ओडिया में –अपनी आज़ादी को हम हरगिज़ मिटा सकते नहीं

IN ODIA-apni aazadi ko hum hargij mita sakte nahi

ପ୍ରିୟ ବନ୍ଧୁ ,

ହିନ୍ଦୀ  ଚଳଚିତ୍ର ଲିଡରର ଏକ ହୃଦୟସ୍ପର୍ଶୀ ଦେଶାତ୍ମବୋଧ ଗୀତ “ଅପନୀ ଆଜାଦି  କୋ ହମ ହରଗିଜ ମିଟା ସକତେ  ନହିଁ….” ର ଓଡ଼ିଆ ଅନୁବାଦ ଆପଣଙ୍କ ସମ୍ମୁଖରେ ରଖୁଛି . ଏଇ ଗୀତ/କବିତା  ଟିକୁ  ପ୍ରଥମେ କେବଳ ହିନ୍ଦୀରେ ଏବଂ ପରେ ପରେ ପ୍ରତି  ପଦ୍  ଶେଷରେ ଏହାର ଓଡ଼ିଆ ଅନୁବାଦ କରା  ଯାଇଛି .  ଶେଷରେ ସମ୍ପୂର୍ଣ କବିତାର ଓଡ଼ିଆ ଅନୁବାଦ ରଖା ଯାଇଛି. ଏଇ ଗୀତ/କବିତା ରେ କଷ୍ଟଲବଧ ସ୍ୱାଧୀନତାକୁ ବଞ୍ଚାଇ ରଖିବା ପାଇଁ ଆହ୍ୱାନ ଦିଆ  ଯାଇଛି . ଆଶା କରେ ଏଇ କବିତାର ଭାବାର୍ଥ  ଏବଂ ଏହାର ଅନୁବାଦ ଆପଣଙ୍କୁ ନିଶ୍ଚୟ ଆନନ୍ଦ ଦେବ .

कविता- हिन्दीमें

अपनी आज़ादी को हम हरगिज़ मिटा सकते नहीं
सर कटा सकते हैं लेकिन, सर झुका सकते नहीं

हमने सदियों में ये आज़ादी की नेमत पाई है
सैकड़ों कुर्बानियां देकर ये दौलत पाई है
मुस्कुराकर खाई है सीनों पे अपने गोलियां
कितने वीरानों से गुज़रे हैं तो जन्नत पाई है
ख़ाक में हम अपनी इज़्ज़त को मिला सकते नहीं

क्या चलेगी ज़ुल्म की अहले वफ़ा के सामने
आ नहीं सकता कोई शोला हवा के सामने
लाख फ़ौजें ले के आए अम्न का दुश्मन कोई
रुक नहीं सकता हमारी एकता के सामने
हम वो पत्थर हैं जिसे दुश्मन हिला सकते नहीं

वक़्त की आवाज़ के हम साथ चलते जाएंगे
हर क़दम पर ज़िन्दगी का रुख बदलते जाएंगे
गर वतन में भी मिलेगा कोई गद्दारे वतन
अपनी ताकत से हम उसका सर कुचलते जाएंगे
एक धोखा खा चुके हैं और खा सकते नहीं

(
वन्दे मातरम)

हम वतन के नौजवां हैं हमसे जो टकराएगा
वो हमारी ठोकरों से ख़ाक में मिल जाएगा
वक़्त के तूफ़ान में बह जाएंगे ज़ुल्मों-सितम
आसमां पर ये तिरंगा उम्र भर लहराएगा
जो सबक बापू ने सिखलाया भुला सकते नहीं
सर कटा सकते…अपनी आज़ादी को हम हरगिज़ मिटा सकते नहीं
सर कटा सकते हैं लेकिन, सर झुका सकते नहीं

फिल्म – लीडर (1964)

श्रेणीदेश भक्ति भजन

0-0-0-

କବିତାର ଓଡ଼ିଆ ଅନୁବାଦ -ଅନୁବାଦକ -ରତିକାନ୍ତ ସିଂହ

अपनी आज़ादी को हम हरगिज़ मिटा सकते नहीं

सर कटा सकते हैं लेकिन, सर झुका सकते नहीं

ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

हमने सदियों में ये आज़ादी की नेमत पाई है

सैकड़ों कुर्बानियां देकर ये दौलत पाई है

मुस्कुराकर खाई है सीनों पे अपने गोलियां

कितने वीरानों से गुज़रे हैं तो जन्नत पाई है

ख़ाक में हम अपनी इज़्ज़त को मिला सकते नहीं

ଆମେ ଅନେକ ଶତାଦ୍ଧି ପରେ ଏଇ ସ୍ୱତନ୍ତ୍ରତାର ବରଦାନ ପାଇଛୁ

ସହସ୍ର ତ୍ୟାଗ ଦେଇ କି ଏଇ ସମ୍ପତ୍ତି ପାଇଛୁ

ହସି ହସି ଖାଇଛୁ ନିଜର ଛାତିରେ  ଗୁଳି ଅନେକ

କେତେ ବୀର ପୁରୁଷଙ୍କ ବଳିଦାନ ହେତୁ ପାଇଛୁ ଏ ସ୍ୱର୍ଗ

ଧୂଳିରେ ଆମେ ନିଜର ଇଜ୍ଜତକୁ ମିଶେଇ ପାରିବୁ ନାହିଁ

अपनी आज़ादी को हम हरगिज़ मिटा सकते नहीं

सर कटा सकते हैं लेकिन, सर झुका सकते नहीं

ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

क्या चलेगी ज़ुल्म की अहले वफ़ा के सामने

आ नहीं सकता कोई शोला हवा के सामने

लाख फ़ौजें ले के आए अम्न का दुश्मन कोई

रुक नहीं सकता हमारी एकता के सामने

हम वो पत्थर हैं जिसे दुश्मन हिला सकते नहीं

ଜୁଲମର କଅଣ ଚାଲିବ ଗୁଣଵାନ ବ୍ୟକ୍ତିଙ୍କ ସମ୍ମୁଖରେ

ଆସି ପାରିବ ନାହିଁ ଅଗ୍ନି ପବନର ସମ୍ମୁଖରେ

ଲକ୍ଷେ ସୈନିକ ନେଇକି ଆସିଲେ ଦେଶର ଶତ୍ରୁ କେହି

ରହି ପାରିବ ନାହିଁ ଆମର ଏକତାର ସମ୍ମୁଖରେ

ଆମେ ଅଟୁ ସେଇ ପଥର ଯାହାକୁ ଶତ୍ରୁ  ହଲେଇ ପାରିବ ନାହିଁ

 अपनी आज़ादी को हम हरगिज़ मिटा सकते नहीं

सर कटा सकते हैं लेकिन, सर झुका सकते नहीं

ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

वक़्त की आवाज़ के हम साथ चलते जाएंगे

हर क़दम पर ज़िन्दगी का रुख बदलते जाएंगे

गर वतन में भी मिलेगा कोई गद्दारे वतन

अपनी ताकत से हम उसका सर कुचलते जाएंगे

एक धोखा खा चुके हैं और खा सकते नहीं

ସମୟର ଡାକରା ଯେ ଆମେ ଏକ ସଂଗେ ଚାଲି ଚାଲି  ଯିବା

ପ୍ରତ୍ୟେକ କଦମ ପରେ ଜୀବନର ଦୃଷ୍ଟିକୋଣ  ବଦଳେଇ ଚାଲିବା

ଯଦି ମାତୃଭୁମିରେ ବି  ମିଳିବେ କେହି ଧୋକେବାଜ ମାତୃଭୁମିର

ନିଜର ବଳରେ ଆମେ ତାର ମୁଣ୍ଡକୁ ଦଳି ଦେଇ ଯିବା

ଏକ ଧୋକା ଖାଇ ସାରିଛୁ ଆଉ ଖାଇ ପରିବା  ନାହିଁ

अपनी आज़ादी को हम हरगिज़ मिटा सकते नहीं

सर कटा सकते हैं लेकिन, सर झुका सकते नहीं

(वन्दे मातरम)

ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

(ବନ୍ଦେ ମାତରମ ………

हम वतन के नौजवां हैं हमसे जो टकराएगा

वो हमारी ठोकरों से ख़ाक में मिल जाएगा

वक़्त के तूफ़ान में बह जाएंगे ज़ुल्मों-सितम

आसमां पर ये तिरंगा उम्र भर लहराएगा

जो सबक बापू ने सिखलाया भुला सकते नहीं

सर कटा सकते…अपनी आज़ादी को हम हरगिज़ मिटा सकते नहीं

सर कटा सकते हैं लेकिन, सर झुका सकते नहीं

ଆମେ ଜନ୍ମଭୂମିର ନୌ ଯବାନ , ଆମ ସହିତ ଯିଏ ଲଢେଇ କରିବ

ସିଏ ଆମ ବାଧାରେ ଧୂଳିରେ ମିଶିଯିବ

ସମୟର ତୋଫାନରେ ସେ ଉଡିଯିବ ଜୁଲମ କରିବାଵାଲା

ଆକାଶରେ ଏଇ ତ୍ରିରଙ୍ଗା ଜୀବନ ସାରା ଲହରେଇବ

ଯେଉଁ ଜ୍ଞାନ ବାପୁ ଶିଖେଇଛନ୍ତି ତାକୁ  ଭୁଲି ପରିବା ନାହିଁ

ମୁଣ୍ଡ କଟେଇପାରିବୁ   ..ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

फिल्म – लीडर (1964)      ସିନେମା -ଲିଡର (1964)

श्रेणी- देश भक्ति भजन       ଶ୍ରେଣୀ – ଦେଶଭକ୍ତି ଭଜନ

-0-0-0-

ଓଡ଼ିଆରେ ଅନୁବାଦିତ କବିତା  -ଅନୁବାଦକ -ରତିକାନ୍ତ ସିଂହ

ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

ଆମେ ଅନେକ ଶତାଦ୍ଧି ପରେ ଏଇ ସ୍ୱତନ୍ତ୍ରତାର ବରଦାନ ପାଇଛୁ

ସହସ୍ର ତ୍ୟାଗ ଦେଇ କି ଏଇ ସମ୍ପତ୍ତି ପାଇଛୁ

ହସି ହସି ଖାଇଛୁ ନିଜର ଛାତିରେ  ଗୁଳି ଅନେକ

କେତେ ବୀର ପୁରୁଷଙ୍କ ବଳିଦାନ ହେତୁ ପାଇଛୁ ଏ ସ୍ୱର୍ଗ

ଧୂଳିରେ ଆମେ ନିଜର ଇଜ୍ଜତକୁ ମିଶେଇ ପାରିବୁ ନାହିଁ

ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

ଜୁଲମର କଅଣ ଚାଲିବ ଗୁଣଵାନ ବ୍ୟକ୍ତିଙ୍କ ସମ୍ମୁଖରେ

ଆସି ପାରିବ ନାହିଁ ଅଗ୍ନି ପବନର ସମ୍ମୁଖରେ

ଲକ୍ଷେ ସୈନିକ ନେଇକି ଆସିଲେ ଦେଶର ଶତ୍ରୁ କେହି

ରହି ପାରିବ ନାହିଁ ଆମର ଏକତାର ସମ୍ମୁଖରେ

ଆମେ ଅଟୁ ସେଇ ପଥର ଯାହାକୁ ଶତ୍ରୁ  ହଲେଇ ପାରିବ ନାହିଁ

ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

ସମୟର ଡାକରା ଯେ ଆମେ ଏକ ସଂଗେ ଚାଲି ଚାଲି  ଯିବା

ପ୍ରତ୍ୟେକ କଦମ ପରେ ଜୀବନର ଦୃଷ୍ଟିକୋଣ  ବଦଳେଇ ଚାଲିବା

ଯଦି ମାତୃଭୁମିରେ ବି  ମିଳିବେ କେହି ଧୋକେବାଜ ମାତୃଭୁମିର

ନିଜର ବଳରେ ଆମେ ତାର ମୁଣ୍ଡକୁ ଦଳି ଦେଇ ଯିବା

ଏକ ଧୋକା ଖାଇ ସାରିଛୁ ଆଉ ଖାଇ ପରିବା  ନାହିଁ

ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

(ବନ୍ଦେ ମାତରମ ………

ଆମେ ଜନ୍ମଭୂମିର ନୌ ଯବାନ , ଆମ ସହିତ ଯିଏ ଲଢେଇ କରିବ

ସିଏ ଆମ ବାଧାରେ ଧୂଳିରେ ମିଶିଯିବ

ସମୟର ତୋଫାନରେ ସେ ଉଡିଯିବ ଜୁଲମ କରିବାଵାଲା

ଆକାଶରେ ଏଇ ତ୍ରିରଙ୍ଗା ଜୀବନ ସାରା ଲହରେଇବ

ଯେଉଁ ଜ୍ଞାନ ବାପୁ ଶିଖେଇଛନ୍ତି ତାକୁ  ଭୁଲି ପରିବା ନାହିଁ

ମୁଣ୍ଡ କଟେଇପାରିବୁ   ..ନିଜର ସ୍ୱତନ୍ତ୍ରତା କୁ ଆମେ କେବେବି ମିଟେଇ ପାରିବୁ ନାହିଁ

ମୁଣ୍ଡ କଟେଇ ପାରିବୁ କିନ୍ତୁ ମୁଣ୍ଡ ଝୁକେଇ ପାରିବୁ ନାହିଁ

फिल्म – लीडर (1964)      ସିନେମା -ଲିଡର (1964)

श्रेणी- देश भक्ति भजन       ଶ୍ରେଣୀ – ଦେଶଭକ୍ତି ଭଜନ

-0-0-0-

ଏ କବିତା ର ଓଡ଼ିଆ ଅନୁବାଦ  ଆଶାକରେ ଆପଣ ମାନଙ୍କୁ  ଭରପୁର ଉତ୍ସାହ  ଦେବା ସଂଗେ ସଂଗେ ନିଶ୍ଚୟ ପ୍ରଭାବିତ କରିବ.

ରହିଲି.

ରତିକାନ୍ତ ସିଂହ

Ratikanta singh