ମୁଁ ମୋର ୱେବ ସାଇଟ ratikantasingh.com ରେ ପ୍ରତ୍ୟେକ ମାସ ଅନ୍ତତଃ ନଅଟା ବ୍ଳଗପୋଷ୍ଟ ଲେଖିବି। ତିନିଟି ଓଡ଼ିଆରେ , ତିନିଟି ହିନ୍ଦୀରେ ଏବଂ ତିନିଟି ଇଂଲିଶରେ ଲେଖିବି।
ଲକ୍ଷ୍ୟ ଟା ବଡ ନୁହେଁ , କିନ୍ତୁ ବଡ ପରି ଲାଗୁଛି। ନୂଆ ଜିନିଷ ଆରମ୍ଭ କରିଲେ କଷ୍ଟ ହୁଏ ଓ ମୁସ୍କିଲ ବି ଲାଗେ। ଆପଣ ମାନେ ଜାଣନ୍ତି – starting is always a problem . ତା‘ ପରେ ଲାଇନକୁ ଆସି ଯିବ। ଆଜି ଠୁ ପ୍ରତ୍ୟେକ ମାସ ଓଡ଼ିଆରେ ତିନିଟି ବ୍ଳଗପୋଷ୍ଟ ଲେଖିବି। ମୋର ବିଶ୍ୱାସ – ପ୍ରତ୍ୟେକ ମାସ ଲକ୍ଷ୍ୟ ପ୍ରାପ୍ତି କରିବି। ଦେଖା ଯାଉ କଅଣ ହେବ …………
ସତ କହୁଛି –ମୁଁ ମୋର ଲକ୍ଷ୍ୟକୁ ଧୈର୍ଯ୍ୟ ଓ ପରିଶ୍ରମ ଦ୍ୱାରା ନିଶ୍ଚୟ ପୁର୍ଣ କରିବି। କହିଲେତ ହେବ ନାହିଁ– କରି ଦେଖେଇବାକୁ ପଡିବ।
ମୋର ନିବେଦନ – ଆପଣମାନେ ନିଶ୍ଚୟ ମୋତେ ଉତ୍ସାହିତ କରିବେ।
ମୁଁ କେବଳ ଚାରି ଲାଇନ ରେ ମୋର ମନର କଥା ଆପଣଙ୍କ ସମ୍ମୁଖରେ ବ୍ୟକ୍ତ କରିବାକୁ ଚାହେଁ…
ଲଘୁ କବିତା – ଲକ୍ଷ୍ୟ
ମୋର ଲକ୍ଷ୍ୟ ଏବଂ ମୋର ପରିଶ୍ରମ
ମୋତେ ଆଗକୁ ନେଇ ଯିବ ।
ଆନେକ ବର୍ଷ ପରେ ଓଡ଼ିଆ ରେ ଲେଖିବାକୁ ଚେଷ୍ଟା ଚଳେଇଛି
ମୋର ପ୍ରବଳ ଇଛା ଶକ୍ତି ମୋର ଲକ୍ଷ୍ୟକୁ ନିଶ୍ଚୟ ପହୁଞ୍ଚାଇବ।
Friends!
Let us read some quotations on TARGET / GOAL
- Never lower your target; increase your actions. – GRANT CARDONE
- A goal properly set is halfway reached. – ZIG ZIGLAR
- Set your target and keep trying until you reach it. – NAPOLEON HILL
- You can’t hit a target you cannot see, and
you cannot see a target you not have. – ZIG ZIGLAR
- If you want to score a goal you have to hit the target – ZIG ZIGLAR
ରତିକାନ୍ତ ସିଂହ
I like this target of yours and wish you to be successful in your literary career. This is not your beginning because you have already published your two books., one on a mission which you have made possible though it was a very very difficult task and a habit of more than thirty years. You have won over it means you can win in every sphere.
Regarding your second book “Short Poems” I must say that it is a chocolate flavor which gives instant pleasure and will be remembered for ever. Very useful books.
I wish lord Jagannath to be with you always.
M.C.Senapati
It is nice that you read my poems.Thanks a lot Senapati babu.