ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର କିଛି ଅମୁଲ୍ୟ ବିଚାର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କୁ କିଏ ନ ଜାଣେ । ସେ ଭାରତ ର ସ୍ୱାଧୀନତା ସଂଗ୍ରାମ ରେ ଏକ ଅନ୍ୟ ଧରଣ ର ସଂଗ୍ରାମୀ ଥିଲେ । ସେ ୨୩ ଜାନୁଆରୀ ୧୮୯୭ ମସିହା ରେ ଜନ୍ମ ଗ୍ରହଣ କରି ଥିଲେ । ଏଇ ଉପଲକ୍ଷେ ଚାଲନ୍ତୁ ତାଙ୍କ ବିଷୟ ରେ କିଛି ଜାଣିବା ଏବଂ ତାଙ୍କର କିଛି ଅମୁଲ୍ୟ ବିଚାର ପଢିବା ।

ସୁବାଷ ଚନ୍ଦ୍ର ବୋଷ ଙ୍କୁ ସମସ୍ତେ ନେତାଜୀ ନାମ ରେ ଜାଣନ୍ତି । ସେ INC (Indian National Congress ) ର ପ୍ରେସିଡେଣ୍ଟ ୧୯୩୮ ରୁ ୧୯୩୯ ପର୍ଯ୍ୟନ୍ତ ଥିଲେ । ସେ ବ୍ରିଟିଶ ମାନଙ୍କୁ ତଡିବା ପାଇଁ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟ ରେ ନାଜି ଜର୍ମାନୀ ଏବଂ ଇମ୍ପେରିୱାଲ ଜାପାନ ର ସାହାଯ୍ୟ ନେଇ ଥିଲେ । ତାଙ୍କର ଏଇ ଚେଷ୍ଟା ଯଥେଷ୍ଟ ଆଲୋଡନ ସୃଷ୍ଟି କରି ଥିଲା ।ସେ ଆଜାଦ ହିନ୍ଦ ଫୌଜ ର ସଂଗଠନ କରିଥିଲେ । ଏଇ ଫୌଜ ୧୯୪୨ ରେ ଜାପାନ ର ସହାୟତା ରେ ହୋଇ ଥିଲା ।

ନେତାଜୀ ଓଡିଶା ର କଟକ ସହର ର ଓଡ଼ିଆ ବଜାର ରେ ୨୩ ଜାନୁଆରୀ ୧୮୯୭ ମସିହା ରେ ଜନ୍ମ ଗ୍ରହଣ କରି ଥିଲେ ।ତାଙ୍କର ପଢା ପଢି Ravenshaw Collegiate School (Cuttack ) , University of Calcutta ଏବଂ University of Cambridge ରେ ହୋଇ ଥିଲା ।

ଦୁଃଖର କଥା ଯେ , ସେ ୧୮ ଅଗଷ୍ଟ ୧୯୪୫ ରେ କେବଳ ୪୮ ବର୍ଷ ବୟସ ରେ Taipei (Taihoku ) Japanese Taiwan ରେ ଏକ ପ୍ଲେନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରି ଥିଲେ । ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କର ଅମୁଲ୍ୟ ବିଚାର ଓଡ଼ିଆ ରେ ପଢିବା ।

QUOTES OF SUBASH CHANDRA BOSE IN ENGLISH AND ODIA – ଅମୁଲ୍ୟ ବିଚାର

1. ENGLISH – Give me blood and I will give you freedom.
ODIA – ତୁମେ ମୋତେ ରକ୍ତ ଦିଅ ଏବଂ ମୁଁ ତୁମକୁ ସ୍ୱାଧୀନତା ଦେବି ।

2. ENGLISH – Freedom is not given, it is taken.
ODIA – ସ୍ୱାଧୀନତା ଦିଆ ଯାଏ ନାହିଁ ,ତାକୁ ଛଡାଇ ନେବାକୁ ପଡେ ।

3. ENGLISH – It is our duty to pay for our liberty with our own blood. The freedom that shall win through our sacrifice and exertions , we shall be able to preserve with our own strength.
ODIA –ଏଇଟା ଆମର କର୍ତବ୍ୟ ଯେ ଆମର ସ୍ୱତନ୍ତ୍ରତା ପାଇଁ ନିଜର ରକ୍ତ ରେ ମୂଲ୍ୟ ଦେବା । ସ୍ୱତନ୍ତ୍ରତା ଯେ ଆମେ ପାଇବା ଆମର ବଳିଦାନ ଏବଂ ପ୍ରୟାସ ଦ୍ୱାରା, ଆମେ ତାକୁ ସୁରକ୍ଷିତ ରଖିବା ଆମର ନିଜର ଶକ୍ତି ଦ୍ୱାରା ।

4. ENGLISH – No real change in history has ever been achieved by discussion.
ODIA – ବାସ୍ତବିକ ପରିବର୍ତନ ର ଉପଲବ୍ଧି ଇତିହାସ ରେ କେବେ ବି ବିଚାର- ବିମର୍ଷ ଦ୍ୱାରା ହୋଇ ନାହିଁ ।

5. ENGLISH – Life loses half it’s interest if there is no struggle- if there are no risks to be taken.
ODIA – ଜୀବନ ହରାଏ ଅଧେ ତାର ସ୍ୱାଦ / ରୁଚି ଯଦି ସେଇଠି ନଥାଏ କିଛି ସଂଘର୍ଷ – ଯଦି ସେଇଠି ନଥାଏ କିଛି ସଙ୍କଟ / ବିପଦ ।

6. ENGLISH – One individual may die for an idea, but that idea will ,after his death, incarnate itself in a thousand lives.
ODIA – ଜଣେ ବ୍ୟକ୍ତି ମାରି ଯାଇ ପରେ ଏକ ବିଚାର ପାଇଁ , କିନ୍ତୁ ସେଇ ବିଚାର ତାର ମୃତ୍ୟୁ ପରେ ଅବତାର ନିଏ ହଜାର ଲୋକଙ୍କ ଜୀବନ ରେ ।

7. ENGLISH – The secret of political bargaining is to look more strong than what you really are.
ODIA – ରାଜ ନୈତିକ ସଉଦା ର ରହସ୍ୟ ହେଲା ସତରେ ତୁମେ ଯାହାବି ଅଛ ତାଠୁ  ଦେଖାଅ ନିଜକୁ ଅଧିକ ବଳବାନ ।

8. ENGLISH – Soldiers who always remain faithful to the Nation , who are always prepared to sacrifice their lives are invincible.
ODIA – ସୈନିକ ଯେଉଁ ମାନେ ସବୁ ବେଳେ ରହନ୍ତି ବିଶ୍ୱାସୀ ଦେଶ ପାଇଁ , ଯେଉଁ ମାନେ ସବୁବେଳେ ସଜାଗ ବଳିଦାନ ପାଇଁ ତାଙ୍କର ଜୀବନ କୁ କେହି ଜିତି ପାରିବେ ନାହିଁ ।

9 . ENGLISH – Forget not that the grossest crime is to compromise with injustice and wrong. Remember the eternal law –you must give if you want to get.
ODIA – ଭୁଲନ୍ତୁ ନାହିଁ ଯେ ସବୁ ଠାରୁ ନିର୍ଲଜ କର ଦୋଷ ହେଲା ବୁଝା ମଣା ଅନ୍ୟାୟ ଏବଂ ଭୁଲ ର ସହିତ । ମନେ ରଖନ୍ତୁ ଚିରନ୍ତନ / ଅନନ୍ତ ନିୟମ – ତୁମେ ନିଶ୍ଚୟ ଦିଅ ଯଦି ତୁମେ ଚାହଁ ପାଇବାକୁ ।

10 .ENGLISH – We should have but one desire today- the desire to die so that India may live – the desire to face a martyr’s death so that the path to freedom may be paved with martyr’s blood.
ODIA – ଆଜି ଆମ ସମସ୍ତ ଙ୍କର ହେବ କେବଳ ଗୋଟିଏ ଇଛା – ଇଛା ମରିବା

ପାଇଁ ତା ହେଲେ ଭାରତ ହେଇ ପରେ ଜୀବିତ- ଇଛା ଅଛି ସମୂଖୀନ ହେଵା

ପାଇଁ ଶହୀଦ ର ମୃତ୍ୟୁ, ତା ଦ୍ୱାରା ସ୍ୱାଧୀନତା ର ରାସ୍ତା ପ୍ରସସ୍ଥ ହେଇ ଯିବ ଶହୀଦଙ୍କର ରକ୍ତ ରେ ।

ଏତିକି ରେ ରହିଲି ।
କେମିତି ଲାଗିଲା ଜଣେଇବେ ।
ରତିକାନ୍ତ ସିଂହ

Ratikanta Singh