ମୁଁ ମୋର ୱେବ ସାଇଟ ratikantasingh.com ରେ ପ୍ରତ୍ୟେକ ମାସ ଅନ୍ତତଃ ନଅଟା ବ୍ଳଗପୋଷ୍ଟ ଲେଖିବି ତିନିଟି ଓଡ଼ିଆରେ , ତିନିଟି ହିନ୍ଦୀରେ ଏବଂ ତିନିଟି ଇଂଲିଶରେ ଲେଖିବି

ଲକ୍ଷ୍ୟ ଟା ବଡ ନୁହେଁ , କିନ୍ତୁ ବଡ ପରି ଲାଗୁଛି ନୂଆ ଜିନିଷ ଆରମ୍ଭ କରିଲେ କଷ୍ଟ ହୁଏ ମୁସ୍କିଲ ବି ଲାଗେଆପଣ ମାନେ ଜାଣନ୍ତିstarting is always a problem .  ତାପରେ ଲାଇନକୁ ଆସି ଯିବଆଜି ଠୁ ପ୍ରତ୍ୟେକ ମାସ ଓଡ଼ିଆରେ ତିନିଟି  ବ୍ଳଗପୋଷ୍ଟ ଲେଖିବି ମୋର ବିଶ୍ୱାସପ୍ରତ୍ୟେକ ମାସ ଲକ୍ଷ୍ୟ ପ୍ରାପ୍ତି କରିବି ଦେଖା ଯାଉ କଅଣ ହେବ …………

ସତ କହୁଛିମୁଁ ମୋର ଲକ୍ଷ୍ୟକୁ ଧୈର୍ଯ୍ୟ ପରିଶ୍ରମ ଦ୍ୱାରା ନିଶ୍ଚୟ ପୁର୍ଣ କରିବିକହିଲେତ ହେବ ନାହିଁକରି ଦେଖେଇବାକୁ ପଡିବ 

ମୋର ନିବେଦନଆପଣମାନେ ନିଶ୍ଚୟ ମୋତେ ଉତ୍ସାହିତ  କରିବେ

ମୁଁ କେବଳ ଚାରି ଲାଇନ ରେ ମୋର ମନର କଥା ଆପଣଙ୍କ ସମ୍ମୁଖରେ ବ୍ୟକ୍ତ କରିବାକୁ ଚାହେଁ

           ଲଘୁ କବିତା ଲକ୍ଷ୍ୟ

                            ମୋର ଲକ୍ଷ୍ୟ ଏବଂ ମୋର ପରିଶ୍ରମ

                           ମୋତେ ଆଗକୁ ନେଇ ଯିବ

                           ଆନେକ ବର୍ଷ ପରେ ଓଡ଼ିଆ ରେ ଲେଖିବାକୁ ଚେଷ୍ଟା ଚଳେଇଛି

                           ମୋର ପ୍ରବଳ ଇଛା ଶକ୍ତି ମୋର ଲକ୍ଷ୍ୟକୁ ନିଶ୍ଚୟ ପହୁଞ୍ଚାଇବ

Friends!

Let us read some quotations on TARGET / GOAL

  1. Never lower your target; increase your actions. – GRANT CARDONE
  2. A goal properly set is halfway reached. – ZIG ZIGLAR
  3. Set your target and keep trying until you reach it. – NAPOLEON HILL
  4. You can’t hit a target you cannot see, and

you cannot see a target you not have.                            –  ZIG ZIGLAR

  1. If you want to score a goal you have to hit the target –  ZIG ZIGLAR

 

                                                                                                   ରତିକାନ୍ତ ସିଂହ

2 thoughts on “ମୋର ଲକ୍ଷ୍ୟ

  1. I like this target of yours and wish you to be successful in your literary career. This is not your beginning because you have already published your two books., one on a mission which you have made possible though it was a very very difficult task and a habit of more than thirty years. You have won over it means you can win in every sphere.

    Regarding your second book “Short Poems” I must say that it is a chocolate flavor which gives instant pleasure and will be remembered for ever. Very useful books.

    I wish lord Jagannath to be with you always.

    M.C.Senapati

Comments are closed.