ଆମେ ସମସ୍ତେ ଅତି ସୁନ୍ଦର ଗ୍ରହ ପୃଥିବୀରେ ବସ ବାସ କରୁଛୁ ଏଇ ପୃଥିବୀ ସଫା ସୁତୁରା ଓ ପ୍ରକୃତି ର ଆକର୍ଷଣୀୟ ବସ୍ତୁ ରେ ଭରପୁର ପ୍ରକୃତି ଆମର ବନ୍ଧୁ ପରି ପ୍ରକୃତି ଆମକୁ ପାଣି , ପବନ ,ଖାଦ୍ୟ , ରହିବା ପାଇଁ ଜାଗା ତଥା ନାନାଦି ପ୍ରକାର ଫଳ ମୂଳ , ଗଛ ପତ୍ର , ପନିପରିବା , ଫୁଲ ଇତ୍ୟାଦି ଦେଇ ଆମ ଜୀବନ ଯାପନ କରିବାରେ ସାହାଯ୍ୟ କରୁଛି  

କିନ୍ତୁ, ବେଳେବେଳେ ଲାଗେ – ଆମେ ପ୍ରକୃତି ପାଇଁ କଅଣ କରୁଛୁ ????? ପ୍ରକୃତିକୁ ଶୋଷଣ କରୁଚୁ ନା ପ୍ରକୃତି ର ଉନ୍ନତି ପାଇଁ କିଛି ଯୋଗ ଦାନ କରୁଛୁ ଏ ପ୍ରଶ୍ନ ଟା ବହୁତ ବଡ଼ ଏବଂ ଗମ୍ଭୀର ଆଉ ବେଳେ ବେଳେ ଲାଗେ – ପୃଥିବୀ ବଡ଼ ବିପଦ ରେ ପଡି ଯାଉଛି ଏହାର ସବୁଠୁ ବଡ଼ କାରଣ ପ୍ରାୟ ଆମେ ମାନେ! କଅଣ ଏଇ କଥାଟା ସତ ନା ମିଛ ???

ଯାହା ବି ହଉ , ପୃଥିବୀ ର ସୌନ୍ଦର୍ଯ୍ୟ କମି କମି ଯାଉଛି ଏମିତି ଲାଗେ କି ପ୍ରକୃତି ରାଗି ଯାଉଛି ଓ ନିୟମ ଭଙ୍ଗ କରି ଆମ ସମସ୍ତ ଙ୍କୁ କିଛି ଶିକ୍ଷା ଦେବା କୁ ଚାଁହୁଛିବହୁତ କିଛି ଜାଣିବି ଆମେ ଅଜଣା ପରି ରହୁଛୁ ନିଜର ଆରାମ ପାଇଁ ପ୍ରଦୂଷଣ ଠୁ ଆରମ୍ଭ କରି ଗଛ କଟା ,ମାଟି ଖୋଳା, ମାଟି ତଳରୁ ଭୌତିକ / ଖଣିଜ ସମ୍ପଦ କୁ ଖତମ କରିଵାରେ ଆମର ହିଁ ହାତ ଅଛି

କେତେ ଦିନ ଏମିତି ଚାଲିବ?? ନିଜକୁ seriously ଏ ପ୍ରଶ୍ନ ପଚାରି ବାକୁ ପଡିବ ପ୍ରଶ୍ନର ଉତ୍ତର ମଧ୍ୟ ଆମକୁ ହିଁ ବାହାର କରିବାକୁ ପଡିବ ଆପଣ ଦେଖୁ ଥିବେ – ବେଳେ ବେଳେ କିଛି ଜାଗାରେ ବହୁତ ବର୍ଷା , ବହୁତ ଶୀତ ,ବା ବହୁତ ଗରମ ହେଇ ଯାଉଛି ପୁଣି କିଛି କିଛି ଜାଗାରେ ଯାହା ହେଉ ଥିଲା ତାହା ମଧ୍ୟ ହେଉ ନାହିଁ ପ୍ରକୃତି ଟା ବହୁତ ବଦଳି ଚାଲିଛି

                                             ମନରେ ପ୍ରଶ୍ନ ଉଠେ ………….

***** ପ୍ରକୃତି ଆମର ବନ୍ଧୁ ନା ଶତ୍ରୁ ????

*****ଆମେ ପ୍ରକୃତି ର ବନ୍ଧୁ ନା ଶତ୍ରୁ ??????????

ଏହାର ଉତ୍ତର ଦେବା ଦରକାର ନାହିଁ ଦରକାର ଅଛି ବନ୍ଧୁତ୍ୱ ବଜେଇ ରଖିବାର ଯଦି ହେଇ ପାରିବ ନାହିଁ , ଆପଣ ମାନେ ଜାଣନ୍ତୁ -ଆମର ଅସ୍ତିତ୍ୱ ରହିବ ନାହିଁ ଆଜି ଏଇ  serious କଥାଟା seriously  କହୁଛି: ପ୍ରକୃତି ଆମର ଅମୁଲ୍ୟ ସମ୍ପଦ ଯାହା ଆମକୁ ଭଗବାନ ଦେଇ ଛନ୍ତି ଆମକୁ ପ୍ରକୃତି ର ଯତ୍ନ ନେବାକୁ ପଡିବ ତାର ସୌନ୍ଦର୍ଯ୍ୟ ବଜାଇ ରଖି ବାକୁ ପଡିବ ତତ୍ପରତା ର ସହିତ ପ୍ରକୃତି ର Eco System cycle କୁ ସନ୍ତୁଳିତ ରଖି ବାକୁ ପଡିବ

କଥାଟା ଠିକ ଲାଗୁଛି ତ………..

ODIA POEM ON NATURE : ପ୍ରକୃତି-(1 )

ହେ ବନ୍ଧୁ ଓ ବାନ୍ଧବ ! ପ୍ରକୃତି ର ଯତ୍ନ ନିଅ

ନିଶ୍ଚୟ ପ୍ରକୃତି ଯତ୍ନ ନେବ ତୁମର

ଅବହେଳା କରି ଯନ୍ତ୍ରଣା ଯଦି ଦେବ ତୁମେ

ସେ -ତାର ନୂଆ ନୂଆ ବିକଟାଳ ରୂପ ଦେଖେଇବ

ଯାହା କେବେବି ହେଇ ନାହିଁ- ସେଇୟା ସବୁ ହେବ

ମନେ ରଖ – ନୁସ୍କିଲ ରେ ତୁମେ ପଡି ଯିବ            

୦-୦-୦-

ଏଇଟା ଚେତାବନୀ ନୁହେଁ ନିରାଟ ସତ୍ୟ ଏଇ ନବ ବର୍ଷରେ ପ୍ରକୃତି କୁ ହାନି ନ କରିବା ପାଇଁ ଆମ ମାନଙ୍କୁ ପ୍ରତିଜ୍ଞା କରିବା ଉଚିତ ମୁଁ ମୋର ଆଉ ଚାରିଟି କବିତା ମାଧ୍ୟମ ରେ ଓ କୋଟେସନ ଦ୍ୱାରା କିଛି ସମୟ ଆପଣ ଙ୍କ ସହିତ କଟେଇ ବାକୁ ଚାହେଁ ଆଜ୍ଞା ଦିୟନ୍ତୁ

QUOTES –

  1. “Adopt the pace of nature: her secret is patience.” –RALPH WALDO EMERSON
  2. “I have always regarded nature as the clothing of God.”- ALAN HOVHANESS
  3. “If you truly love nature, you will find beauty everywhere.”-

                                                                                                  VINCENT VAN GOGH                                                               

  1. “I love to think of nature as an unlimited broadcasting station, through which God speaks to us every hour, if we will only tune in.”

                                                                             GEORGE WASHINGTON CARVER

 -O-O-O-

ODIA POEM ON NATURE : ପ୍ରକୃତି-(2 )

ପ୍ରକୃତି ର ପ୍ରକୃତି ବଦଳୁଛି

ବେଳେ ବେଳେ ଆମକୁ ଶୀତ ଓ ବସନ୍ତ ର ସ୍ୱାଦ ମିଳୁନାହିଁ

କିଏ ଏଥି   ପାଇଁ ଦାୟୀ ??

ପ୍ରାୟ : ପ୍ରକୃତି କୁ ଦୋଷ ଦେଇ ପାରିବା ନାହିଁ

QUOTES

  1. “Man is nature’s sole mistake.” –W.GILBERT
  2. “ Nature is indifferent to our love, but never unfaithful.”-AEDWARD ABBEY
  3. “ Nature does not hurry, yet everything is accomplished.”-LAO TZU
  4. “ Nature always wears the colours of the spirit.”-RALPH WALDO EMERSON

 -O-O-O-

ODIA POEM ON NATURE : ପ୍ରକୃତି-(3 )

ପ୍ରକୃତି ଆଘାତ ଦେବାକୁ ଆରମ୍ଭ କରିଛି

ତା ସଂଗେ ସଂଗେ ଆତ୍ମ ସମର୍ପଣ ପାଇଁ ବାଧ୍ୟ ହୋଇ ବ୍ୟଥିତ ହେଉଛି

ଅପ୍ରତ୍ୟାଶିତ ବର୍ଷା ଚେନ୍ନାଇ ଓ ବାଙ୍ଗାଲୋର ରେ

ଶ୍ୱାସରୁଦ୍ଧ ପ୍ରଦ୍ୟୁଷଣ ଦିଲ୍ଲୀ ରେ

ଶୀତ ର ଦେଖା ନାହିଁ କଲିକତା ଏବଂ ମୁମ୍ବାଇ ରେ

ହେ ବନ୍ଧୁ ! ଆମେ କଣ ଦୁର୍ବ୍ୟବହାର କରୁଛୁ ପ୍ରକୃତି କୁ ???

 ନା ପ୍ରକୃତି  ଦୁର୍ବ୍ୟବହାର କରୁଛି ଆମକୁ ???

ବୁଝନ୍ତୁ ତ ! କହନ୍ତୁ ତ ! ଏ ସବୁ କଅଣ ହେଉଛି ????

QUOTES-

  1. “The truth is, as most of us know, that global warming is real and humans are major contributors, mainly because we wastefully burn fossil fuels.”- DAVID SUZUKI
  2. “Never does nature say one thing and wisdom another.”-JUVENAL
  3. “Nature is not a place to visit. It is home.”-GARY SNYDER
  4. “Nature is pleased with simplicity. And nature is no dummy.”-ISSAC NEWTON

-O-O-O-

ODIA POEM ON NATURE : ପ୍ରକୃତି-(3 )

ପ୍ରକୃତି ର ତାଣ୍ଡବ

ଆମକୁ ଚିନ୍ତିତ କରୁନାହିଁ

ସମସ୍ତେ ଚୁପ- ଚାପ କାହିଁକି

ଆପଣ ଦୟା କରି ଜଣେଇବେ କି ????

QUOTES

  1. “War contributes greatly to global warming, which shouldn’t surprise us. All those bombs going off, all those rockets, all those planes and helicopters. All that fuel of various kinds being used. It pollutes the air and water of this very fragile and interconnected planet.”- ALICE WALKER
  2. “Global warming creates volatility. I feel it when I’m flying. The storms are more volatile, we are paying the price in more hurricanes and tornados.”-DEBBIE STABENOW
  3. “Eighty percent of global warming comes from livestock and deforestation.”-HEATHER MILLS
  4. Nature never deceives us; it is we who deceive ourselves.”-JEAN –JACQES ROUSSEAU

-O-O-O-

ODIA POEM ON NATURE : ପ୍ରକୃତି-(4 )

ପ୍ରକୃତି କୁ ବାଧ୍ୟ  କେହି କରି ପାରିବେ ନାହିଁ

ସହସ୍ର ସିଂହ ର ବଳ ଅଛି ତାର

ତୁମେ ତାକୁ ଲଢ଼ିବା ପାଇଁ ବାଧ୍ୟ କର ନାହିଁ

ସେ କରି ପରେ ପୃଥିବୀ କୁ  ଛାର- ଖାର

QUOTES-

  1. “Study nature, love nature, stay closed to nature. It will never fail you.”-FRANK LLOYD WRIGHT
  2. “When one loses the deep intimate relationship with nature, then temples , mosques, churches become important.”-JADDU KRISHNAMURTI
  3. “Global warming is real – it is man-made and it is an important problem. But it is not the end of the world.”- BJORN LOMBORG

ବନ୍ଧୁ ମାନେ, ନିଶ୍ଚୟ ଆପଣ ରାଜି ହେବେ -ନିଜର ମଙ୍ଗଳ ପାଇଁ ଏବଂ ପୃଥିବୀ ର ତଥା ପ୍ରକୃତି ର ମଙ୍ଗଳ କରିବା ଅତି ଜରୁରୀ ଆପଣ ମାନେ ସମଝଦାର ଲୋକ ମୁଁ ଆଉ କଅଣ କହିବି ଆଜି ପାଇଁ ରହିଲି………

                                                                                                                  ରତିକାନ୍ତ ସିଂହ

                                                                                                             RATIKANTA SINGH