

ମୁଁ ନିଜ କଥା ବେଶୀ ଲେଖି ଦେଲି କି????

ଭୁଲ ବିଝିବେ ନାହିଁ !

ଖରାପ ମଧ୍ୟ ଭାବିବେ ନାହିଁ !!!

ମନେ ରଖନ୍ତୁ – JUST  ନୂଆ ବର୍ଷ ଆରମ୍ଭ ହୋଇଛି ,

ଚାଲନ୍ତୁ , ଏ ବର୍ଷ ୨୦୧୮ ରେ

 କମ  ରାଗିବା,

ବେଶୀ ହସିବା ,

ସମୟର ସଦୁପଯୋଗ କରିବା

ସ୍ୱାସ୍ଥ୍ୟ ର ଧ୍ୟାନ ଦେବା ,

ପାଣି ବେଶୀ ପିଇବା ,

ପଇସା ପତ୍ର ଭାବି ଚିଂତି ଖର୍ଚ କରିବା …………………………..

 ଆପଣ ମାନେ ଭାବି ପାରନ୍ତି –    ଏ ଲୋକଟା କୋଉଠୁ ଆସିଲା ମ  !!!! ଜ୍ଞାନ ଦଉଛି !!!!!!!!!!!                                             ,

ଏଇଆ ଭାବି ରାଗ କରିବେ ନାହିଁ।

                                                                   ହସ ଖୁସିରେ ମଉଜ ମସ୍ତିରେ ସମୟ କାଟନ୍ତୁ ।

                                                                                କିନ୍ତୁ – ନିଜର କର୍ତବ୍ୟର ହେଳା ନ କରନ୍ତୁ

                                                                                 ଆଉ ବେଶୀ ଲେଖିବା ଦରକାର ନାହିଁ ।

                                                                                 ଆପଣମାନେ ତ ସମଝଦାର ଲୋକ …………..

                                                                                    ରହିଲି ।   ରତିକାନ୍ତ ସିଂହ

Ratikanta Singh

One thought on “ODIA POEM ON NEW YEAR- ନୂଆ ବର୍ଷର କିଛି କବିତା

Comments are closed.