ଆଜି କଅଣ ଲେଖିବି
ଭାବିତ ପାରୁନାହିଁ ।
ଲେଖା– ଲେଖି ଉପରେ ହିଁ ଲେଖିବି
ଭୁଲ– ଭାଲ ହେଲେବି ଡରିବି ନାହିଁ ।
ସତ କହୁଛି – ନିର୍ଭୟ ରେ ମୁଁ ଲେଖି ଚାଲିଛି । ମନର ଇଛା ନିଃସନ୍ଦେହ ରେ ବ୍ୟକ୍ତ କରୁଛି ।
ଲେଖା–ଲେଖି କରିବା ସହଜ ନୁହେଁ । ଆପଣ ମାନେ ଜାଣନ୍ତି –ଲେଖକ ,ଲେଖିକା ଙ୍କ ସଂଖ୍ୟା କେତେ ? ଯାହାବି ହଉ , ଲେଖା ଲେଖି ରେ ପ୍ରବଳ ଇଛା ଅଛି ମୋର।
ଆଜି ପର୍ଯ୍ୟନ୍ତ ମୁଁ ଦୁଇଟା ବହି ଲେଖିଛି । ପ୍ରଥମ ବହିଟା ହେଲା -“Mission Impossible Made possible “। ତା ପରେ ମୁଁ ଇଂଲିଶ ରେ କବିତାର ବହି ବାହାର କଲି । ବହିର ନାମ -“My short Poems ” ଏଥିରେ ୨୦୧ ଛୋଟ ଛୋଟ କବିତା ଅଛି। ଦୁଇଟା ବହି self published କରିଛି।
ମୋର ବହି Amazon.in ,Flipkart , BooksCamel.com ଏବଂ Educreation.in ରେ ମିଳୁଛି । ଏହି ବହି ଛ‘ଟା ଦେଶରେ ମଧ୍ୟ ମିଳୁଛି । ମୋର ଜୀବନର ଲକ୍ଷ୍ୟ କମସେକମ ଛ‘ଟା ବହି ଲେଖିବି । ଏହି ଲକ୍ଷ୍ୟ ବଢ଼ିବି ପରେ । କେମିତି ଲେଖିବି – ମୋତେ ଜଣା ନାହିଁ । କିନ୍ତୁ ନିଶ୍ଚୟ ଲେଖିବି ।
ମୋର ତୃତୀୟ ବହି ହେବ ଛୋଟ ଛୋଟ (ଲଘୁ କବିତା ) ହିନ୍ଦୀରେ । ଏଇ ଲଘୁ କବିତା shero -o – Shayari style ରେ ରହିବ । ତା ପରେ ଚତୁର୍ଥ ବହି ହେବ ଓଡ଼ିଆରେ ଲଘୁ କବିତା । ବର୍ତମାନ ପର୍ଯନ୍ତ ୬୨ ଟି କବିତା ଲେଖି ସାରିଛି । ଆଜି କାଲି ମୋର ଆତ୍ମବିଶ୍ୱାସ ବଢି ଚାଲିଛି । ଏବେ ମୁଁ ପ୍ରତ୍ୟେକ ଦିନ କିଛି ନା କିଛି ଲେଖିବା ପାଇଁ ବହୁତ ତତ୍ପର । ଜଗନ୍ନାଥ ଙ୍କ ଆଶୀର୍ବାଦ ଓ ଆପଣ ମାନଙ୍କର ଶୁଭେଚ୍ଛା ରେ ନିଶ୍ଚୟ କମାଲ ହେବ । ଆପଣ ମାନେ ସାହସ ଦିଅନ୍ତୁ । ମୋତେ ଉତ୍ସାହିତ କରନ୍ତୁ ।
ଲେଖିତ ଚାଲିଛି ମୁଁ , ମୋତେତ ଭଲ ଲାଗୁଛି ।
ଅନ୍ୟ ମାନଙ୍କୁ କେମିତି ଲାଗୁଚି ଜଣା ନାହିଁ ।
ଆପଣମାନେ ମୋ ବହି ପଢନ୍ତୁ ।
ମୋର ୱେବ୍ସାଇଟ କୁ ଆସନ୍ତୁ।
ମୋର ବ୍ଲୋଗ ପଢନ୍ତୁ ।
କମେଣ୍ଟସ ଦିଅନ୍ତୁ।
ଅପାଙ୍କ ମୂଲ୍ୟବାନ କମେଣ୍ଟସ ଏବଂ ସଜେସନ ମୋତେ ମୋର ଲେଖାର କ୍ୱାଲିଟି ଜଣେଇବ ତଥା ମୋତେ ବହୁତ ସାହାଯ୍ୟ କରିବ।
Friends!
Let us read few useful quotations on “WRITING” .
- Either write something worth reading or do something worth writing.
BENJAMIN FRANKLIN
- The art of writing is the art of discovering what you believe.
GUSTAVE FLAUBERT
- Writing is an exploration. You start from nothing and learn as you go.
E.L. DOCTOROW
- All good writing is swimming under water and holding your breath.
F.SCOTT FITZGERALD
- If I have not any talent for writing books or newspaper articles, well, then I can always write for myself. ANNE FRANK
- If you can tell stories ,create characters, devise incidents, and have sincerity and passion, it does not matter a damn how you write.
SOMERSET MAUGHAM
- It took me fifteen years to discover I had no talent for writing , but I couldn’t give it up because by that time I was too famous.
ROBERT BENCHLEY
- I have been successful probably because I have always realized that I knew nothing about writing and have merely tried to tell an interesting story entertainingly. EDGAR RICE BURROUGHS
- You don’t write because you want to say something. You write because you have something to say . SCOTT FITZERALD
- There is no greater agony than bearing an untold story inside you.
MAYA ANGELOU
- Just write everyday of your life. Read intensely. Then see what happens. Most of my friends who are put on that diet have very pleasant careers.
RAY BRADBURY
- There are three rules for writing a novel. Unfortunately no one knows what they are. SOMERSET MOUGHAM
ରତିକାନ୍ତ ସିଂହ
I like your writings reflected through blog post, book and short poems. It is always meaningful and gives input to carry. When I came across your posts and books I certainly get immense pleasure and desire more writings from you . Please continue….. You are great job.
dhanyawad Senapati babu dhanyawad.