ଓଡ଼ିଆ ବ୍ଲଗର ରତିକାନ୍ତ ସିଂହ : ତ୍ରିଭାଷୀ ବ୍ଲଗର ର ପ୍ରୟାସରେ

Topic ର Title ଟା ଦେଖିଲେ ଆପଣ ମାନେ କହି ପାରନ୍ତି -ଏ କଅଣ ଜିନିଷ ରେ ଭାଇ ? ସତରେ – ମୁଁ ବି ଭାବୁଛି , ମୁଁ ଏ କଅଣ କରିଦେଲି ! ଆଉ ଏ କଅଣ ହେଇ ଗଲା ? ମୋର ନାକେଦମ ହୋଇ ଯାଇଛି . କିନ୍ତୁ ମିଛ କହିବି ନାହିଁ . ତିନୋଟି ଭାଷା ରେ – ଓଡ଼ିଆ , ହିନ୍ଦୀ ଓ ଇଂରାଜୀ ରେ BLOGGING କରି ମଜା ଆସୁଛି . ଜୀବନ ରେ challenge ନ ଥିଲେ ମଜା ଆସେ ନାହିଁ . କଷ୍ଟ  ତ ହେଇଛି ,ମଜା ବି ଆସୁଛି , ତା ସହିତ Adventure ର ଆନନ୍ଦ ବି ମିଳୁଛି .

ହଁ ,ମୁଁ ରତିକାନ୍ତ ସିଂହ – ତ୍ରିଭାଷୀ / Tri -lingual Blogger ହେବାକୁ ଚେଷ୍ଟା ଚଳେଇଛି . ମୁଁ 15.02.2017 ରେ ଓଡ଼ିଆ ପୋଷ୍ଟ (ମୋର ଲକ୍ଷ୍ୟ ) ଏବଂ ଇଂରାଜୀ ରେ 28.12.2017 ର ପୋଷ୍ଟ (GOAL & GOAL SETTING )ରେ ଲେଖିଛି ଯେ ମୁଁ ପ୍ରତ୍ୟେକ ମାସ ନଅଟା ପୋଷ୍ଟ ଲେଖିବି . ସେଥିରୁ ତିନୋଟି ଓଡ଼ିଆ ରେ ,ତିନୋଟି ହିନ୍ଦୀ ରେ ଏବଂ ବାକି ତିନୋଟି ଇଂରାଜୀ ରେ ଲେଖିବି .

ଆଜି ମୁଁ ଉତ୍ସାହ ର ସହିତ ଖୁସି ପ୍ରକଟ କରୁଛି .କାରଣ ,ଏଇ ଦୁଇ ମାସ ରେ ମୋର ଲକ୍ଷ୍ୟ କୁ ଟପି ଯାଇଛି . ଅଠର ଟା ର ଲକ୍ଷ୍ୟ ସାମନାରେ  ଏକୋଇଶ ଟା ପୋଷ୍ଟ ଲେଖି ଦେଇଛି . କହି ବାକୁ ଗଲେ ମୁଁ କମାଲ କରିଛି .ପୋଷ୍ଟ ଲେଖିବା ରେ ବହୁତ ପାମ୍ପଡ଼ ବେଲି ବାକୁ ପଡୁଛି ରେ ଭାଇ . କଷ୍ଟ ନ କରିଲେ କୃଷ୍ଣ ମିଳନ୍ତି ନାହିଁ . ମୁଁ ଏବେ କଷ୍ଟ ର ସୁଫଳ ପାଉଛି . ସବୁଠୁ ବଡ଼ ଫଳ ହେଲା SELF SATISFACTION / ଆତ୍ମ ତୃପ୍ତି, ତା ସହିତ ଆଗେଇ ଯିବାର ସ୍ଫୁର୍ତ୍ତି ଓ ଉତ୍ସାହ . ଆପଣ , ଜନତା ଜନାର୍ଦନଙ୍କର SUPPORT ପାଇଲେ ନିଶ୍ଚୟ ମାଡି ଯିବି ଓ ପ୍ରତ୍ୟେକ ମାସ ନଅଟା POST ର ଲକ୍ଷ୍ୟ ପ୍ରାପ୍ତି କରି YEAR END ସୁଦ୍ଧା ୧୦୮ ରୁ ଅଧିକ  BLOG POST ଲେଖିବି .

ଭାବିଲେ କେମିତି  କେମିତି ଲାଗୁଛି . ହିମାଳୟ ପର୍ବତ ପରି ଲକ୍ଷ୍ୟଟା ଦିଶୁଛି . ମୁଁ ଜାଣେ -” बुंद बुंद से सागर  “.- ଟୋପାଏ ଟୋପାଏ ପାଣି ମିଶି ସମୁଦ୍ର . ମୋର ଗୋଟିଏ ଗୋଟିଏ post ମୋର ଲକ୍ଷ୍ୟ କୁ ପହୁଞ୍ଚାଇବାରେ ସାହାଯ୍ୟ କରିବ . ମୁଁ ଚାହେଁ ମୋର WEB SITE ହେଇ ଯାଉ ଆପଣ ମାନଙ୍କର ଏକ ପସନ୍ଦ ର WEB SITE .ଏଇଟା ଆପଣ ଙ୍କର ସାହାଯ୍ୟରେ ହିଁ ହେଇ ପାରିବ . ଏବେ ମୁଁ ଭାବୁଛି ମୋର WEB SITE ର ଗୋଟିଏ TAG LINE ହେବା ଦରକାର . ଯଥେଷ୍ଟ ଚିନ୍ତା ଭାବନା କରିବା ପରେ ଲାଗୁଛି ,TAG LINE ଟା ହେବ …..

 ” GAIN CONFIDENCE EVERYDAY”  OR “GAIN CONFIDENCE ALWAYS

ବନ୍ଧୁ ମାନେ କହନ୍ତୁ ତ ଏଇ TAG LINE ଟା ଠିକ ଠାକ ହେଵ ତ ? ମୋର WEB SITE ମୋର ବନ୍ଧୁ ମାନଙ୍କୁ CONFIDENCE ଦେବାରେ ଲାଗିଛି . ତେଣୁ ଆପଣ ମାନେ ନିଶ୍ଚୟ ଏଇ TAG LINE କୁ ପସନ୍ଦ କରି ପାରନ୍ତି . ଏହା ମୋର ନିର୍ଭର ଯୋଗ୍ୟ ବିଶ୍ଵାସ ଆପଣ ମାନଙ୍କ  ଉପରେ .

ଆଜି ମୁଁ ମୋ ବିଷୟରେ ବହୁତ କଥା ଲେଖି ଲେଖି  ଚାଲିଛି . SITUATION  ଟା ଟିକେ SERIOUS  SERIOUS ପରି ଲାଗୁଛି . ସମୟ ଟା ହୋଇ ଯାଇଛି GEAR  CHANGE କରିବା ପାଇଁ . ବେଳେ ବେଳେ GEAR CHANGE କରିବା ଦରକାର . TOP GEAR ରେ ଚାଲି ପାରିଲେ ବଡ଼ ଭଲ ଲାଗେ . କିନ୍ତୁ ଜୀବନରେ ସୁଖ -ଦୁଃଖ , ହସ – ଖୁସି ର ଲହଡି ଆସେ ଆଉ ଚାଲି ଯାଏ . ଲହଡି ର ତାଳେ ତାଳେ ଜୀବନ କୁ ଆଗେଇ ନେବାକୁ ପଡେ . ଏଇଟା ସତ କଥା .ଆପଣ ମାନେ ନା କରି ପାରିବେ ନାହିଁ .

ଚାଲନ୍ତୁ ଆପଣ ମାନଙ୍କୁ ଆଉ SERIOUS କରିବି ନାହିଁ .କିନ୍ତୁ SERIOUSLY ଗୋଟିଏ କବିତାକୁ ତିନୋଟି ଭାଷା ରେ ଶୁଣେଇବି. ଏଇ କବିତା ର ଶୀର୍ଷକ ହେଲା ଓଡ଼ିଆ ରେ ଜୀବନ ,ହିନ୍ଦୀରେ ज़िंदगी ,ଓ ଇଂରାଜୀ ରେ LIFE . ତାର ଅର୍ଥ ଟା ହେଲା କବିତା ଏକ, ଭାଷା ଅନେକ . କଅଣ ପ୍ରସ୍ତାବ ଟା ଭଲ ଲାଗୁଛି ତ ? ଆପଣ ମାନେ ମୋର TRI – LINGUAL BLOGGER ର ପରୀକ୍ଷା ନେଇ ନିୟନ୍ତୁ .   ପରୀକ୍ଷା  ଟା ଆରମ୍ଭ ହେଉ ଓଡ଼ିଆ କବିତା ରେ …

ODIA POEM “JIBAN” – ଓଡ଼ିଆ କବିତା –“ଜୀବନ

ହସିବେ କିଛି ଲୋକ ଆପଣ ଙ୍କ ସୁଖରେ

ହସିବେ କିଛି ଲୋକ ଆପଣ ଙ୍କ ଦୁଃଖ ରେ

କାନ୍ଦିବେ କିଛି ଲୋକ ଆପଣ ଙ୍କ ସୁଖ ରେ

କାନ୍ଦିବେ କିଛି ଲୋକ ଆପଣ ଙ୍କ ଦୁଃଖ ରେ

ଏଇ ତ ଜୀବନ ର ସତ -ମିଛ ଆଉ ସବୁ କିଛି

ଏସବୁ  ବୁଝି ନ ପାରିଲେ କଅଣ ଅଛି ?

0-0-0-

ODIA  – ENGLISH  QUOTES ON LIFE – ଜୀବନ

1 . ENGLISH –Only I can change my life. No one can do it. – CAROL BURNETT

୧. ODIA     – କେବଳ ମୁଁ ବଦଳେଇ  ପାରିବି ମୋ ଜୀବନକୁ . ଆଉ କେହି କରି ପାରିବେ ନାହିଁ .  CAROL  BURNETT

2 ENGLISH- Life is 10% what happens to you and 90% how you react to it.-   CHARLES  R .SWINDOLL

2 ODIA – ଜୀବନ ହେଲା ଦଶ ପ୍ରତିଶତ (10 % ) ଯାହା ଆପଣ ଙ୍କ ସହିତ ଘଟୁଛି ଏବଂ ନବେ ପ୍ରତିଶତ  (90 % ) ହେଲା ଆପଣ କେମିତି ତାର ପ୍ରତିକ୍ରିୟା କରୁଛନ୍ତି . CHARLES  R .SWINDOLL

3 ENGLISH- As you think so shall you become.- BRUCE LEE

୩ ODIA – ଯେମିତି ତୁମେ  ଭାବିବ ସେମିତି ତୁମେ ହେବ . BRUCE LEE

-୦-୦-୦-

HINDI POEM-“ ZINDAGI” – हिन्दी कविता-“ ज़िंदगी

हँसेंगे  कुछ लोग आपके सुख  में

हँसेंगे  कुछ लोग आपके दुख में

रोएँगे कुछ लोग आपके सुख में

रोएँगे कुछ लोग आपके दुख में

येही है जिंदेगी का सच -झूठ , और बहुत कुछ

यह ना समझ पाये तो – बोलो – क्या किए आप सच- मुच ?

-0-0-0-

HINDI  – ENGLISH  QUOTES ON LIFE –“ज़िंदगी

4. ENGLISH –It’s the possibility of having a dream come true that makes life interesting. -PAULO COELHO

4. HINDI – सपने सच होने का संभावना ही जीवन को रोचक बनाती है।– PAULO COELHO

5.ENGLISH- Everyone seems to have a clear idea of how other people should lead their lives , but none about his or her own. PAULO COELHO

5. HINDI – सभी को यह प्रतीत होता है कि उनके पास एक स्पष्ट विचार है दूसरे

लोग उनके ज़िंदगी कैसे जीयें , परंतु खुद के बारे में कुछ भी

किसिको पता नहीं है । PAULO COELHO

6. ENGLISH- The secret of life , though , is to fall seven times and to get up eighth times. – PAULO COELHO

6. HINDI – जीवन का रहस्य है , यद्यपि , आप सात बार गिरें एवं आठवीं बार उठ खड़ा हो जायें । – PAULO COELHO

ENGLISH POEM ON- “ LIFE”

Some people will laugh when you are happy

Some people will laugh when you are sad

Some people will cry when you are happy

Some people will cry when you are sad

This is life’s real picture and real truth

Please understand this and lead a life very,  very cool and smooth.

-0-0-0-

ENGLISH  QUOTES ON LIFE

7. ENGLISH- My mission in life is not merely to survive ; but to thrive; and to do so with some passion, some compassion , some humour and some style. -MAYA ANGELOU

8. ENGLISH- If life were predictable it would cease to be life, and be without flavour .- ELEANOR ROOSE VELT

9. ENGLISH- All life is an experiment. The more experiment you make the better. – RALPH WALDO EMERSON

10. ENGLISH- All of life is peaks and valleys. Don’t let the peaks get too high and valleys too low. – JOHN WOODEN

11. ENGLISH- Life is short , and it is upto you to make it sweet. – SARAH LOUSE DELANY

12. ENGLISH – I always like to look on the optimistic side of life , but I am realistic enough to know that life is a complex matter. – WALT DISNEY

-0-0-0-

ମୁଁ ନିଜକୁ TRI LINGUAL BLOGGER ବୋଲି ଘୋଷଣା କରି ଚାଲିଛି . ଏ ଦିଗରେ ପରିଶ୍ରମ ମଧ୍ୟ କରୁଛି . ପରିଶ୍ରମ କେବେ ବୃଥା ଯାଏ ନାହିଁ . ଏ କଥା ଆମେ ସମସ୍ତେ ଜାଣୁ . କିନ୍ତୁ ବେଳେ ବେଳେ ମନ ଯୋଗ ଦେଇ ପରିଶ୍ରମ କରୁନା . ତେଣୁ ଭଲ ଫଳ ମିଳେ ନାହିଁ . ମନେ ରଖନ୍ତୁ – ମୋତେ ମୋ କାମ ର ଫଳ ଆପଣ ମାନେ ହିଁ ଦେବେ, ଯଦି ଆପଣ ମାନେ ମୋ ଲେଖା କୁ ପସନ୍ଦ କରନ୍ତି . ମୁଁ ଆପଣ ମାନଙ୍କର CERTIFICATE ଚାହେଁ .ଆପଣ ମାନେ ମୋହର ଲଗେଇ ଦିଅନ୍ତୁ  ଯେ ରତିକାନ୍ତ ସିଂହ ଏକ ଓଡ଼ିଆ BLOGGER ଏବଂ ତାର ପ୍ରତିଭା ଅଛି ତ୍ରିଭାଷୀ BLOGGER ହେଵା ପାଇଁ .ବର୍ତମାନ ପର୍ଯ୍ୟନ୍ତ ମୋର WEBSITE ରେ କୋଡିଏ ଟି ରୁ ଅଧିକ BLOGPOST ଦେଖି ସାରି ଛନ୍ତି .ନିଶ୍ଚୟ ଏଇ POST ସବୁ ଅଲଗା ଅଲଗା STYLE ର . ବୋଧ ହୁଏ ଆପଣ ଙ୍କୁ ସେଗୁଡିକ ପ୍ରଭାବିତ କରିଥିବ .

ଗୋଟିଏ ସତ କଥା ଆପଣ ଙ୍କ କାନେ କାନେ କହିବାକୁ ଚାହେଁ . …

  “ଓଡ଼ିଆ ଓ ହିନ୍ଦୀ ରେ ବେଳେ ବେଳେ ଭାବେ ମୁଁ ଦୁର୍ବଳ

କିନ୍ତୁ,ଓଡ଼ିଆ ଓ ହିନ୍ଦୀ ରେ ପଢା ଲେଖା କରିବା ଟା ହେଉଛି ମୋର ଦୁର୍ବଳତା”.

 ମୁଁ ଓଡ଼ିଆ ରେ  ସପ୍ତମ ଶ୍ରେଣୀ ଏବଂ ହିନ୍ଦୀରେ  ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢି ଥିଲେ ବି କେବେ ନିଜକୁ ଦୁର୍ବଳ ବୋଲି ଭାବେ ନାହିଁ  ମୋର ନିଜ ଉପରେ  ବିଶ୍ୱାସ ଅଛି ଯେ ଦିନ କୁ ଦିନ ଓଡ଼ିଆ , ହିନ୍ଦୀ ଓ ଇଂରାଜୀ ରେ ଆହୁରି ଭଲ ଲେଖିବି . .

ବନ୍ଧୁମାନେ , ମୁଁ ଆପଣ ଙ୍କୁ ତ୍ରିଭାଷୀ / TRILINGUAL BLOGGER ହେବାର ଉଦେଶ୍ୟ ଜଣେଇ ବାକୁ ଚାହେଁ .ମୋର ENGLISH ଲେଖା ସାରା ବିଶ୍ୱ ପାଇଁ , HINDI ଲେଖା ସରେ ଭାରତ ଏବଂ ଅନ୍ୟ ହିନ୍ଦୀ ଭାଷୀ ଦେଶ ପାଇଁ . କିନ୍ତୁ ଓଡ଼ିଆ ଭାଷା ମୋର ଜନ୍ମ ମାଟି ଓଡିଶା ପାଇଁ .

ତଥାପି ମୁଁ ବିନମ୍ରତା ର ସହ କହିବି ଯେ ମୋର BLOGGING ଯାତ୍ରା ଆରମ୍ଭ ମାତ୍ର . ଆପଣ ମାନେ ସମସ୍ତେ ମୋତେ ଶୁଭେଚ୍ଛା ଦିଅନ୍ତୁ ଓ ଏକ ସ୍ୱର ରେ କୁହନ୍ତୁ ଯେ -” ମୁଁ ରୀତିମତ ratikantasingh .com କୁ ଆସିବି ଓ ରତିକାନ୍ତ କୁ ଉତ୍ସାହିତ କରିବି “

ସତ କହୁଛି ଆପଣ ମାନେ ମୋ ସହିତ ଥିଲେ ମୋର ଚିନ୍ତା ନାହିଁ . ମୁଁ ନିଶ୍ଚୟ ଗୋଟିଏ ଭଲ ODIA BLOGGER ତଥା TRI -LINGUAL BLOGGER ହେବି . ମାନେ ରଖନ୍ତୁ ସାହସ ଦେବେ ଆପଣ ମାନେ .

ରହିଲି ………..

ରତିକାନ୍ତ ସିଂହ                                     

RATIKANTA SINGH