Name – Chanakya                       ନାମ      – ଚାଣକ୍ୟ

 Born  -350 B .C .                        ଜନ୍ମ     – ୩୫୦ ଖ୍ରୀ .ପୂ.

Died -283 B .C .                          ମୃତ୍ୟୁ -୨୮୩  ଖ୍ରୀ .ପୂ.

Nationality -Indian                      ଜାତୀୟତା  – ଭାରତୀୟ

Field – Politics , Economics .         କାର୍ଯ୍ୟ କ୍ଷେତ୍ର – ରାଜନୀତି , ଅର୍ଥନୀତି

ଚାଣକ୍ୟ ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କର ମହାମନ୍ତ୍ରୀ .ସେ କୌଟିଲ୍ୟ ନାମରେ ମଧ୍ୟ ବିଖ୍ୟାତ .ନନ୍ଦବଂଶ କୁ  ସେ ଧ୍ବଂସ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜା ବନେଇ ଥିଲେ . ତାଙ୍କ ଦ୍ୱାରା ରଚିତ ଅର୍ଥ ଶାସ୍ତ୍ର  ରାଜନୀତି , ଅର୍ଥନୀତି , କୃଷି ଓ ସମାଜ ନୀତି ଆଦି ର ଏକ ମହାନ ଗ୍ରଂଥ . ଚାଲନ୍ତୁ ତାଙ୍କର ସୁଵିଚାର ଓ ନୀତି ଉପରେ ଆଲୋକପାତ କରିବା .

     ENGLISH AND ODIA SUBICHAR OF CHANAKYA

1. ENGLISH-The biggest Gurumantra is : never share your secrets with anybody .It will destroy you.

୧. ODIA -ସବୁଠୁ ବଡ଼ ଗୁରୁମନ୍ତ୍ର ହେଲା: କେବେବି ଆଦାନ ପ୍ରଦାନ କର ନାହିଁ ତୁମର ରହସ୍ୟ ଅନ୍ୟ ମାନଙ୍କ ସହିତ .ଏ ତୁମକୁ ବରବାଦ କରି ଦେବ .

2. ENGLISH-As soon as the fear approaches near ,attack and destroy it.

୨.ODIA -ଯେତେ ଜଳଦି ଭୟ ତୁମ ପାଖକୁ ପହଞ୍ଚିବ  ଆକ୍ରମଣ କର ଏବଂ ଖତମ କର ତାକୁ .

3. ENGLISH-The world’s biggest power is the youth and beauty of a woman.

୩.ODIA -ପୃଥିବୀର ସବୁଠୁ ବଡ଼ ଶକ୍ତି ହେଲା ଯୌବନ ଏବଂ ସୁନ୍ଦରତା ଏକ ନାରୀର .

4. ENGLISH-Even if a snake is not poisonous , it should pretend to be venomous.

୪.ODIA -ଯଦିଓ ବା ଏକ ସର୍ପ ନୁହେଁ ବିଷାକ୍ତ , ତାକୁ କରିବାକୁ ପଡିବ ଛଳନା ଯେ ସେ ବିଷାକ୍ତ .

5. ENGLISH-A man is great by deeds, not by birth.

୫.ODIA -ମଣିଷ ମହାନ ହୁଏ କର୍ମ ଦ୍ୱାରା ଜନ୍ମ ଦ୍ୱାରା ନୁହେଁ .

6. ENGLISH-A good wife is one who serves her husband in the morning like a mother does, loves him in the day like a sister does and pleases him like a prostitute in the night.

୬.ODIA -ଏକ ଭଲ ପତ୍ନୀ ସେ ଯିଏ ସେବା କରେ ପତିର ସକାଳେ ଯେମିତି ଏକ ମା କରେ ,ଭଲ ପାଏ ଦିନ ବେଳେ  ଯେମିତି ଏକ ଭଉଣୀ କରେ  ଏବଂ ସୁଖ ଦିଏ ତାକୁ ଏକ ବେଶ୍ୟା ପରି ରାତିରେ .

7. ENGLISH-The fragrance of flowers spreads only in the direction of the wind. But the goodness of a person spreads in all direction.

୭.ODIA -ସୁଗନ୍ଧ ଫୁଲର ବିସ୍ତାରିତ ହୁଏ କେବଳ ପବନର ଦିଗରେ .କିନ୍ତୁ ଭଲ ଗୁଣ ଏକ ବ୍ୟକ୍ତିର ବିସ୍ତାରିତ ହୁଏ ଚଉ ଦିଗରେ .

8. ENGLISH-He who lives in our mind is near though he may actually be far away; but he who is not in our heart is far though he may really be near by.

୮.ODIA -ସେ ଯିଏ ରୁହେ ଆମର ମସ୍ତିଷ୍କ ଭିତରେ ,ସେ ରୁହେ ପାଖରେ ଯଦ୍ୟପି ସେ ରହି ପIରେ ସତରେ ବହୁ ଦୂରରେ ; କିନ୍ତୁ ସେ ଯିଏ ନାହିଁ ଆମ ହୃଦୟରେ ସେ ବହୁ ଦୂରରେ ଯଦ୍ୟପି ସେ  ରହି ପାରେ  ସତରେ ଆମ ପାଖରେ .

9. ENGLISH-Books are as useful to a stupid person as a mirror is useful to a blind person.

୯.ODIA -ବହି ଯେତେ ଉପଯୋଗୀ ଏକ ମୂର୍ଖ ଲୋକ ପାଇଁ ଦର୍ପଣ ସେତେ ଉପଯୋଗୀ ଏକ ଅନ୍ଧ ଲୋକ ପାଇଁ .

10. ENGLISH-With the knowledge of Shastras , one can control his nerves .

୧୦.ODIA -ଶାସ୍ତ୍ର ଜ୍ଞାନ ଦ୍ୱାରା ଜଣେ ବଶ କରି ପାରିବ ତାର  ଇନ୍ଦ୍ରିୟ ମାନଙ୍କୁ .

11. ENGLISH-A man is born alone and dies alone ;and he experiences the good and the bad consequences of his Karma alone; and he goes alone to hell or the Supreme abode.

୧୧.ODIA -ମଣିଷ ଜନ୍ମ ହୁଏ ଏକା ଏବଂ ମରେ ଏକା ;ଏବଂ ସେ ଅନୁଭବ କରେ ଏକା ଭଲ ଓ ମନ୍ଦ ପରିଣାମ ତାର କର୍ମର ଏବଂ ସେ ଯାଏ  ଏକା ନର୍କ ବା ସ୍ୱର୍ଗ କୁ .

12. ENGLISH-Before you start some work always ask yourself three questions-why am I doing it, what the results might be and will I be successful. Only when you think deeply and find satisfactory answers to these questions, go ahead.

୧୨.ODIA -ଯେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ,ସବୁ ବେଳେ ପଚାର ନିଜକୁ ତିନୋଟି ପ୍ରଶ୍ନ -କାହିଁକି ମୁଁ ଏ କାମ କରୁଛି ,  କଅଣ ଫଳ ମୁଁ ପାଇ ପାରେ ଏବଂ ହୋଇ ପାରିବି କି  ମୁଁ ସଫଳ. କେବଳ ଯେତେବେଳେ ତୁମେ ଚିନ୍ତା କରିବ ଗଭୀର ଭାବେ ଏବଂ ପାଇବ ସନ୍ତୋଷଜନକ ଉତ୍ତର ଏଇ ପ୍ରଶ୍ନ ମାନଙ୍କର , ତାହେଲେ ଆଗେଇ ଯାଅ.

13. ENGLISH-God is not present in idols. Your feelings are your God. The soul is your temple.

୧୩.ODIA -ଭଗବାନ ରହନ୍ତି ନାହିଁ ମୂର୍ତ୍ତିରେ. ତୁମର ଭାବନା  ହିଁ ତୁମର ଭଗବାନ . ଆତ୍ମା ହେଉଛି ତୁମର ମନ୍ଦିର .

14. ENGLISH-Education is the best friend. An educated person is respected everywhere. Education beats the beauty and the youth.

୧୪.ODIA -ଶିକ୍ଷା ହେଉଛି ଉତ୍ତମ ମିତ୍ର .ଏକ ଶିକ୍ଷିତ ବ୍ୟକ୍ତି ସମ୍ମାନିତ ହୁଏ ସବୁ ଜାଗାରେ. ଶିକ୍ଷା ପରାସ୍ତ କରେ ସୌନ୍ଦର୍ଯ୍ୟ ଏବଂ ଯୌବନ କୁ .

15. ENGLISH-The serpent , the king, the tiger, the stinging wasp ,the small child ,the dog owned by other people, and the fool ; these seven ought not to be awakened from sleep.

୧୫.ODIA -ସର୍ପ ,ନୃପ ,ବାଘ ,ବିରୁଡି ପୋକ , ଛୋଟ ପିଲା, ଅନ୍ୟର ଶ୍ଵାନ ଏବଂ ମୂର୍ଖ : ଏଇ ସାତଙ୍କୁ ଉଠାଇବେ ନାହିଁ କେବେବି  ନିଦରୁ .

16. ENGLISH-As a single withered tree ,if set aflame , causes a whole forest to burn, so does a rascal son destroy a whole family.

୧୬.ODIA -ଯେମିତି ଏକ ଶୁଖିଲା ଗଛକୁ ଯଦି ନିଆଁ ଲଗେଇ ଦିଅI ଯାଏ , ତା କାରଣେ ଏକ ସମ୍ପୂର୍ଣ ଜଙ୍ଗଲ ଜଳି ଯାଏ ,ସେଇପରି ଏକ ଅପଦାର୍ଥ ପୁତ୍ର ବର୍ବାଦ କରି ଦିଏ ପୁରା ପରିବାର କୁ .

17. ENGLISH-Treat your kid like a darling for the first five years. For the next five years , scold them . By the time they turn sixteen treat them like a friend. Your grown up children are your best friends.

୧୭.ODIA -ବ୍ୟବହାର କର ତୁମର ଛୁଆଙ୍କୁ ଏକ ପରମ ପ୍ରିୟ ପରି ପ୍ରଥମ ପାଞ୍ଚ ବର୍ଷରେ .ତା ପରର ପାଞ୍ଚ ବର୍ଷରେ , ଗାଳି ଗୁଲଜ କର .ଯେତେବେଳେ ସେମାନେ ଷୋହଳ ବର୍ଷ ହୋଇ ଯାଆନ୍ତି ବ୍ୟବହାର କର ସେମାନ ଙ୍କୁ ଏକ ବନ୍ଧୁ ପରି . ତୁମର ବୟସ୍କ ସନ୍ତାନ ମାନେ ହିଁ ତୁମର ପରମ ବନ୍ଧୁ .

18. ENGLISH-We should not fret for what is past, nor should we be anxious about the future; men of discernment deal only with the present moment.

୧୮.ODIA -ଆମେ ହେବI ନାହିଁ କ୍ଷୁବ୍ଧ ଅତୀତର ପାଇଁ , ନା ଆମେ ହେବା ବ୍ୟାକୁଳ ଭବିଷ୍ୟତ ପାଇଁ ; ଵିଵେକଵାନ ବ୍ୟକ୍ତି ସବୁବେଳେ ସମ୍ବନ୍ଧ ରଖେ ବର୍ତମାନର ମୁହୂର୍ତ୍ତରେ.

19. ENGLISH-There is some self- interest behind every friendship. There is no friendship without self-interests. This is a bitter truth.

୧୯.ODIA -ସେମିତି  କିଛି ନା କିଛି ସ୍ୱାର୍ଥପରତା ଅଛି ପ୍ରତ୍ୟେକ ବନ୍ଧୁତ୍ୱ ପଛରେ . ଏମିତି ନାହିଁ ବନ୍ଧୁତ୍ୱ ବିନା ସ୍ଵାର୍ଥପରତାରେ. ଏଇ ହେଲା ଏକ ପୀଡା ଦାୟକ ସତ୍ୟ .

20. ENGLISH-Whores don’t live in company of poor men , citizen never support a weak company and birds don’t build nests on a tree that doesn’t bear fruits.

୨୦.ODIA -ବେଶ୍ୟା ମାନେ ରହନ୍ତି ନାହିଁ ଗରିବ ମାନଙ୍କ ସାନ୍ନିଧ୍ୱରେ , ନାଗରିକ କେବେବି ସମର୍ଥନ କରନ୍ତି ନାହିଁ ଦୁର୍ବଳ ସଙ୍ଗଠନକୁ  ଏବଂ ପକ୍ଷୀ ମାନେ ଘର ବାନ୍ଧନ୍ତି ନାହିଁ ସେଇ ଗଛରେ ଯିଏ ଦିଏ ନାହିଁ ଫଳ .

21. ENGLISH- It is better to die than to preserve this life by incurring disgrace. The loss of life causes but a moment’s grief, but disgrace brings everyday of one’s life.

୨୧.ODIA -ଅପମାନ ଦ୍ୱାରା ଗ୍ରାସିତ ହୋଇ ଏ ଜୀବନକୁ  ବଞ୍ଚେଇବା ତୁଳନାରେ ମରିଯିବାଟା ଭଲ . ଏଇ ଜୀବନର କ୍ଷତି ନେଇ ଆସେ  କିନ୍ତୁ ଏକ ମୁହୂର୍ତ୍ତର ଦୁଃଖ କିନ୍ତୁ ଅପମାନ ଆଣେ ଦୁଃଖ ପ୍ରତ୍ୟେକ ଦିନ ଜଣଙ୍କର ଜୀବନରେ .

22. ENGLISH-Never make friends with people who are above or below you in status. Such friendship will never give you any happiness.

୨୨.ODIA -କେବେବି କର  ନାହିଁ ବନ୍ଧୁ ସେଇ ଲୋକଙ୍କ ସହିତ ଯେଉଁ ମାନେ ତୁମଠୁ ଅଧିକ ବା କମ ପ୍ରତିଷ୍ଠିତ . ସେଇ ଧରଣର ବନ୍ଧୁତ୍ୱ  କେବେବି ଦେବ ନାହିଁ ତୁମକୁ କିଛି ବି ସୁଖ .

23. ENGLISH- Once you start a working on something , don’t be afraid of failure and don’t abandon it . People who work sincerely are the happiest.

୨୩.ODIA -ଥରେ ଯେବେ ତୁମେ ଆରମ୍ଭ କରୁଛ କିଛି  ଏକ କାମ , ଡରନାହିଁ ବିଫଳତାକୁ ଏବଂ ପରିତ୍ୟାଗ କର ନାହିଁ  କାମକୁ . ଯେଉଁ ମାନେ କାମ କରନ୍ତି ନିଷ୍ଠା ର ସହିତ ସେମାନେ ହୁଅନ୍ତି ଅତ୍ୟନ୍ତ ସୁଖୀ .

24. ENGLISH-Test a servant while in the discharge of his duty, a relative in difficulty and a friend in adversity, and a wife in misfortune.

୨୪.ODIA -ପରୀକ୍ଷା କରନ୍ତୁ ଏକ ଚାକର କୁ ଯେତେବେଳେ ସେ କାର୍ଯ୍ୟ ସମ୍ପାଦନ କରୁଛି , ଏକ ସମ୍ପର୍କୀୟ ଙ୍କୁ  ଜଟିଳ ସମୟରେ , ଏକ ବନ୍ଧୁଙ୍କୁ ଦୁର୍ଦ୍ଦିନ ଏବଂ ଏକ ପତ୍ନୀଙ୍କୁ ବିପତ୍ତିରେ.

25. ENGLISH-There is no austerity equal to balanced mind, and there is no happiness equal to contentment; there is no disease like covetousness, and no virtue like mercy.

୨୫.ODIA -କେଉଁଠି ବି ନାହିଁ ଆତ୍ମ ସଂଯମ ସନ୍ତୁଳିତ ମସ୍ତିଷ୍କ ସମାନ ,ଏବଂ କେଉଁଠି ବି ନାହିଁ ଆନନ୍ଦ ତୃପ୍ତିର ସମାନ ;କେଉଁଠି  ବି ନାହିଁ ବେମାର ଲୋଭର ସମାନ ଏବଂ ନାହିଁ ପୁଣ୍ୟ ଦୟା ପରି .

26. ENGLISH-If one has a good disposition, what other virtue is needed? If a man has fame, what is the value of other ornamentation?

୨୬.ODIA -ଯଦି କାହାର ଅଛି ଭଲ ସ୍ଵଭାଵ , ଅନ୍ୟ କଅଣ ସଦଗୁଣର ଦରକାର ? ଯଦି ଜଣେ ମଣିଷର ଅଛି ଖ୍ୟାତି ,କଅଣ ମୂଲ୍ୟ ଅଛି  ଅନ୍ୟ ଅଳଂକୃତ କରିବାର?

27. ENGLISH-The earth is supported by the power of truth, it is the power of the truth that makes the sun shine and the winds blow; indeed all things rest upon truth.

27. ODIA -ପୃଥିବୀଟା ସମର୍ଥିତ ସତ୍ୟର ଶକ୍ତି ଦ୍ୱାରା. ସେଇଟା ଶକ୍ତି ସତ୍ୟର ଯିଏ କରୁଛି ସୂର୍ଯ୍ୟକୁ ଉଜ୍ଜଳ ଏବଂ  ପବନ କୁ ଶକ୍ତିମାନ, ନିଃସନ୍ଦେହରେ ସବୁ ଜିନିଷ ନିର୍ଭର କରୁଛି ସତ୍ୟ ଉପରେ .

28. ENGLISH-One whose knowledge is confined to books and whose wealth is in the possession of others, can use neither his knowledge nor wealth when the need for them arises.

୨୮. ODIA -ସିଏ ଯାହାର ଜ୍ଞାନ ସୀମିତ ବହି ପର୍ଯ୍ୟନ୍ତ ଏବଂ ଯାହାର ଧନ ସମପତି ଦଖଲରେ ଅଛି ଅନ୍ୟର , ବ୍ୟବହାର କରି ପାରିବ ନାହିଁ ସେ ଜ୍ଞାନ ଅଥବା ଧନ ଯେତେବେଳେ ଦରକାର ପଡିବ ସେମାନଙ୍କର .

29. ENGLISH-The life of an uneducated man as useless as tail of a dog which neither covers its rear end, nor protects it from the bites of insects.

୨୯. ODIA -ଏକ ଅଶିକ୍ଷିତ ଲୋକ ହେଉଛି ବେକାର ଯେମିତି ଲାଙ୍ଗୁଡ଼ ଏକ କୁକୁରର ଯିଏ ନା ଢାଙ୍କି ପାରୁଛି ପଛର ଅଂଶ,  ନା ବଞ୍ଚେଉ  ପାରୁଛି କାମୁଡ଼ାରୁ  ପୋକ ମାଛି ଙ୍କର .

30. ENGLISH-The wise man should restrain his senses like the crane and accomplish his purpose with due knowledge of his place, time and ability.

୩୦. ODIA -ବକ ପରି ବୁଦ୍ଧିମାନ ବ୍ୟକ୍ତି କୁ ଦରକାର ନିୟନ୍ତ୍ରଣ ତାର ଇନ୍ଦ୍ରିୟ ଉପରେ ଏବଂ ସମ୍ପୂର୍ଣ କରେ ତାର ଉଦେଶ୍ୟ ରଖି ଉଚିତ ଜ୍ଞାନ ତାର ସ୍ଥାନ ,ସମୟ ଓ କୌଶଳ ଉପରେ .

31. ENGLISH-Purity of speech ,of the mind, of the senses, and of a compassionate heart are needed by one who desires to rise to the divine platform.

୩୧. ODIA -ଜଣେ ଯିଏ ଇଛା କରୁଛି ପହଞ୍ଚିବାକୁ ପରମାତ୍ମା ଙ୍କ ପାଖକୁ ଦରକାର  ତାର ପବିତ୍ରତା ବାଣୀରେ  ,ବୁଦ୍ଧିରେ  , ଇନ୍ଦ୍ରିୟରେ  ଏବଂ ଏକ ଦୟାଳୁ ହୃଦୟ .

 

ଏତିକି ରେ ରହିଲି ।

କେମିତି ଲାଗିଲା ଜଣେଇବେ ।

 

 

ରତିକାନ୍ତ ସିଂହ

Ratikanta Singh